ଆପଣ ମାନେ ସମସ୍ତେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଖାଲି ଆମ ଓଡିଶା ରେ ନୁହଁ ସାରା ଭାରତ ଓ ବିଶ୍ୱରେ ନିଜର ଖେଳ ମାଧ୍ୟମରେ ପରିଚୟ ସୃଷ୍ଟି କରିଥିବା କ୍ରିକେଟର ମହେନ୍ଦ୍ର ସିଂ ଧୋନି ଙ୍କ ବିଷୟରେ | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ କେଉଁ ଭଳି ଭାବରେ ଧୋନି ନିଜର କେରିୟର ରେ ଆଗକୁ ବଢିଥିଲେ ଆଉ ତାଙ୍କର ଜନ୍ମ ଓ ଫେମିଲି ବିଷୟରେ ସମସ୍ତ କଥା ଜାଣିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ମହେନ୍ଦ୍ର ସିଙ୍ଗ ଧୋନି ଙ୍କ ବିଷୟରେ ସମସ୍ତ କଥା ଜାଣିବା |
ମହେନ୍ଦ୍ର ସିଂ ଧୋନି ଙ୍କର ଜନ୍ମ ଓ କେରିୟର :-
ଯାହା କୁହାଯାଉଛି କି ମହେନ୍ଦ୍ର ସିଂ ଧୋନି ହେଉଛନ୍ତି ଜଣେ ବେଶ ଚିନ୍ହା ଜଣା ଶୁଣା କ୍ରିକେଟର ଯିଏ କି ନିଜର ଖେଳ ର କମାଲ ଦେଖାଇ ସାରା ପୃଥିବୀ ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି | ଆଉ ଯେଉଁଠି କୁହାଯାଉଛି କି ମହେନ୍ଦ୍ର ସିଂ ଧୋନି7 ଜୁଲାଇ 1981 ମସିହାରେ ବିହାର ର ରାଞ୍ଚି ନିକଟରେ ଜନ୍ମ ଗ୍ରହଣ କରିଥିଲେ | ବର୍ତ୍ତମାନ ଯାହାକୁ ଆମେ ଝାଡ଼ଖଣ୍ଡ ନାମରେ ଜାଣିଛୁ | ମହେନ୍ଦ୍ର ସିଙ୍ଗ ଧୋନି ଙ୍କର ଡାକ ନାମ ମାହି ବୋଲି କୁହାଯାଉଛି | ତାହା ସହିତ 5 ଫୁଟ 9 ଇଞ୍ଚ ହୋଇଥିବା ବେଳେ ନିଜର ବୋଲି ଆଉ ବେଟିଂ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି |
ତେବେ ଖେଳ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ମହେନ୍ଦ୍ର ସିଂ ଧୋନି |ତାହା ସହିତ କ୍ରିକେଟ ରେ ୱାଲଡ଼ କୋପ, t20 ଓ ତାହା ସହିତ ଅନେକ ମେଚ ଖେଳି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଧୋନି | ତାହା ସହିତ ନେଶନାଲ ଟିମ ରେ 2004 ରୁ 2017 ଓ ତାହା ସହିତ ଟେଷ୍ଟ ମେଚ ରେ 2008 -2014 ମସିହା ରେ ଖେଳିଥିଲେ | ତାହା ସହିତ ICC ମେଚ ରେ ମଧ୍ୟ ବିଜୟୀ ହୋଇଥିଲେ ବୋଲି କୁହାଯାଉଛି | ଏହା ବ୍ୟତୀତ ମହେନ୍ଦ୍ର ସିଂ ଧୋନି ୱାଲଡ଼ କୋପ ଜିତିଥିଲେ ଓ କେପଟନ ଭାବରେ କ୍ରିକେଟ ଖେଳ ରେ ଦାୟିତ୍ୱ ନେଇଥିଲେ ଧୋନି |
ଜଣେ ଭଲ ବେଡ୍ସ ମେନ ଭାବରେ ନିଜର ପରିଚୟ କ୍ରିକେଟ ଜଗତରେ ସୃଷ୍ଟି କରିଛନ୍ତି | ଏହା ସହିତ ଜଣେ ବହୁତ ଭଲ କ୍ରିକେଟର ଭାବରେ କ୍ରିକେଟ ଜଗତରେ ପରିଚୟ ସୃଷ୍ଟି କରି ଇଣ୍ଡିଆ ପାଇଁ ଗର୍ବ ଆଣି ନେଇଛନ୍ତି | ଆଉ ମହେନ୍ଦ୍ର ସିଂ ଧୋନି ମଧ୍ୟ ଖେଳ ମାଧ୍ୟମରେ ଅନେକ ଫ୍ରେଡ୍ସ ମାନଙ୍କର ଭଲ ପାଇବା ମଧ୍ୟ ସାଉଁଟିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।