ଯାତ୍ରା କୋଣାର୍କ ଗଣନାଟ୍ୟ ରେ Ollywood ଆଇଟମ ଡ୍ୟାନ୍ସର ବିଦୁସ୍ମିତା ( Bidusmita ) କଲେ କମାଲ… ମାତ୍ର 4 ଘଣ୍ଟାରେ Million Plus ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ କିଛି ଏଭଳି ଘଟଣା ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି ଯାହାକୁ ଦେଖିଲେ ଆପଣ ମାନଙ୍କର ମନ ମଧ୍ୟ ଖୁସି ହୋଇଯିବ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଯାତ୍ରା ଜଗତରେ ନିଜର ଦମଦାର ଝଲକ ଦେଖାଇ ସମସ୍ତଙ୍କକର ମନରେ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଅଲିଉଡ ଜଗତରେ କାମ କରୁଥିବା ଜଣେ ବହୁତ ଭଲ ଅଭିନେତ୍ରୀ ସାଙ୍ଗକୁ ଅଲିଉଡ ର ଜଣେ ହଟ ଆଲବମ କୁଇନ ତଥା ଯାହା କୁ ଆମେ ସମସ୍ତେ ସେକ୍ସି ବିଲୀ ବୋଲି ଜାଣିଛୁ ସେ ହେଉଛନ୍ତି ସମସ୍ତଙ୍କର ଅତି ପ୍ରିୟ ବିଦୁସ୍ମିତା | ଆଉ ଯାତ୍ରା ଜଗତର ମହା ମଞ୍ଚରେ ନିଜର ଦମଦାର ଝଲକ ଦେଖାଇବାକୁ ଲାଗିଛନ୍ତି ସେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିଲେ କି ଅଲିଉଡ ଜଗତରେ ନିଜର ପ୍ରଭାବ ବିସ୍ତାର କରି ଜଣେ ବହୁତ ଭଲ ଡାନ୍ସର ସାଙ୍ଗକୁ ବହୁତ ଭଲ ଅଭିନେତ୍ରୀ ଭାବରେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ଘର ବନେଇ ପାରିଛନ୍ତି ହଟ ଆଲବମ କୁଇନ ବିଦୁସ୍ମିତା |ଆଉ ବର୍ତ୍ତମାନ ସେହି ସେକ୍ସି ବିଲୀ ର ଡାନ୍ସ ସହିତ ଷ୍ଟେଜ ରେ ଦେଖିବାକୁ ମିଳିଛି ତାଙ୍କର ଅଭିନୟ ର ଯାଦୁ | ଆଉ ଯାତ୍ରା ମଞ୍ଚରେ ନିଜର ଅଭିନୟବ ଡାନ୍ସ ରେ ସମସ୍ତଙ୍କର ମନକୁ ଛୁଇଁବା ସହିତ ସମସ୍ତଙ୍କର ମନକୁ କିଣି ନେଇଛନ୍ତି ବିଦୁସ୍ମିତା |

ତେବେ ଏଠାରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ବିଦୁସ୍ମିତା କୋଣାର୍କ ଗଣନାଟ୍ୟ ର ଷ୍ଟେଜ ଉପରକୁ ଯିବା ପୂର୍ବରୁ ଯାତ୍ରା ମଞ୍ଚରେ ଖୋଳନାୟକ ଭାବରେ ଅଭିନୟ କରିଥିବା ଦୌତାରି ପଣ୍ଡା ଙ୍କ ସହିତ ତାଙ୍କର କଥା ବାର୍ତ୍ତା ହେଉଥିବାର ଝଲକ ଦେଖିବାକୁ ମିଳିଥିଲା | ଆଉ ତାହା ପରେ ବିଦୁସ୍ମିତା ଷ୍ଟେଜ ଉପରେ ପ୍ରଥମେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରଥମେ ଦର୍ଶକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଅସଂଖ୍ୟ ଲୋକ ମାନଙ୍କ ସହିତ ମିଶିକି ବେଶ ଖୁସି ଥିବାର ମଧ୍ୟ ଦେଖିବାକୁ ମିଳିଛି |

ଆଉ ଷ୍ଟେଜ ଉପରେ ପ୍ରଥମେ ବିଦୁସ୍ମିତା ପ୍ରଥମେ ତାଙ୍କର ନୂଆବୋହୂ ସିରିଏଲ ର ଅଭିନୟ ର ଝଲକ କେତେକ ଦେଖାଇଥିଲେ | ଆଉ ତାହା ପରେ ସେ ତାଙ୍କର ଡାଇଲଗ ରେ ଦର୍ଶକ ମାନଙ୍କର ମନକୁ କିଣିବା ସହିତ ତାହା ପରେ ନିଜର ଡାନ୍ସ ର କମାଲ ରେ ସମସ୍ତ ଙ୍କର ମନକୁ କିଣି ନେଇଛନ୍ତି ଅଲିଉଡ ର ଏହି ହଟ ଡାନ୍ସ ର ଜଣଙ୍କ | ଆଉ ଉପସ୍ଥିତ ଦର୍ଶକ ମାନଙ୍କର ହୃଦୟକୁ ଛୁଇଁବା ସହିତ ଟୋକା ମାନଙ୍କର ମନକୁ ମଧ୍ୟ ଘାଇଲା କରାଉଛନ୍ତି | ଆଉ ଯାହା ବର୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment