OMG ! ଇଣ୍ଡୋନେସିଆରେ ଜବରଦସ୍ତି ପିନ୍ଧେଇଲେ ଲୁଙ୍ଗି… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ | Dr Sesha Kisan 😲

ବନ୍ଧୁଗଣ ଆପଣ ମାନେ ସମ୍ବଲପୁର ର ଶେଷ କିସାନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ତେବେ ସେ ହେଉଛନ୍ତି ଆମ ଓଡ଼ିଶାର ପୁଅ ଯିଏକି ବର୍ତ୍ତମାନ ଜର୍ମାନୀ ରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଅଟନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କି ଏତେ ବଡ଼ ମଣିଷ ଟିଏ ହୋଇଥିଲେ ମଧ୍ୟ ସେ ବିବାହ ପାଇଁ ନିଜ ଗାଁ ମାଟି କୁ ଫେରି ଆସିଥିଲେ ଆଉ ହାତ କୁ ଦି ହାତ ହେବା ପରେ ସେ ବର୍ତ୍ତମାନ ତାଙ୍କର ୟୁ ଟ୍ୟୁବ ଭିଡ଼ିଓ ଆରମ୍ଭ କରିଛନ୍ତି। ଆଉ ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ଯେଉଁ ଥିରେ ସେ ନିଜ ସ୍ତ୍ରୀ ଙ୍କ ସହ ବୁଲିବା କୁ ଯାଇଛନ୍ତି ଆଉ ତାହାର ଭିଡ଼ିଓ ସେୟାର କରିଛନ୍ତି।

ତେବେ ସୂଚନାଯୋଗ୍ୟ ଯେ, ଶେଷ କିସାନ ଙ୍କ ର ଜୀବନ କାହାଣୀ ବହୁତ ସଂଘର୍ଷମୟ ଏବଂ ପ୍ରେରଣା ଦାୟକ ଅଟେ। ତେବେ ସେ ଦିନେ ମୁଠେ ମୁଢି ଖାଇବା ପାଇଁ ପାଉ ନଥିଲେ ଆଉ ଆଜି ସେ ପ୍ରାୟ ୩୦ ଲକ୍ଷ ଟଙ୍କା ର ଏକ ମହଲା କୁ ଦାନ କରି ଦେଇଛନ୍ତି। ତେବେ ସେ କହିଛନ୍ତି କି , ପିଲା ଦିନ ରୁ ସେ ତାଙ୍କର ବାପା ମା ଙ୍କୁ ହରେଇ ଥିଲେ ଆଉ ନିଜେ ବଞ୍ଚିବା ପାଇଁ ଜଣେ ଶ୍ରମିକ ଭାବ ରେ ମୂଲ ଲାଗୁଥିଲେ।ଆଉ ସେ ମୂଲ ଲାଗି ନିଜ ପାଠ ପଢା ଆରମ୍ଭ କରିଥିଲେ ମାତ୍ର ଏହିଭଳି ପାଠ ପଢିଲେ କି ସେ ବର୍ତ୍ତମାନ ଜର୍ମାନ ର ଏକ ବୈଜ୍ଞାନିକ ପଦ ରେ ନିଯୁକ୍ତ ଅଟନ୍ତି।

ତେବେ ବର୍ତ୍ତମାନ ତାଙ୍କର ନୂଆ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ସେଠାରେ ଡାକ୍ତର ଶେଷ କିସାନ ଓ ତାଙ୍କର ସ୍ତ୍ରୀ ଜୟଶ୍ରୀ ଙ୍କୁ ଏକ ନୂଆ ରୂପ ରେ ଆପଣ ଦେଖିବା କୁ ପାଇବେ। ତେବେ ଭିଡ଼ିଓ ରେ ଦେଖା ଯାଇଛି ଯେ ଶେଷ କିସାନ ପତ୍ନୀ ଙ୍କ ସହ ଇଣ୍ଡୋନେସିଆ କୁ ବୁଲିବା ପାଇଁ ଯାଇଛନ୍ତି ।ତେବେ ସେଠାରେ ସେମାନେ ପ୍ରଥମେ ଗୋଟିଏ ରିଜର୍ଟ କୁ ବୁଲିବା ପାଇଁ ଯାଇଛନ୍ତି ଯେଉଁ ଠାରେ ଜୟଶ୍ରୀ ଖୁବ ମଜାମସ୍ତି କରୁଛନ୍ତି ଆଉ କିସାନ ମଧ୍ୟ ଭିନ୍ନ ଭିନ୍ନ ଜିନିଷ ପତ୍ର ବିଷୟ ରେ ସମସ୍ତ ଙ୍କୁ ଜଣେଇଛନ୍ତି।

ତେବେ ଏହା ପରେ ଦେଖା ଯାଇଛି କି ସେହି ଇଣ୍ଡୋନେସିଆ ର ଅନ୍ୟ ଏକ ପ୍ଲେସ କୁ ସେମାନେ ବୁଲିବା ପାଇଁ ଯାଇଛନ୍ତି ଆଉ ସେଠାରେ ଉଭୟ ବାଇଗଣୀ ରଙ୍ଗ ର ଲୁଙ୍ଗି ପିନ୍ଧିଛନ୍ତି। ତେବେ ଉଭୟ କିସାନ ଓ ଜୟଶ୍ରୀ ଙ୍କୁ ଆପଣ ଦେଖିବେ ସେମାନେ ସେଠାରେ ଲୁଙ୍ଗି ପିନ୍ଧି ଛନ୍ତି ଏବଂ ଲୁଙ୍ଗି ସହ ବହୁତ ମଜା ମସ୍ତି କରିଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଭିଡ଼ିଓ ଟି ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଆପଣ ମଧ୍ୟ ଶେଷ କିସାନ ଙ୍କ ର ଏହି ଭିଡ଼ିଓ ଟିକୁ ନିଶ୍ଚିତ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment