Swastik Tv News Odisha

ଯଦି ATM ଟଙ୍କା ଉଠାଇବା ସମୟରେ ଯଦି ବାହାରେ ଚିରା ଫଟା ନୋଟ, ତେବେ କ’ଣ କରିବେ ଆପଣ ? ପଢନ୍ତୁ ପୁରା ଖବର, ଜାଣନ୍ତୁ ନିଜର ଅଧିକାର….

0

ଧନ ଯାହା ସମସ୍ତଙ୍କ ପାଇଁ ନିହାତି ଭାବରେ ଆବଶ୍ୟକ ବଞ୍ଚିବ ପାଇଁ ଓ ଆଗକୁ ବଢିବା ପାଇଁ ଏବେ ଧନ ହିଁ ମୁଖ୍ୟ ଅଙ୍ଗ ଧାରଣ କରୁଛି । ଅର୍ଥ ଉପାର୍ଜନ କରିବା ବହୁତ୍ କଷ୍ଟ କର ଏମିତି ବହୁତ୍ ସମୟ ଥାଏ ଯେଉଁ ଥୀରେ ଆମେ ଯେତିକି ଭି ଅର୍ଥ ଉପାର୍ଜନ କରିଥାଉ ତାହା ବହୁତ୍ ଜଲ୍ଦୀ ଖର୍ଚ୍ଚ ହୋଇ ଯାଇ ଥାଏ । ହାତ ରେ ପଇସା ରହିବା ବହୁତ୍ କଷ୍ଟ କର ହୋଇ ଯାଇଥାଏ ।

ଆହୁରି କିଛି ସ୍ଥାନ ରେ ଅର୍ଥ ଉପାର୍ଜନ କରିବା ପାଇଁ ବହୁତ୍ ହିଁ ପରିଶ୍ରମ କରିବା ପାଇଁ ପଡ଼ିଥାଏ ହେଲେ ଅର୍ଥ ନିଜ ପାଖକୁ ଆସି ନଥାଏ । ସତ କହିବା ପାଇଁ ଗଲେ ଅର୍ଥ ଉପାର୍ଜନ କରିବା ଯେତିକି କଷ୍ଟ କର ହୋଇଥାଏ ତା ଠୁ ଭି ଅଧିକ କଷ୍ଟ କର ହୋଇଥାଏ ଅର୍ଥ କୁ ନିଜ ପାଖରେ ସମ୍ଭଳିକି ରଖିବା । ବହୁତ୍ ସମୟ ଏପରି ଥାଏ କି ରାଜା ଦିନେ ଗରିବ ହୋଇ ଯାଉଥିବା ବେଳେ ଭିକାରୀ ଭି ଦିନେ ରାଜା ହୋଇ ଯାଇ ଥାଏ ।
ଆମେ ଆମ ଠାରେ ଧନ ସଂପତ୍ତି କୁ ସୁରକ୍ଷା ଦେବ ପାଇଁ ଅଥବା ଅଧିକ ସମୟ ଟଙ୍କା ସୁନା ଗହଣା କୁ ସମ୍ଭାଳି ରଖିବା ପାଇଁ ବ୍ୟାଙ୍କ୍ ରେ ରଖିଥାଉ । ବ୍ୟାଙ୍କ୍ ରେ ଏହି ସବୁ ରଖିବା ପାଇଁ ବହୁତ୍ ପ୍ରକାର କାଗଜ ପତ୍ର କାର୍ଯ୍ୟ କରିବା ପାଇଁ ପଡ଼ିଥାଏ । କେବଳ ଯେ ବ୍ୟାଙ୍କ୍ ରେ ପଇସା ରଖା ଯାଏ ତାହା ନୁହଁ ଆମେ ସୁନା ,ଗହଣା , ପଟା ପାଉତି ଆଦି କୁ ବନ୍ଧକ ପକାଇ ଆବଶ୍ୟକ ସମୟରେ ଟଙ୍କା ଆଣିଥାଉ ।

ସରକାର ଆମର ସୁବିଧା ପାଇଁ ବିଭିନ୍ନ ପ୍ରକାର ନିୟମ ଅଥବା ସହାୟତା କାର୍ଯ୍ୟ ମାନ କରୁଛନ୍ତି ଆମେ ସମସ୍ତେ କିପରି ଭାବେ ଉଚିତ୍ ସମୟରେ ଓ କାର୍ଯ୍ୟ ସମୟରେ ଖୁବ୍ ଆବଶ୍ୟକତା ସମୟରେ ବ୍ୟାଙ୍କ୍ କୁ ଯାଇ କାଗଜ ପତ୍ର କାର୍ଯ୍ୟ କରି ଟଙ୍କା ଉଠାଇବା ଖୁବ୍ କଷ୍ଟ ଦାୟକ ହୋଇ ଗଲାଣି ତେଣୁ ସରକାର ଆମ ମାନଙ୍କ ସୁବିଧା ପାଇଁ ଏ.ଟି.ଏମ ସୁବିଧା କରିଛନ୍ତି ।
ହେଲେ ବେଳେ ବେଳେ ଏମିତି କିଛି ସମୟ ଆସିଥାଏ ଯେଉଁଥିରେ ଏ.ଟି.ଏମ ରୁ ଟଙ୍କା ଉଠାଇ ଉଠାଇ କିଛି ବେଳେ ବେଳେ କିଛି ସମସ୍ୟା ଦେଖା ଦେଇଥାଏ । କେଉଁ ସମୟରେ ପଇସା ଉଠାଇ ଉଠାଇ ଏହି ଯାଏ ତ ପୁଣି କେତେବେଳେ ଛିଣ୍ଡା ନୋଟ୍ ବାହାରିଥାଏ । ତେବେ ଆପଣ ଆମେ ଏକ ବିଶେଷ ଘଟଣା ବିଷୟରେ ଜାଣିଛନ୍ତି ଆପଣ ଯଦି ଏ.ଟି.ଏମ ରୁ ଛିଣ୍ଡା ନୋଟ୍ ପାଉଛନ୍ତି ତେବେ ତୁରନ୍ତ ସେହି ଏ.ଟି.ଏମ ର ବ୍ୟାଙ୍କ୍ କୁ ଯାଇ କିଛି ନୋଟିସ ଦେଇ ଦିଅନ୍ତୁ ଯଦି ଆପଣଙ୍କ ପାଖରେ ସେହି ସ୍ଲିପ ଟା ରହିଛି।
ତେବେ ତାହାକୁ କୁ ଭି ଦେଖେଇ ପାରିବେ ନ ହେଲେ ମୋବାଇଲ ମେସେଜ ଭି । ଯଦି ବ୍ୟାଙ୍କ୍ ତରଫ ରୁ ଆପଣଙ୍କୁ ବହୁତ୍ ସମୟ ଅପେକ୍ଷା କରିବା ପାଇଁ କହୁଛନ୍ତି କିମ୍ବା ନୋଟ୍ ଚେଞ୍ଜ କରୁ ନାହାନ୍ତି ତେବେ ଆପଣ ପୋଲିସ ଙ୍କ ଠାରେ କଂପ୍ଲେନ୍ ଦେଇ ପାରିବେ ସେହି ବ୍ୟାଙ୍କ୍ ନାମ ରେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.