Swastik Tv News Odisha

Interesting Gk Questions – ମୁଁ ଗୋଟେ ଝିଅକୁ ପଚାରିଲି ତୁମର ନାମ କଣ ? ସେ କହିଲା 1717 ତାହାର ନାମ କଣ ଥିଲା…ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ

0

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ପରୀକ୍ଷା ଇଣ୍ଟରଭୁ ପରୀକ୍ଷା ରେ ପଚାରା ଯାଇଥିବା କେତୋଟି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ଆଜିକାଲିର ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଚତୁର ପ୍ରଶ୍ନ;

ପ୍ରଶ୍ନ-୧- କେଉଁ ପ୍ରାଣୀର ରକ୍ତର ରଙ୍ଗ ନୀଳ ହୋଇ ଥାଏ ?

ଉତ୍ତର- ଅକ୍ଟୋପସ

ପ୍ରଶ୍ନ-୨- କେଉଁ ପ୍ରାଣୀ ଉଭୟ ଅଣ୍ଡା ଏବଂ କ୍ଷୀର ଦେଇ ଥାଏ ?

ଉତ୍ତର- ପ୍ଲାଟିପସ

ପ୍ରଶ୍ନ-୩- ହଲି ଥାଏ କିନ୍ତୁ ଗଛ ନୁହେ। ଚାଲି ଥାଏ କିନ୍ତୁ ଗାଡି ନୁହଁ।ଟିକି ଟିକି କରିଥାଏ କିନ୍ତୁ ଘଡି ନୁହଁ। ଟେବେ ତାହା କଣ ?

ଉତ୍ତର- ଟାଇପ ମେସିନ

ପ୍ରଶ୍ନ-୪- ଜନ୍ମ ମୋର ସମୁଦ୍ର ଜଳେ ରହି ଥାଏ ମୁ ରୋଷେଇ ଶାଳେ ?

ଉତ୍ତର- ଲୁଣ

ପ୍ରଶ୍ନ-୫- ଜଣେ ଭାଇ ତା ଭଉଣୀକୁ ଗୋଟିଏ ଫଳ ଦେଲା ଆଉ କହିଲା ଭୋକ ହେଲେ ଖାଇବୁ, ଶୋଷ ହେଲେ ପିଇବୁ , ଶୀତ ହେଲେ ଜାଳିବୁ ?

ଉତ୍ତର- ନଡ଼ିଆ

ପ୍ରଶ୍ନ-୬- କଞ୍ଚା ବେଳେ ଲଟପତ ,ପାଚିଗଲେ ଏହା ଟାଣ ହୋଇ ଯାଇଥାଏ ଏହା କଣ ?

ଉତ୍ତର- ମାଟି ହାଣ୍ଡି

ପ୍ରଶ୍ନ-୭- କଳା ଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର ତାହା କଣ ?

ଉତ୍ତର- ଉକୁଣୀ

ପ୍ରଶ୍ନ-୮- କହିଲ ଦେଖି କେଉଁ ଫଳର ଆଖି ତିନୋଟି ?

ଉତ୍ତର- ନଡ଼ିଆ

ପ୍ରଶ୍ନ- ୯- କାଟିଲେ ରକ୍ତ ନାହିଁ, କୁଟିଲେ ହାଡ଼ ବି ନାହିଁ କି ଜୀବ ସେ କହିଲା ଭାଇ ?

ଉତ୍ତର- ଚିଙ୍ଗୁଡ଼ି

ପ୍ରଶ୍ନ- ୧୦- କାଠର ବାଛୁରୀ ପଥର ଗାଈ ଯେତେ ଦୁଂହୁ ଥାଏ ସେ ପଂହାଇ ଥାଏ ତାହା କଣ ?

ଉତ୍ତର-ଚନ୍ଦନ କାଠ ପେଡି

ପ୍ରଶ୍ନ – ୧୧- ଗରମ ପାଇଲେ ଉପରେ ଉଡେ ଶୀତଳ ପାଇଲେ ତଳକୁ ଖସି ଥାଏ ?

ଉତ୍ତର- ବାଷ୍ପ

ପ୍ରଶ୍ନ-୧୨- ଗଛ ଲଗେଇଲି ଫଳିବା ପାଇଁ ଫଳ ଧରିଲା
ହେଲେ ଝଡିଲା ନାହିଁ ?

ଉତ୍ତର- ଭେଣ୍ଡି

ପ୍ରଶ୍ନ-୧୩- କଞ୍ଚା ହଳଦିଆ,ପାଚିଲେ କଳା, ନ କହି ପାରିଲେ ରାଜ୍ୟରୁ ପଳା ?

ଉତ୍ତର- ଖଜୁରୀ କୋଳି

ପ୍ରଶ୍ନ-୧୪-ମୁଁ ଗୋଟେ ଝିଅକୁ ପଚାରିଲି ତୁମର ନାମ କଣ ? ସେ କଣ ଥିଲା…ଉତ୍ତର କହିଲା 1717 ତାହାର ନାମ କଣ ?

ଉତ୍ତର-ତାହାୟ ନାମ ଇଂରାଜୀ ଅକ୍ଷର ରେ LILI ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.