ଏହି ମହିଳା IAS ଅଫିସର Srushti jayant ଙ୍କ ପାୱାର ଦେଖିଲେ ଆପଣ ବି ଗର୍ବ ଅନୁଭବ କରିବେ… ଭିଡ଼ିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ…

ଆପଣ. ମାନେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ପ୍ରତେକ ଦିନ ସୋସିଆଲ ମିଡ଼ିଆରେ | ତେବେ ବେଳେ ବେଳେ ଏଭଳି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ଖୁସି ଲାଗିଥାଏ ତାହା ସହିତ ଏକ ନୂଆ ପ୍ରକାରର ଇଚ୍ଛା ଜାଗ୍ରତ ହୋଇଥାଏ ଓ ତାହା ବ୍ୟତୀତ ଆମର ଦେଶ ପ୍ରତି ଥିବା ଭଲ ପାଇବା ମଧ୍ୟ ବଢ଼ି ଯାଇଥାଏ | ତେବେ ନିଜର ସ୍ଥାନ ଏପରି ଜାଗାରେ ରଖିବା ଆବଶ୍ୟକ ଯେଉଁଥିପାଇଁ ଆମର ପଦବୀ କୁ ନୁହଁ ଆମର କାମ କୁ ଦେଖିଲେ ଲୋକ ମାନେ ଆମକୁ ସଂମ୍ମାନ ଦେବାକୁ ଲାଗିବେ | ତେବେ ଜଣଙ୍କ ପାଖରେ ସେହିଭଳି କ୍ଷମତା ନ ରହିଲେ ସେ ମଧ୍ୟ ପଦବୀ ପାଇବାକୁ ଯୋଗ୍ୟ ହୋଇ ନ ଥାଏ ବୋଲି କୁହାଯାଉଛି | ତେବେ ସେହିଭଳି ଜଣେ ହେଉଛନ୍ତି IAS ଅଫିସର ସୃଷ୍ଟି ଦେଶମୁଖ ଆଉ ଯିଏ କି ତାଙ୍କର ପାୱାର ଦେଖାଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆମେ ଜାଣିଛି କି IAS ଅଫିସର ହେବା ପାଇଁ ହେଲେ ସେହି ବ୍ୟକ୍ତି ମାନଙ୍କ ଭିତରେ ସେହିଭଳି କିଛି ପାୱାର ଥିବା ଆବଶ୍ୟକ ହୋଇଥାଏ | ତାହା ନ ହେଲେ ସେମାନେ ଠିକ ଭାବରେ ସେମାନଙ୍କ ର ଦାୟିତ୍ୱ କୁ ତୁଲାଇ ପାରିବେ ନାହିଁ କି ନିଜର ଦେଶ ର ଲୋକ ମାନଙ୍କୁ ସାହାଯ୍ୟ ଓ ସୁରକ୍ଷା ମଧ୍ୟ ଦେଇ ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ସେହି ଭଳି ଜଣେIAS ଅଫିସର ସୃଷ୍ଟି ଦେଶମୁଖ ଯିଏ କୋ ଅନେକ ପ୍ରକାରର କାର୍ଯ୍ୟ କରିଛନ୍ତି ଲୋକ ମାନଙ୍କ ପାଇଁ |

ତେବେ ତାହା ସହିତ ସୃଷ୍ଟି ଅନେକ ଲୋକ ଙ୍କ ସହିତ ମିଶିବା ସହିତ ଲୋକ ମାନଙ୍କର ଦୁଃଖ ସମୟରେ ସେମାନଙ୍କର ଅସୁବିଧା କୁ ବୁଝିଛନ୍ତି ଓ ସ୍କୁଲ ମଧ୍ୟ ଯାଇ ପିଲା ମାନଙ୍କର ସହିତ ମିସିଛନ୍ତି | ଆଉ ଭାଇରାଲ ହେବାରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ସୃଷ୍ଟି CRPF ଯବାନ ମାନଙ୍କୁ ସଂମ୍ମାନ ଦେଉଛନ୍ତି | ଆଉ ସେମାନଙ୍କୁ ସେମାନଙ୍କର କାମ ପାଇଁ ଧନ୍ୟବାଦ ମଧ୍ୟ ଜଣାଇ ଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ |

ତାହା ସହିତ ଜଣେ IAS ଅଫିସର ର ପାୱାର ମଧ୍ୟ ଦେଝିବାକୁ ମିଳିଥିଲା ଏହି ଭିଡ଼ିଓ ରେ | ଆଉ କେଉଁ ଭଳି ଭାବରେ ସେମାନେ ସୃଷ୍ଟି ଙ୍କୁ ଦେଖିବା ପରେ ସଂମ୍ମାନ ର ସହିତ ସାଲୁଟ କରିଛନ୍ତି ଆଉ ତାହା ସହିତ ତାଙ୍କ ସହିତ ଯେଉଁଭଳି ଭାବରେ ରେସପେକ୍ଟ କରୁଛନ୍ତି ସେଥିରୁ ବେଶ ଭଲ ଭାବରେ ଜଣା ପଡୁଛି ଜଣେ IAS ଅଫିସର ର ପାୱାର ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment