ପିରିୟଡ୍‌ସରେ ( Irregular Periods ) ସମସ୍ୟା ହେଉଛି କି ? | Dr. Harshita

ସାଧାରଣତଃ ଆପଣ ମାନେ ଜାଣିଥିବେ କି ପିରିୟଡ଼ସ ହେଉଛି ଝିଅ ମାନଙ୍କର ଗୋଟିଏ ରେଗୁଲାର ସାଇକିଲ ଯାହା ପ୍ରତି ମାସ କୁ ଆସିଥାଏ | ଆଉ ଯଦି ଏହି ସବୁ ସାଇକଲ ପ୍ରଶେଷ ରେ କିଛି ବି ବ୍ୟତିକ୍ରମ ଦେଖା ଯାଇଥାଏ ତାହେଲେ ମଧ୍ୟ ଆମେ ଜାଣିଥାଉ କି ଆପଣ ମାନଙ୍କର ପିରିୟଡ଼ସ ଜନିତ କିଛି ସମସ୍ୟା ରହିଛି ବୋଲି | ଆଉ ଯେଉଁଥିପାଇଁ ଆମେ ମାନେ ଡାକ୍ତର ଙ୍କ ପାଖକୁ ଯାଇଥାଉ ଆଉ ସେଥିପାଇଁ ଚିକିତ୍ସିତ ମଧ୍ୟ ହୋଇଥାଉ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଏହି ପିରିୟଡ଼ସ ଜନିତ ସମସ୍ୟା କାହିଁକି ହୋଇଥାଏ, ଏହିଭଳି ଅସୁବିଧା ର କାରଣ କଣ ସେ ବିଷୟରେ ସମସ୍ତ କଥା ଜାଣିବା |

ପିରିୟଡ଼ସ ଜନିତ ଅନିୟମିତତା କାହିଁକି ହୋଇଥାଏ :-

ତେବେ ଯାହା କୁହାଯାଉଛି କି ଆପଣ ଙ୍କର ଯଦି ପ୍ରତି ମାସରେ ପିରିୟଡ଼ସ ହୋଉ ନ ଥାଏ, ଆଉ ଦୁଇ ମାସ କୁ ଓ ତିନି ମାସରେ ହୋଇଥାଏ ତାହେଲେ ଆମେ ଜାଣିବା କି ସେମାନଙ୍କର ପିରିୟଡ଼ସ ଜନିତ କିଛି ସମସ୍ୟା ହୋଇଛି ବୋଲି | ତେବେ ପିରିୟଡ଼ସ ର ଅନିୟମିତତା ସାଧାରଣତଃ 14-15 ବର୍ଷ ବୟସର ଝିଅ ମାନଙ୍କ ପାଖରେ ଅଧିକ ଦେଖା ଯାଇଥାଏ | କାରଣ ସେହି ସମୟରେ ସେମାନଙ୍କର ଏଗ ର ଫୋରମେଶନ ଠିକ ଭାବରେ ହୋଇ ନ ଥାଏ |ଏହା ଛଡା କୁହାଯାଉଛି କି 18 ବର୍ଷ ବୟସରେ ମଧ୍ୟ ଏହି ଭଳି ସମସ୍ୟା ଆସିଥାଏ | ଆଉ ସେହି ସମୟରେ ଡାକ୍ତର ମଧ୍ୟ ଥାଇରଏଡ଼ ଟେଷ୍ଟ କରିବା ସହିତ ବିଭିନ୍ନ ପ୍ରକାରର ଲକ୍ଷଣ ତଥା ଓଜନ ବଢିବା ଭଳି ଲକ୍ଷଣ କୁ ଦେଖିକି ଚିକିତ୍ସା କରିଥାନ୍ତି | ତେବେ କୁହାଯାଉଛି କି ଏଗ କମ ଫୋରମେଶନ ଓ ଏଗ ର ବେଶୀ ଫୋରମେଶନ ମଧ୍ୟ ପିରିୟଡ଼ସ ର ଅନିୟମିତତା ର କାରଣ ହୋଇଥାଏ ବୋଲି କୁହାଯାଉଛି |ଆଉ ଏହି ଭଳି ସମସ୍ୟା ରୁ ମୁକ୍ତି ପାଇଁ ମେଡ଼ିସିନ ମଧ୍ୟ ରହିଛି ବୋଲି କୁହାଯାଉଛି |

ପିରିୟଡ଼ସ ର ଅସୁବିଧା ହେଉଛି କି :-

କୁହାଯାଉଛି କି ପିରିୟଡ଼ ର ଅନିୟମିତତା ର କାରଣ ଗୋଟିଏ ଥାଇରଏଡ଼ ଜନିତ ସମସ୍ୟା ପାଇଁ ହୋଇଥାଏ ଆଉ ଅନ୍ୟ ଗୋଟେ ହେଉଛି ପୋଲି ସିଷ୍ଟଲିକ ଅଭାରି ପାଇଁ | ତେବେ ଏହି ଭଳି ସମସ୍ୟା ଥିଲେ ଡାକ୍ତର ଙ୍କ ପରାମର୍ଶ ନେଇକି ଟ୍ରିଟମେଣ୍ଟ ହେଲେ ସମସ୍ୟା ରୁ ମୁକ୍ତି ପାଇପାରିବା |ଏହା ଛଡା ଯଦି ଆପଣ ଙ୍କର ଏଗ କମ ଫୋରମେଶନ ହେଉଛି ଆଉ ଆପଣ ମାନେ କନସିଭ କରିବାକୁ ଚାହୁଁଛନ୍ତି ଏଥିପାଇଁ ପ୍ରପୋର ଟ୍ରିଟମେଣ୍ଟ ପରେ ଏହି ଭଳି ସମସ୍ୟା କୁ ଦୁରେଇ ହେବ |ତାହା ବ୍ୟତୀତ ଏଡଭାନ୍ସ ଏଣ୍ଡୋସକପି ମାଧ୍ୟମରେ ମଧ୍ୟ ଏଥିରୁ ମୁକ୍ତି ପାଇଁ ପାରିବା |

ପିରିୟଡ଼ସ ବେଳେ ପେଟ ବଥା ହେଲେ କଣ କରିବେ :-

କୁହାଯାଉଛି କି ପ୍ରି ମେନଷ୍ଟରୁରାଲ ସାଇକଲ ଯୋଗୁଁ ମଧ୍ୟ ପେଟ ବଥା ଭଳି ସମସ୍ୟା ଦେଖା ଯାଏ ବୋଲି କୁହାଯାଉଛି | ଆଉ ଏଥିପାଇଁ ପ୍ରପୋର ଖାଇବେ ଓ ଶୋଇବା ପାଇଁ ମଧ୍ୟ କୁହାଯାଏ ପାଣି ପିଇବା ପାଇଁ ଏଡଭାଇସ କରାଯାଏ | ତେବେ ଏହା ବ୍ୟତୀତ ଡାକ୍ତର ଙ୍କ ପରାମର୍ଶ ନେବା ପାଇଁ ମଧ୍ୟ କୁହାଯାଏ |

ତେବେ ଏହା ଥିଲା ପିରିୟଡ଼ସ ଜନିତ ସମସ୍ୟା କାହିଁକି ହୋଇଥାଏ ଏହା ର କାରଣ ଓ ପିରିୟଡ଼ସ ବେଳେ ପେଟ ବଥା ହେବା ବିଷୟରେ ସମସ୍ତ କଥା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment