ହଁ ଦର୍ଶକ ବନ୍ଧୁ ଆଜି କାଲି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ଆଧୁନିକ ଜ୍ଞାନ କୌଶଳ କୁ ନେଇକି ମଧ୍ୟ ଅନେକ କିଛି ଭିଡ଼ିଓ ବର୍ତ୍ତମାନ ଭାଇରାଲ ହୋଇଥାଏ ଅନେକ ସମୟରେ |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗୁଛି ତାହା ହେଉଛି ଆମ ଭାରତରେ ନୂଆ ନୂଆ ଟେକନୋଲୋଜି କୁ ବ୍ୟବହାର କରିକି କେଉଁ ଭଳି ଭାବରେ ଇଞ୍ଜିନିୟର ମାନେ ବ୍ରିଜ ତିଆରି କରିବାକୁ ଲାଗିଛନ୍ତି ତାହା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ଆଉ କ୍ରେନ ର ସାହାଯ୍ୟ ରେ ବେଶ ସୁନ୍ଦର ଭାବରେ ବନେଇବାକୁ ଲାଗିଛନ୍ତି ବ୍ରିଜ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ ଆଜି କାଲି ଦୁନିଆ ରେ ଆଧୁନିକ ଜ୍ଞାନ କୌଶଳ ଆଉ ଟେକନୋଲୋଜି ର ବହୁତ ଡେଭଲୋପ ହେବାକୁ ଲାଗିଲାଣି, ଆଉ ଯେଉଁଠି କୁହାଯାଉଛି କି ଆଜି କାଲି କୌଣସି କାର୍ଯ୍ୟ ପାଇ ଲୋକ ମାନଙ୍କର ସାହାଯ୍ୟ କମ ଲାଗୁଛି | ଲୋକ ମାନେ ଆଧୁନିକ ମେସିନ ଓ ଜ୍ଞାନ କୌଶଳ କୁ ବ୍ୟବହାର କରିକି ନୂଆ ନୂଆ ଟେକନୋଲୋଜି ର ସାହାଯ୍ୟ ରେ କରିବାକୁ ଲାଗିଛନ୍ତି ସମସ୍ତ ପ୍ରକାରର ବ୍ରିଜ ତିଆରି ର କାମ |ଆଉ ଯେଉଁଠି ଇଞ୍ଜିନିଅର ମାନେ ନିଜର ବୁଦ୍ଧି କୁ ଖଟାଇ କମ ସମୟରେ କେଉଁ ଭଳି ଭାବରେ ମୋଜଭୁତ ପୋଲ ତିଆରି ହୋଇ ପାରିବ ସେଥିପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି |
ଆଉ ଏଠାରେ ଦେଖିବାକୁ ମିଳିଛି କି ବ୍ରିଜ ତିଆରି ପାଇ ବଡ଼ ବଡ଼ କ୍ରେନ ଗୁଡିକୁ ବ୍ୟବହାର କରାଯାଉଛି |ଆଉ ସେହି କ୍ରେନ ର ସାହାଯ୍ୟ ରେ ସେମାନେ ଲୁହା ରେ ତିଆରି ହୋଇଥିବା ବ୍ରିଜ କୁ ଲଗାଇବାକୁ ଲାଗୁଛନ୍ତି | ଆଉ ପୋଲ ତିଆରି ପାଇଁକି ମେସିନ ସାହାଯ୍ୟ ରେ ବ୍ରିଜ ତିଆରି ପାଇ ବ୍ୟବହାର ହେଉଥିବା ସିମେଣ୍ଟ, ଚିପ୍ସ ଓ ସମସ୍ତ ଜିନିଷ କୁ ମିଶାଇ ପାଇପ ସାହାଯ୍ୟ ରେ ବ୍ରିଜ ତିଆରି କରିବାକୁ ଲାଗୁଛନ୍ତି | ଆଉ ଯାହା ଫଳରେ କମ ଲୋକ ର ସାହାଯ୍ୟ ରେ ବିନା ପରିଶ୍ରମ ରେ ବ୍ରିଜ ତିଆରି ହୋଇ ପାରୁଛି |
ଆଉ ଇଞ୍ଜିନିଅର ମାନେ ମଧ୍ୟ ନିଜର ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଟେକନାଲୋଜି କୁ ବ୍ୟବହାର କରିକି ତିଆରି କରିବାକୁ ଲାଗିଛନ୍ତି ମୋଜଭୁତ ବ୍ରିଜ ଆଉ ଯାହା ବର୍ଷ ବର୍ଷ ଧରି ରହୁଛି ବୋଲି କୁହାଯାଉଛି | ଆଉ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ନୂଆ ନୂଆ ଜ୍ଞାନ କୌଶଳ ର ବିକାଶ କୁ ନେଇକି ଅନେକ କଥା ମଧ୍ୟ ଜଣା ପଡିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।