IAS Srushti deshmukh ନିଜ ସାନ ଭାଇ ଙ୍କ ସହ ବାହାରିଲେ….

ବନ୍ଧୁଗଣ ଆଇଏଏସ ଅଫିସର୍ ସୃଷ୍ଟି ଦେଶମୁଖଙ୍କୁ ତ ଆପଣ ନିଶ୍ଚୟ ଜାଣିଥିବେ। ତାଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିବାକୁ ମିଳିଥାଏ। ସେହିପରି ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓରେ ଆପଣ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ସାଙ୍ଗରେ ଦେଖିବାକୁ ପାଇବେ। ତାଙ୍କ ଭାଇ ମଧ୍ୟ ଆଇଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଆପଣ ମାନେ ତ ଜାଣିଛନ୍ତି ଆଇଏଏସ ଅଫିସର୍ ହେବା ଏକ ବହୁତ୍ ବଡ ସଫଳତା ହୋଇଥାଏ ଯେ କୌଣସି ପରୀକ୍ଷାର୍ଥୀ ଙ୍କ ପାଇଁ।କାରଣ ଏହା ହେଉଛି ଦେଶର ସବୁଠାରୁ ବଡ ପଦ ବିଶିଷ୍ଟ ଚାକିରି।ତେବେ ଜଣେ ପ୍ରଶାସନିକ ଅଧିକାରୀ ଙ୍କ ଦାୟିତ୍ଵ ଏବଂ ତାଙ୍କର କର୍ତ୍ତବ୍ୟ ସବୁବେଳେ ଗୁରୁତ୍ଵପର୍ଣ୍ଣ ହୋଇଥାଏ।

କାରଣ ସେମାନଙ୍କ ଉପରେ ଦେଶର ସୁରକ୍ଷା ଏବଂ ନ୍ୟାୟିକ ବ୍ୟବସ୍ଥା ନ୍ୟସ୍ତ ଥାଏ। ଯଦିଓ ଜଣେ ପୋଲିସ ମଧ୍ୟ ଏହି ବିଭାଗର ଏକ ଅଂଶ ସ୍ଵରୂପ କାର୍ଯ୍ଯ କରିଥାଏ।କିନ୍ତୁ ଜଣେ ଆଇ ଏ ଏସ କିମ୍ୱା ଆଇ ପି ଏସ ଅଧିକାରୀଙ୍କ ଦାୟିତ୍ଵ ଏବଂ କର୍ତ୍ତବ୍ୟ ଓ ତାଙ୍କର ପଦବୀ କିଛି ଅଧିକ ଗୁରୁତ୍ବ ବହନ କରେ।କାରଣ ସେମାନେ ହେଉଛନ୍ତି ଜଣେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଯାହାଙ୍କ ପାଖରେ ଦେଶର ସବୁଠାରୁ ଅଧିକ ପ୍ରଶାସନିକ କ୍ଷମତା ରହିଥାଏ। କଠିନ ପରିଶ୍ରମ ଏବଂ ଦୃଢ଼ ଅଧ୍ୟବସାୟ ବଳରେ ଜଣେ ଏପରି ସମ୍ମାନର ଅଧିକାରୀ ହୋଇ ପାରିଥାନ୍ତି।ଯାହା ସେମାନଙ୍କ କାର୍ଯ୍ଯ କଳାପରୁ ହିଁ ଜଣା ପଡ଼ିଥାଏ।

ଯେ କେଉଁଭଳି ଭାବରେ ସେମାନେ ଦାୟିତ୍ବବାନ ଅଟନ୍ତି ଏବଂ ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ, ଗୁରୁତ୍ୱର ସହ ନିର୍ବାହ କରିଥାନ୍ତି ଏବଂ ଉଚ୍ଚ ପଦସ୍ଥ ଚାକିରୀ କରି ଦେଶର ଏବଂ ଜନତାର ସେବା କରିବାର ସୁଯୋଗ ପାଇଥାନ୍ତି। ନିଷ୍ଠାର ସହିତ ପରିଶ୍ରମ ଏବଂ ଅନବରତ ପ୍ରୟାସ ଜାରି ରଖିଲେ ଏଭଳି ଉଚ୍ଚ ପଦସ୍ଥ ବିଶିଷ୍ଟ ଚାକିରି କୁ ପାଇବାରେ ଜଣେ ସଫଳ ହୋଇ ପାରିବ। ଯାହାବି ହେଉ ନିଶ୍ଚିତ ଭାବରେ ଆପଣ ଆଇଏଏସ ଅଧିକାରୀଙ୍କ ଭିଡିଓ ସୋସିଆଲ୍ ମିଡ଼ିଆରେ ଦେଖିଥିବେ। ଏବେ ଯେଉଁ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେଥିରେ ଆପଣ ଆଇଏଏସ ସୃଷ୍ଟି ଦେଶମୁଖ ଏବଂ ତାଂକ ଭାଇଙ୍କ ଏକ ସୁନ୍ଦର୍ ମୁହୂର୍ତ୍ତର ଦୃଶ୍ୟ ଦେଖିବାକୁ ମିଳିଛି।

ଯାହା ଜଣା ପଡ଼ିଛି ଏହା ସୃଷ୍ଟି ଦେଶମୁଖଙ୍କ ଭାଇ ଆଇଏଏସ ପାଇ ସାରିବାର ଦୃଶ୍ୟ। ଫଳରେ ଦୁଇଜଣ ଯାକ ଖୁସିରେ ଏକ ପୂଜା ଉତ୍ସବରେ ଯୋଗ ଦେଇଛନ୍ତି। ଉଭୟଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳୁଛି। ତାଙ୍କୁ ଏଭଳି ଭାବରେ ପୂଜାରେ ଯୋଗ ଦେଇଥିବାର ଦେଖି ଅନେକ ଜଣ ମଧ୍ୟ ସେଠାରେ ଭିଡ଼ ଲଗାଇ ଛନ୍ତି।ଏହି ସୁନ୍ଦର୍ ମାହଲ ସେଠାକାର ମୁହୂର୍ତ୍ତକୁ ଅଧିକ ଆକର୍ଷିତ କରୁଛି। ଉଭୟ ଭାଇ ଭଉଣୀ ଏପରି ଏକ ବଡ଼ ସଫଳତା ହାସଲ୍ କରିବା ପରିବାର ପାଇଁ ଗର୍ବର ବିଷୟ ନିଶ୍ଚିତ ଭାବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment