ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ |ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ ଓ ଖୁସି ମଧ୍ୟ | ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ବନ୍ଧୁ ଗଣ ସେହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ଅଧିକ ଆଲୋଚନା କରିବା |
ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାହା ଏକ ଯାତ୍ରାର ଭିଡ଼ିଓ ଯାହା କିଛି ସମୟରେ ହେବ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ବହୁତ ସଂଖ୍ୟକ ଲୋକ ଦେଖିବା ସହିତ ପସନ୍ଦ ମଧ୍ୟ କରିଛନ୍ତି | ତେବେ ଏହି ଯାତ୍ରା ଭିଡ଼ିଓ ଟି ପୂର୍ବରୁ ମଧ୍ୟ ଏହାର ଯାତ୍ରା ପାର୍ଟ ଓଡ଼ିଆ ଯାତ୍ରା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଓଡିଶା ର ଅଗଣତି ଦର୍ଶକଙ୍କ ମନ ରେ ନିଜର ଛାପ ଛାଡି ଯାଇଛନ୍ତି | ତେବେ ଓଡ଼ିଆ ଯାତ୍ରା ଜଗତରେ ଚହଳ ସୃଷ୍ଟି କରିଥିବା ଯାତ୍ରା ଇଷ୍ଟ୍ରୋନ ଅପେରା ଏକ କମେଡି ଏବେ ଦର୍ଶକଙ୍କ ମନକୁ ବେଶ ଛୁଇଁଛି ବୋଲି କୁହାଯାଇଛି |
ତେବେ ଯାତ୍ରା କମେଡି ଅଭିନୟ କରୁଥିବା ତିନି କଳାକାର ଦର୍ଶକ ମାନଙ୍କୁ ଯାତ୍ରା ମଞ୍ଚରେ ରହି ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଥିବା ଦେଖା ଯାଇଛି | ତେବେ ଯାତ୍ରା ର କମେଡି ର ବିଷୟ ଥିଲା ଯେତେ ପୁରେଇଲେ ବି ପଶୁନି ଏହାକୁ ତିନି ଜଣ ହାସ୍ୟ କଳାକାର ବହୁତ ସୁନ୍ଦର ଭାବରେ ଅଭିନୟ କରିବା ସହିତ ତାଙ୍କର ଏହି ଡବଲ ମିନିଙ୍ଗ ବାର୍ତାଳପ କୁ ଦର୍ଶକ ମାନେ ଉପଭୋଗ କରିବା ସହିତ ବହୁତ ପ୍ରଶଂସା ମଧ୍ୟ କରିଥିଲେ | ତେବେ ଏହି କମେଡି ରେ ବିଭିନ୍ନ ଓଡ଼ିଆ କଳାକାର ମାନଙ୍କ ନାମ ନେବା ସହିତ | ନିଜେ କଳାକାର ନପୁଂସକ ବେଶରେ ଓଡ଼ିଆ ଅଭିନେତା ଙ୍କ ଅଭିନେତ୍ରୀ ହେବେ ବୋଲି କହିଛନ୍ତି |
ଯାହା ପାଇଁ ସେ ଏକ ଦରଜୀ ଙ୍କ ପାଖରେ ଏକ ବ୍ଲାଉଜ ସିଲେଇ କରିବା ପାଇ ଦେଇଥିଲେ ଓ ତାହା ସଠିକ ସମୟରେ ନ ହେବା କାରଣ ରୁ ସେଠାରେ ଦରଜୀ ଅଭିନୟ କରୁଥିବା କଳାକାର କହୁଛନ୍ତି ଯେ ଯେତେ ପୁରେଇଲେ ବି ପଶୁନି | ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖାଯାଇଛି ଓ ଯାହା କୁ ଦେଖି ଦର୍ଶକ ମାନେ ମଜା ନେଇଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।