Inspirational stories – A.P.J ଅବଦୁଲ କାଲାମ କହି ଯାଇଥିବା ଏହି ୩ଟି କଥାକୁ ସବୁବେଳେ ମାନେ ରଖିବା ଉଚିତ, ନହେଲେ କେବେ Success ହୋଇପାରିବନି…

ବନ୍ଧୁଗଣ ଜୀବନକୁ ଏକ ଉଚିତ୍ ମାର୍ଗରେ ପରିଚାଳିତ କରିବା ପାଇଁ ଆମକୁ ଅନେକ କିଛି ଜ୍ଞାନ ଏବଂ ମହାନ୍ ଗୁଣକୁ ନିଜ ଭିତରେ ରଖିବା ଆବଶ୍ୟକ ଅଟେ।ଆଜି ଆମେ ଏକ ଏମିତି କାହାଣୀ, ଏମିତି ଏକ ପ୍ରସଙ୍ଗ ଆପଣଙ୍କୁ କହିବୁ ଯାହା ଶୁଣିବା ପରେ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିବ ଏବଂ ଏହା ଏକ ନୂତନ ଉନ୍ମାଦନା ସୃଷ୍ଟି କରିବ ମନ ଭିତରେ। ଆମ ଜୀବନରେ ଏହି ସଂଗ୍ରାମ ସବୁବେଳେ ଲାଗି ରହିଥାଏ ଯେ ଆମ ଜୀବନରେ ଲୁଚି ରହିଥିବା ଅପ୍ରିୟ ସତ୍ୟକୁ ସାମ୍ନାକୁ ଆଣିବା। ତେଣୁ ଏହି କାହାଣୀ ବହୁତ୍ ପ୍ରେରଣାଦାୟୀ ଅଟେ।

ଯେତେବେଳେ ଆପଣ ଦୁଃଖିତ ଥିବେ, ମନ ଖରାପ୍ ଥିବ,ସେହି ସମୟରେ ଏହି କାହାଣୀକୁ ଶୁଣିଲେ ଆପଣଙ୍କୁ ନିଶ୍ଚିତ ଖୁସି ଲାଗିବ। ତେବେ ଆଜି ଏହି ଭିଡିଓରେ ଆସନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ କଥା ବିଷୟରେ ଜାଣିବା ଯାହା ଜାଣିବା ଆମ ପାଇଁ ନିହାତି ଆବଶ୍ୟକ।ଆପଣଙ୍କୁ କିଛି କଥା ଜାଣିବାକୁ ପଡ଼ିଥାଏ ଜୀବନକୁ ସରସ ସୁନ୍ଦର ଭାବରେ ପରିଚାଳିତ କରିବା ପାଇଁ।ଏହି କାହାଣୀ ହେଉଛି ଜଣେ ବିଶିଷ୍ଟ ବ୍ୟକ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମ ଙ୍କର। ଯେଉଁ କାହାଣୀ କୁ ଶୁଣିଲେ ଆପଣଙ୍କ ଜୀବନରେ ପରିବର୍ତ୍ତନ ନିଶ୍ଚିତ ଆସିବ।

ଯଦି ଆପଣ ଏହି ପ୍ରେରଣାଦାୟୀ କଥାକୁ ଜାଣିବା ପରେ ଏହାକୁ ହୃଦବୋଧ ନ କରନ୍ତି କିମ୍ୱା ନିଜ ଜୀବନରେ ଏହାକୁ ପ୍ରୟୋଗ ନ କରନ୍ତି ତେବେ ଏହାର ମୂଲ୍ୟ କିଛି ରହିବ ନାହିଁ। କାରଣ ଏହା ସତ ଯେ, କୌଣସି କର୍ମ କିମ୍ୱା ପ୍ରଚେଷ୍ଟା ନକରି ଯେତେବି ନିଷ୍ପତ୍ତି ନେଲେ ତାର ଫଳ ଶୂନ ହୋଇଥାଏ। ଜୀବନରେ ଉନ୍ନତି କରିବାକୁ ଚାହୁଁଥିଲେ ଆପଣଙ୍କୁ ଅନେକ କିଛି ଗୁଣର ଅଧିକାରୀ ହେବାକୁ ପଡ଼ିବ। ନିଜକୁ ଏକ ଉପଯୁକ୍ତ ପ୍ରକ୍ରିୟା ଭିତରେ ନେବାକୁ ପଡିବ ଏବଂ ଜୀବନର ଗୁଢ଼ ରହସ୍ୟକୁ ଅନୁଧ୍ୟାନ କରି ଏଥିପାଇଁ ଉଚିତ୍ କର୍ମ ମଧ୍ୟ କରିବାକୁ ପଡ଼ିବ।

ସେଥିପାଇଁ ସମସ୍ତଙ୍କ ପ୍ରିୟ ଅବଦୁଲ କଲାମ ଅନେକ କିଛି ଶିକ୍ଷଣୀୟ ଏବଂ ଉପଯୋଗୀ କଥାସବୁ କହି ଯାଇଛନ୍ତି। ଯାହାକୁ ଅନୁସରଣ କଲେ ଆପଣ ଏକ ଉତ୍ତମ ଏବଂ ସଫଳ ବ୍ୟକ୍ତି ହୋଇ ପାରିବେ। ତେଣୁ ଆପଣ ଏହି ଭିଡିଓ ରେ କୁହା ଯାଇଥିବା ତିନିଟି ସୁନ୍ଦର୍ କାହାଣୀକୁ ଥରେ ମନଦେଇ ଶୁଣନ୍ତୁ। ଯାହାକୁ ଶୁଣିବା ପରେ ଆପଣଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିବ ଏବଂ ଆପଣ ଜୀବନର ବାସ୍ତବ ରୂପରେଖ କୁ ବୁଝିବାକୁ ସକ୍ଷମ ହେବେ।ଏହି ତିନିଟି କାହାଣୀ ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେବ ଯଦି ଆପଣ ଏହାକୁ ହୃଦୟଙ୍ଗମ କରି ଅନୁସରଣ କରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment