ବନ୍ଧୁଗଣ ଯାତ୍ରା ଓ ନାଟକ ଦେଖିବା ପାଇଁ ସମସ୍ତ ଙ୍କୁ ଭଲ ଲାଗେ। ଯେଉଁ ଭଳି ଭାବରେ ଆମେ ସିନେମା ଦେଖିବା କୁ ପସନ୍ଦ କରୁ ଯାତ୍ରା ଦେଖିବା କୁ ମଧ୍ୟ ଆମକୁ ସେତିକି ଭଲ ଲାଗେ। ଯାତ୍ରା ପ୍ରାୟ ଗାଁ ମାନଙ୍କ ରେ ହୋଇଥାଏ ଏବଂ ଏଥିରେ ଅଭିନୟ କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ପ୍ରତ୍ୟକ୍ଷ ଅଭିନୟ କରିଥାନ୍ତି। ଆଉ ତାଙ୍କର ଅଭିନୟ ବାସ୍ତବିକ ହୋଇଥାଏ ଯାହାକୁ ଦେଖିବା କୁ ଲୋକେ ବେଶ ପସନ୍ଦ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ଯାତ୍ରା ମାଧ୍ୟମ ରେ ଅନେକ ପ୍ରକାରର ସାମାଜିକ ଶିକ୍ଷା ମଧ୍ୟ ଆମ କୁ ମିଳିଥାଏ। ଏହା ସହ ଯାତ୍ରା କଳାକାର ମାନଙ୍କ ବିଷୟ ରେ ଜାଣିବାକୁ ମଧ୍ୟ ଭଲ ଲାଗେ।
ମାତ୍ର ଯାତ୍ରା କଳାକାର ମାନଙ୍କ ର ଅଭିନୟ ଏତେ ଜୀବନ୍ତ ଏବଂ ପ୍ରାକୃତିକ ହୋଇଥାଏ କି ଏହାକୁ ଦେଖିଲେ ଦର୍ଶକ ମାନେ ଭାବତ୍ମକ ହୋଇ ପଡ଼ନ୍ତି।ତେବେ କେବଳ ଯାତ୍ରା ର ସିନ ନୁହେଁ ବରଂ ଯାତ୍ରା ରେ ଥିବା ସୁନ୍ଦର ଗୀତ ଗୁଡିକ ମଧ୍ୟ ଖୁବ ଆକର୍ଷଣୀୟ ଏବଂ ମନ ଛୁଆଁ ହୋଇଥାଏ। ତେବେ ଯାତ୍ରା କାଳକାର ମାନେ ପ୍ରକୃତ କଳାକାର ହୋଇଥାନ୍ତି କାରଣ ସେମାନ ଙ୍କୁ ଲୋକଙ୍କୁ ପ୍ରତ୍ୟକ୍ଷ ଭାବରେ ଦେଖି ଅଭିନୟ କରିବାକୁ ପଡିଥାଏ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଯାତ୍ରା ର ସୁପରହିଟ ସଙ୍ଗ ର ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି।
ତେବେ ଭାଇରାଲ ହେଉଥିବା ଏହି ଯାତ୍ରା ର ରୋମାଣ୍ଟିକ ଗୀତ ଟିକୁ ଶୁଣିଲେ ଆପଣ ଖୁସି ହୋଇଯିବେ। ତେବେ ଗୀତ ଟି କିଛି ଏହିପରି ରହିଛି ବୋଲି କି, “ସିନ୍ଦୁର କରିଦେଲା ଆଜି ମୋତେ ତୋର” ।ତେବେ ଏହି ଗୀତ ଟି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କ ବିଷୟ ରେ ରଚିତ ରହିଛି ଯାହାକି ଖୁବ ସୁନ୍ଦର ରହିଛି। ତେବେ ଯାତ୍ରା ର ଏହି ଡ୍ୟାନ୍ସ ଭିଡ଼ିଓ ରେ ଡ୍ୟାନ୍ସ କରୁଥିବା ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଯାତ୍ରା ଦୁନିଆଁ ର ବହୁତ ଲୋକପ୍ରିୟ କାଳକାର ଅଟନ୍ତି ଯାହାଙ୍କ ର ଅଭିନୟ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥାଏ।
ତେବେ ସେହି ଅଭିନେତା ଓ ଅଭିନେତ୍ରୀ ଏହି ଗୀତ ଟିରେ ଡ୍ୟାନ୍ସ କରିଛନ୍ତି।ତେବେ ଡ୍ୟାନ୍ସ ଟି ଟିକେ ନଟଖଟ ,ଟିକେ ରୋମାନ୍ସ ଆଉ ଭୁ ପାଇବା କୁ ନେଇ ହୋଇଛି।ଆଉ ଦୁଇ କାଳକାର ବେଶ ସୁନ୍ଦର ଭାବରେ ଏଥିରେ ଡ୍ୟାନ୍ସ କରିଛନ୍ତି। ତେବେ ଯାତ୍ରା ର ଏହି ଡ୍ୟାନ୍ସ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ଙ୍କୁ ମଧ୍ୟ ଭଲ ଲାଗିବ। ତେବେ ଏହି ଭାଇରାଲ ଯାତ୍ରା ର ଡ୍ୟାନ୍ସ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଏବଂ ଆପଣ ନିଜ ନିଜର ମତାମତ ନିହାତି ଦିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।