Femily Tips – ଯଦି ପେରିଅଡ ସମୟରେ ଏସବୁ ଭୁଲ୍ କେବେ ମାଆ ବନିବାକୁ ଦେବ ନାହିଁ, ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ

ମହିଳା ମାନଙ୍କର ପ୍ରତ୍ୟେକ ମାସରେ ପିରିୟଡ଼ ଆସିଥାଏ,ଆଉ ପ୍ରେଗନେନ୍ସି ପାଇଁ ବି ପିରିୟଡ଼ ଠିକରେ ହେବା ଦରକାର ।ତେବେ ବହୁତ ସମୟରେ ମହିଳା ମାନେ ପିରିୟଡ଼ ସମୟରେ ଅନେକ କିଛି ଭୁଲ କାମ କରିଥାନ୍ତି, ଯେଉଁ କାରଣ ପାଇଁ ପ୍ରେଗନେନ୍ସି କନସିଭ କରିବାରେ ଅସୁବିଧା ହୁଏ ।ତେବେ ଭୁଲ ଗୁଡିକ ବିଷୟରେ ବହୁତ କମ ମହିଳା ଅବଗତ ଥାଆନ୍ତି, ଆଉ ଅଧିକ ମହିଳା ସେହି ଭୁଲ କୁ ବାରମ୍ବାର ଦୋହରେଇ ଥାଆନ୍ତି ।ତେଣୁ ଆଜି ଆମେ ଆପଣଂକୁ କିଛି ମୁଖ୍ୟ ଭୁଲ ଗୁଡିକ ବିଷୟରେ ବତାଇବୁ ଯାହା ପ୍ରାୟ ମହିଳା କରିଥାନ୍ତି ।ତେବେ ଆସନ୍ତୁ ସେହି ଭୁଲ ଗୁଡିକ ବିଷୟରେ ଆଲୋଚନା କରିବା ।

-ତେବେ ବହୁତ ସମୟରେ ଆପଣ ଦେଖିଥିବେ ବା ନିଜେ ଅଙ୍ଗେ ଲିଭେଇ ଥିବେ କି ପିରିୟଡ଼ ହେବା ପରେ ଘରେ ଗାଧେଇ ଆସିବା ପାଇଁ କୁହାଯାଏ ।ଆଃ ଆପଣ ଲକ୍ଷ କରିଥିବେ ଗାଧେଇ ଆସିବା ପରେ ଆପଣଙ୍କ ର ପିରିୟଡ଼ ବ୍ଲିଡୀଂ ବନ୍ଦ ହେଇଯାଏ ଆଉ ତାହା ପ୍ରାୟ ପୁଣି 3 ରୁ 4 ଘଣ୍ଟା ପରେ ଆରମ୍ଭ ହେଇଥାଏ ।ତେବେ ଏମିତି ହେବାର କାରଣ ହେଉଛି କି ଅଣ୍ଡା ହିଟ ହେଲା ପରେ ଯାଇ ଫୋରଟିଲାଇଜ ହେଇଥାଏ ।ଆଉ ପିରିୟଡ଼ ପରେ ଗାଧେଇ ଆସିଲେ ସେହି ଅଣ୍ଡା ଗରମ ହେବାକୁ ସମୟ ଲାଗିଥାଏ ।ତେଣୁ ଆପଣ ପିରିୟଡ଼ ପରେ ନଗାଧେଇ ବରଂ ଉଷୁମ ପାଣିରେ ଦେହ ପୋଛି ପାରିବେ ।

-ତେବେ ଯେଉଁମାନେ ପ୍ରେଗନେନ୍ସି ପାଇଁ ଚେଷ୍ଟା କରୁଛନ୍ତି ସେମାନେ ପିରିୟଡ଼ ସମୟରେ କଫି କିମ୍ବା ଚାହା ପିଅନ୍ତୁ ନାହିଁ ।ଏହି ଜାଗାରେ ଆପଣ ଗରମ କ୍ଷୀର ପିଇ ପାରିବେ କିନ୍ତୁ କଫି ଓ ଚାହା ପିଇଲେ ପ୍ରେଗନେଣ୍ଟ ହେବା କଷ୍ଟ ହେଇଥାଏ ।

-ସବୁଠାରୁ ବଡ଼ କଥା ବହୁତ ସମୟରେ ମହିଳା ମାନେ ନିଜର ପ୍ରାଇଭେଟ ପାର୍ଟ କୁ ସାବୁଲ ଦେଇ ସଫା କରିଥାନ୍ତି ।ତେବେ ଏମିତି କରିବେ ନାହିଁ ଏମିତି କଲେ ଆପଣଙ୍କ ପ୍ରାଇଭେଟ ପାର୍ଟ ରେ ଥିବା ଭଲ ଜୀବାଣୁ ନଷ୍ଟ ହେଇଯାଏ ।

-ପିରିୟଡ଼ ସମୟରେ ଗୋଟିଏ ପେଡ କୁ 8 ରୁ 10 ଯାଏ ବ୍ୟବହାର କରନ୍ତୁ ନାହିଁ, ଆପଣ ଗୋଟିଏ ପେଡ 3 ରୁ 4 ଘଂଟା ଯାଏ ବ୍ୟବହାର କରିବେ ।ଲମ୍ବା ସମୟ ଧରି ପେଡ ବ୍ୟବହାର କଲେ ପେଡ ରେ ଥିବା ବ୍ଲଡ଼ ରୁ ଖରାପ ବ୍ୟାକ୍ଟେରିଆ ତିଆରି ହେଇଯାଏ ।

-ପିରିୟଡ଼ ସମୟରେ ବହୁତ ମୁଡ ସୁଇଁ ହେଇଥାଏ ତେଣୁ ଖୁବ ଲୁଣି ଆଉ ଚଟପଟା ଖାଇବାକୁ ଇଛା ହୁଏ ।ତେବେ ଆପଣଙ୍କ ଭଲ ଅଣ୍ଡା ତିଆରି ହେଲେ ଯାଇ ଭଲ ଓ କ୍ୱାଲିଟି ଅଣ୍ଡା ରିଲିଜ ହେଇଥାଏ ।ହେଲେ ଆପଣ ପ୍ରେଗନେନ୍ସି ଚେଷ୍ଟା କରୁଥିବା ବେଳେ ଲୁଣି ଖାଦ୍ୟ ଖାଇବା ଉଚିତ ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment