ଯାତ୍ରା ଜଗତରେ ପ୍ରଥମଥର ସୁପରଷ୍ଟାର ସିଙ୍ଗର ନନ୍ଦିନୀ ( Nandini ) ଙ୍କ ସହ ମେଲୋଡି ଗୀତ ଗାଇଲେ ପିୟୁଷ ( Piyush ) ଭାଇ…

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ବେଶ ଖୁସି ହୋଇଯିବେ | ଯାହା କୁହାଯାଉଛି କି ଅନେକ ସମୟରେ ଆପଣ ମାନେ ଯାତ୍ରା କଳାକାର ମାନଙ୍କର ଯାତ୍ରା ର ଯାଦୁ ଦେଖିବାକୁ ପାଉଥିବେ ଆଉ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ମଧ୍ୟ ଆକୃଷ୍ଟ କରାଉଥିବାର ଦେଖୁଥିବେ | ତେବେ ବର୍ତ୍ତମାନ ଠିକ ସେହିଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି କିନ୍ତୁ ତାହା ଯାତ୍ରା ର ନୁହଁ ତାହା ହେଉଛି ଯାତ୍ରା କଳାକାର ପିୟୁଷ ଙ୍କର ଗୀତ ର କମାଲ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |

ଯାତ୍ରା ଜଗତରେ କାମ କରି ନିଜର ଅଭିନୟ ର ଝଲକ ରେ ପ୍ରତେକ ଦର୍ଶକ ଙ୍କୁ ହୃଦୟ କୁ କିଣି ପାରିଥିବା ଓ ସମସ୍ତ ଦର୍ଶକ ମାନ ଙ୍କର ହୃଦୟରେ ଜାଗା କରିଥିବା ସମସ୍ତଙ୍କର ପିୟ କଳାକାର ଘରେ ଘରେ ପିରିଚିତ ପିୟୁଷ ଙ୍କ ବିଷୟରେ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ | ଆଉ ଯାହା ଜଣା ପଡିଥିଲା କି ଯାତ୍ରା ର ମହା ମଞ୍ଚରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ହୃଦୟକୁ କିଣି ନେଇଥିବା ପିୟୁଷ ଙ୍କୁ ଦେଖିବାକୁ ମିଳିଛି ଏକ ମେଲୋଡି ପ୍ରଗ୍ରାମ ରେ | ଆଉ ଯେଉଁଠି ସୁନ୍ଦର ଭାବରେ ଗୀତ ର ଯାଦୁ ରେ ଦର୍ଶକ ମାନଙ୍କର ହୃଦୟକୁ କିଣି ନେଇଛନ୍ତି ସେହି ଯାତ୍ରା କଳାକାର ଜଣଙ୍କ |

ଆଉ ଏଠାରେ ଦେଖିବାକୁ ମିଳିଛି କି ଏକ ମେଲୋଡି ପ୍ରଗ୍ରାମ ବ୍ରହ୍ମପୁର ରେ ଅନୁଷ୍ଠିତ ହୋଇଛି | ଆଉ ସେଠାରେ ପିୟୁଷ ପ୍ରଥମେ ବ୍ରହ୍ମପୁରିଆ ବାସୀ ମାନଙ୍କର ଖାଇବା ଠାରୁ ଆରମ୍ଭ କରି ସବୁ ଜିନିଷ କୁ ଭଲ ବୋଲି କହିଥିଲେ, ଆଉ ତାହା ପରେ ଦର୍ଶକ ମାନଙ୍କୁ ତାଙ୍କର ଭଗବାନ ବୋଲି କହି ନିଜର ପ୍ରଗ୍ରାମ କୁ ଆରମ୍ଭ କରିବାକୁ ଲାଗିଥିଲେ | ଯାହା ଦେଖିବାକୁ ମିଳିଥିଲା କି ପିୟୁଷ ତାଙ୍କର ଜଣେ କ ସିଙ୍ଗର ଙ୍କ ସହିତ ଗୀତ ଗାଇବା ପାଇଁ ଲାଗିଥିଲେ |

ଆଉ ଯାହା ଦେଖିବାକୁ ମିଳିଛି କି ଯାତ୍ରା ଅଭିନେତା ପିୟୁଷ “ରାଜା ଝିଅ ସଙ୍ଗେ ହେଇଗଲା ଭାବ ” ଗୀତ ରେ ସୁନ୍ଦର ଭାବରେ ନିଜର ସଂଗୀତ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇବାକୁ ଲାଗିଥିଲେ ଆଉ ତାଙ୍କ ସହିତ ତାଳ ଦେବାରେ ଲାଗିଥିବେ ଜଣେ କସିଙ୍ଗର | ଆଉ ଦୁଇଜଣ ମେଲୋଡି ପାର୍ଟି ରେ ବେଶ ସୁନ୍ଦର ଭାବରେ ନିଜର ସ୍ୱର ର ଯାଦୁ ରେ ଦିୱାନୀ ବନେଇଥିଲେ ଦର୍ଶକ ମାନଙ୍କୁ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି|

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment