Intresting GK Question – ଏମିତି କେଉଁ ପଶୁ ଅଛି ଯିଏ ପାଣି ପିଇବା ମାତ୍ରେ ମରିଯାଏ ? କଣ ଆପଣ ଜାଣିଛନ୍ତି କି ?

ଦର୍ଶକ ବନ୍ଧୁ ଯେମିତିକି ଆପଣ ମାନେ ଜାଣିଥିବେ କି ସାଧାରଣ ଜ୍ଞାନ ସମସ୍ତଙ୍କ ପାଇଁ ଆବଶ୍ୟକ ହୋଇଥାଏ |ତେବେ ଏହାର କାରଣ ହେଉଛି ଆଜିର ଛାତ୍ରଛାତ୍ରୀ ହେଉ ବା ଯୁବ ପିଢ଼ି ସେମାନଙ୍କ ଠାରେ କେବଳ ପୁସ୍ତକଗତ ଜ୍ଞାନ ରହିଛି ଯାହା ଆଜିର ସମୟରେ ଗୁରୁତ୍ୱ ଥିଲେ ବି ତାହା କୌଣସି ଚାକିରୀ କ୍ଷେତ୍ର ରେ କାମ ଦେଉନାହିଁ | ତାହାଲେ କେବଳ ପୁସ୍ତକ ଗତ ଜ୍ଞାନ ରହିଲେ ଆଜିର ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ସିନା ଭଲ ନମ୍ବର ରଖିବେ ହେଲେ ପ୍ରକୃତ ପରୀକ୍ଷା ରେ ସେମାନେ କିଛି କରିପାରିବେ ନାହିଁ | ସେଥିପାଇଁ ଆଜିର ଯୁବ ପିଢ଼ି ମାନଙ୍କ ପାଖରେ ପୁସ୍ତକଗତ ରହିଛି ହେଲେ କୌଣସି ଚାକିରୀ କ୍ଷେତ୍ରରେ ହେଉଥିବା ଇଣ୍ଟର୍ଭିୟୁରେ ସେମାନେ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଯାହା ଦ୍ୱାରା ସେମାନେ ବିଫଳ ହେଉଛନ୍ତି |

ତେବେ ଏହି ବିଫଳ ହେବାର ଏକ ମାତ୍ର କାରଣ ହେଉଛି ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି | ତେଣୁ ଆଜିକାଲିର ଦୁନିଆରେ ନିଜକୁ ପ୍ରମାଣ କରିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ମଧ୍ୟ ଆବଶ୍ୟକ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ସବୁ ସାଧାରଣ ଜ୍ଞାନ ବା ଜି. କେ. ର ପ୍ରଶ୍ନ ଉତ୍ତର ବିଷୟରେ ଆଲୋଚନା କରିବା |

ପ୍ରଶ୍ନ-1:- ଭାରତର କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ଚନ୍ଦନ ଗଛ ଅଛି?
ଉତ୍ତର : କର୍ଣ୍ଣାଟକ

ପ୍ରଶ୍ନ -2:- କେଉଁ ସାପ ଘୋନ୍ସଲା ତିଆରି କରେ ?
ଉତ୍ତର: କିଙ୍ଗକୋବ୍ରା |

ପ୍ରଶ୍ନ -3ବିଶ୍ୱର ସବୁଠାରୁ ଉଚ୍ଚ ରାଜଧାନୀ କୋଉଁଠି ଅଛି :-
ଉତ୍ତର :- ଲାପଜ

ପ୍ରଶ୍ନ-4:- ବିଶ୍ୱର ସବୁଠାରୁ ବଡ କାନ୍ଥ କେଉଁଠାରେ ଅଛି ?
ଉତ୍ତର: ଚାଇନା |

ପ୍ରଶ୍ନ -5:- ବିଶ୍ୱର ସବୁଠାରୁ ବଡ ସିନେମା ଘର କେଉଁଠାରେ ଅଛି ?
ଉତ୍ତର: ନିୟ୍ୟର୍କ |

ପ୍ରଶ୍ନ -6:- କେଉଁ ଗ୍ରହରେ ସବୁଠାରୁ ଅଧିକ ଉପଗ୍ରହ ଅଛି ?
ଉତ୍ତର: ଶନି ଗ୍ରହ |

ପ୍ରଶ୍ନ-7:- ପୃଥିବୀ କେଉଁ ସମୟରେ ସୂର୍ଯ୍ୟଙ୍କ ନିକଟତୋର ହେଇଥାଏ ?
ଉତ୍ତର: ଜୁଲାଇ 4 |

ପ୍ରଶ୍ନ -8:- ଗୁଗୁଲ ର ମୂଖ୍ୟ ସ୍ଥାନ କେଉଁଠାରେ ଅଛି ?
ଉତ୍ତର: ଆମେରିକା |

ପ୍ରଶ୍ନ -9:- ଗିରି ରାଷ୍ଟ୍ରୀୟ ଉଦ୍ୟାନ କେଉଁଠାରେ ଅଛି ?
ଉତ୍ତର: ଗୁଜୁରାଟ |

ପ୍ରଶ୍ନ-10: – ସାପଙ୍କ ଦେଶ କାହାକୁ କୁହାଯାଏ ?
ଉତ୍ତର: ବ୍ରାଜିଲ |

ପ୍ରଶ୍ନ -11:- ଭାରତର ସବୁଠାରୁ ଶୁଖିଲା ସ୍ଥାନ ବା ମରୁଭୂମି କାହାକୁ କୁହାଯାଏ?
ଉତ୍ତର :- ରାଜସ୍ଥାନ |

ପ୍ରଶ୍ନ-12 :- କେଉଁ ବେଦରେ ଗାୟତ୍ରୀ ମନ୍ତ୍ର ଉଲ୍ଲେଖ ରହିଛି?
ଉତ୍ତର : ୠକବେଦ |

ପ୍ରଶ୍ନ -13ଦୁନିଆରେ ସବୁଠାରୁ ପୁରୁଣା ପତାକା କେଉଁ ଦେଶ ଦେଶରେ ଅଟେ?
ଉତ୍ତର :- ଡେନମାର୍କ |

ପ୍ରଶ୍ନ -14:- ଏମିତି କେଉଁ ପଶୁ ଅଛି ଯିଏ ପାଣି ପିଇବା ମାତ୍ରେ ମରିଯାଏ?
ଉତ୍ତର :- କଙ୍ଗାରୁ |

ପ୍ରଶ୍ନ -15:-ଶ୍ରୀଲଙ୍କା ର ପୁରୁଣା ନା କଣ ଅଟେ?
ଉତ୍ତର :- ସିଲନ |

ତେବେ ଏହା ଥିଲା ଆମର ସାଧାରଣ ଜ୍ଞାନ କୁ ବଢାଇବା ଭଳି କେତେକ ପ୍ରଶ୍ନ ଯାହା ଆମର ବିକାଶ ରେ ସାହାଯ୍ୟ କରିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment