ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆପଣ ମାନଙ୍କର ମନକୁ ବେଶ ଖୁସି କରେଇ ଦେଇଥାଏ ଆଉ ତାହା ସହିତ ସେହି ଭଳି ଭିଡ଼ିଓ କୁ ବାରମ୍ବାର ଦେଖିବା ପାଇଁ ମଧ୍ୟ ଆପଣ ମାନଙ୍କର ଇଛା ହୋଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଛି, ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଅଲିଉଡ ଅଭିନେତ୍ରୀ ନିକିତା ଯାତ୍ରା ମଞ୍ଚ ରେ ନିଜର ପ୍ରତିଭା ଦେଖାଇବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ସମସ୍ତେ ଅଲିଉଡ ର ଜଣା ଶୁଣା ଅଭିନେତ୍ରୀ ନିକିତା ଙ୍କ ବିଷୟରେ ତ ବେଶ ଭଲ ଭାବରେ ଜାଣିଥିବେ |, ଆଉ ଯେଉଁଠି କୁହାଯାଉଛି କି କୁନି କଳାକାର ଭାବରେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ପ୍ରଥମେ ତାଙ୍କର ଅଭିନୟ କେରିୟର ଆରମ୍ଭ କରିଥିଲେ ଆଉ ତାହା ପର ଠୁ ଅନେକ ଫ୍ଲିମ ରେ ତାଙ୍କର ଅଭିନୟ ର ଝଲକ ଦେଖାଇ ଲୋକ ମାନଙ୍କର ହୃଦୟକୁ କିଣି ନେଇଛନ୍ତି ନିକିତା | ତେବେ ଖାଲି ଫ୍ଲିମ ରେ ନୁହଁ ସିରିଏଲ ରେ ମଧ୍ୟ ନିକିତା ତାଙ୍କର ଅଭିନୟ ର କମାଲ ଦେଖାଇ ଦର୍ଶକ ମାନଙ୍କର ହୃଦୟରେ ଘର କରିଛନ୍ତି |
ଆଉ ଯେଉଁଠି କୁହାଯାଉଛି କି ଝିଲ୍ଲୀ ସିରିଏଲ ରେ ଅଭିନୟ କରି ଦର୍ଶକ ମାନଙ୍କର ମନ କୁ କିଣି ନେଇଛନ୍ତି ଝିଲ୍ଲୀ | ଆଉ ବର୍ତ୍ତମାନ ଯାହା କୁହାଯାଉଛି କି ସିରିଏଲ ରେ ଅଭିନୟ କରିଥିବା ଝିଲ୍ଲୀ ଅର୍ଥାତ ନିକିତା ବର୍ତ୍ତମାନ ନଜର ଆସିଛନ୍ତି ଯାତ୍ରା ମଞ୍ଚରେ |ତେବେ ଏହା ବ୍ୟତୀତ ଆହୁରି ମଧ୍ୟ କୁହାଯାଉଛି କି ଯାତ୍ରା ମଞ୍ଚରେ ଝିଲ୍ଲୀ ନିଜର ସିରିଏଲ ରେ କହୁଥିବା କିଛି ଡାଇଲଗ କୁ ମଧ୍ୟ କହିବା ପାଇଁ ଲାଗିଥିଲେ ଯାହାକୁ ଆପଣ ମାନେ ଶୁଣିଲେ ବେଶ ଖୁସି ହୋଇଯିବେ ବୋଲି ମଧ୍ୟ କୁହାଯାଉଛି |
ଏହା ସହିତ ଆହୁରି ମଧ୍ୟ କୁହାଯାଉଛି କି ଯାତ୍ରା ମଞ୍ଚରେ ଝିଲ୍ଲୀ ଙ୍କର ଏହି ଭଳି ଅଭିନୟ କୁ ଦେଖି ଲୋକ ମାନେ ତାଙ୍କର ବେଶ ଭଲ ପାଇବା ଦେବା ସହିତ ପ୍ରସଂଶା ମଧ୍ୟ କରିବା ପାଇଁ ଲାଗିଛନ୍ତି ବୋଲି କୁହାଯାଉଛି | ଆଉ ନିକିତା ମଧ୍ୟ ଦର୍ଶକ ମାନଙ୍କ ର ଭଲ ପାଇବା କୁ ପାଇଁକି ବେଶ ଖୁସି ହୋଇଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।