Swastik Tv News Odisha

IAS Question – ପୁଅମାନେ ଧଳା ଧଳା ବାହାର କରନ୍ତି କିନ୍ତୁ ଝିଅମାନେ ତାକୁ ପିଇ ଯାଆନ୍ତି ? ସାହାସ ଅଛିତ 5 ସେକେଣ୍ଡରେ ଉତ୍ତର ଦିଅ

0

ବର୍ତ୍ତମାନ ଶିକ୍ଷାକ୍ଷେତ୍ର ବହୁତ ଆଗକୁ ଯାଇଛି , ପ୍ରତ୍ୟେକ ପିଲା କିଛି ନା କିଛି ସରକାରୀ ଯବ୍ ଟିଏ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । କୌଣସି ଏକ ବଡ ପଦବୀରେ ଉର୍ତ୍ତିର୍ଣ୍ଣ ହେବା ପାଇଁ ସେମାନଙ୍କୁ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ଅନେକ ପିଲାମାନେ ଛୋଟ ଛୋଟ ଭୁଲ ପାଇଁ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇ ପାରନ୍ତି ନାହିଁ । ତେଣୁ ସେମାନଙ୍କୁ ସେମାନଙ୍କୁ ପୁଣି ଏକ ଚାନ୍ସ କୁ ଅପେକ୍ଷା କରିବାକୁ ପଡିଥାଏ । ତେବେ ସାଧାରଣ ଜ୍ଞାନ ଜାଣିବା ଆମ ମାନଙ୍କ ପାଇଁ ବହୁତ ଆବଶ୍ୟକ ହୋଇଥାଏ । ସାଧାରଣ ଜ୍ଞାନ ଆମକୁ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିଥାଏ ।

ଅନେକ ଇଣ୍ଟରଭ୍ୟୁ ମାନଙ୍କରେ ଅନେକ ଗୁଡିଏ ମଜାଳିଆ ପ୍ରଶ୍ନ ପଚାରା ଯାଇଥାଏ , ଯାହାର ଉତ୍ତର ଦେବା ବହୁତ ସହଜ ହୋଇଥାଏ । କିନ୍ତୁ ଏହି ମଜାଳିଆ ପ୍ରଶ୍ନର ଉତ୍ତର ଅନେକ ବ୍ୟକ୍ତି ମାନେ ଦେଇ ପାରନ୍ତି ନାହିଁ । ତେଣୁ ସେମାନଙ୍କୁ ପୁଣି ନେକ୍ସଷ୍ଟ ପରୀକ୍ଷା ପାଇଁ ଅପେକ୍ଷା କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କେତେକ ମଜାଳିଆ ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।

1.ତାହା କଣ ଯାହାକୁ ବାନ୍ଧିବା ପରେ ମଧ୍ୟ ଚାଲିଥାଏ ?
ଉତ୍ତର – ହାତ ଘଣ୍ଟା ।

2. ମୁଁ ଲେଖାପଢା କାମରେ ଆସେ କିନ୍ତୁ ବହି , ଖାତା ଏବଂ କଲମ ନୁହେଁ , ମୁଁ କିଏ ?
ଉତ୍ତର – ଚଷମା ।

3. ଜଣେ ବ୍ୟକ୍ତି 30 ଦିନ ନଶୋଇ କେମିତି ବଞ୍ଚିପାରିବ ?
ଉତ୍ତର – ଦିନରେ ଶୋଇବା ଆବଶ୍ୟକତା ନାହିଁ ।

4. ଗୋଟିଏ ଗୁମ୍ଫାରେ 32 ଚୋର ଦିନରେ କରନ୍ତି କାମ , ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାଙ୍କ ନାମ ?
ଉତ୍ତର – ଦାନ୍ତ ।

5. ବାପାଙ୍କର ଭଉଣୀ ସିଏ ଜେଜେଙ୍କର ଝିଅ ବୋଉର ସେ ନଣନ୍ଦ ହେବ କିଏ ସିଏ କୁହ ?
ଉତ୍ତର – ପିଉସୀ ନାନୀ ।

6. ବାହାରେ ସବୁଜ ଭିତରେ ଲାଲ୍ ଲତାରେ ଫଳେ ସେ ଫଳଟି ଗୋଲ୍ କଟାହେଲେ ହୁଏ ଖାଇ , ଖରାଦିନେ ସିଏ ଯାହାକୁ ଯେତେ ଲୋ ଶୀତ ଦିନେ ଦିଶେ ନାହିଁ ?
ଉତ୍ତର – ତରଭୁଜ ।

7. ମତେ କଟାଯାଏ ମତେ ଛେଚାଯାଏ ମତେ ଭାରି ବାଧେ ହେଲେ ମତେ କାଟୁଥିବା ଲୋକ ଲୁହ ଝରି କାନ୍ଦେ ?
ଉତ୍ତର – ପିଆଜ ।

8. ପୁଅମାନେ ଧଳା ଧଳା କଣ ବାହାର କରନ୍ତି ଏବଂ ଝିଅ ମାନେ ତାହା ପିଇଦିଅନ୍ତି ?
ଉତ୍ତର – ଛାତ୍ରୀ ଜଣକ ଉତ୍ତର ଦେଲେ ଲୁହ ଏବଂ କହିଲେ ଯେ ‘ ଲୁହ ‘ ଧଳା ହୋଇଥାଏ , ଯାହାକୁ ପୁଅମାନେ ଆଖିରୁ ବାହାର କରିଥାନ୍ତି କିନ୍ତୁ ଝିଅମାନେ ଲୁହ ପିଅନ୍ତି । ଅର୍ଥାତ୍ ସେମାନେ ସେମାନଙ୍କର ଯନ୍ତ୍ରଣା ଏବଂ ଅସୁବିଧାକୁ ଲୁଚାଇ ରଖନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.