ଯାତ୍ରା ଷ୍ଟେଜ ରେ ଡ୍ୟାନ୍ସ & Dialogue ରେ କମାଲ କଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ ( Elina samantray )… ମାତ୍ର 4 ଘଣ୍ଟାରେ 60k ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଥିବା ନୂଆ ନୂଆ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହା ଆମ ମନକୁ ଖୁସି କରେଇ ଦେଇଥାଏ ବୋଲି କୁହାଯାଉଛି | ସାଧାରଣତଃ ଯେତେବେଳେ ଗୀତ ଆଉ ଡାନ୍ସ ର କଥା ଉଠେ ସେତେବେଳେ ସେହି ସବୁ ଭିଡ଼ିଓ କୁ ଦେଖିବା ପାଇଁକି ଅଧିକ ଆଗ୍ରହ ଲୋକ ମାନଙ୍କ ମନରେ ଭରି ଯାଇଥାଏ ବୋଲି କୁହାଯାଉଛି |ତେବେ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଦେଖିବାକୁ ମିଳିଛି କି ଯାତ୍ରା ର ମହା ମଞ୍ଚରେ ସୁନ୍ଦର ଭାବରେ ନିଜର ଡାନ୍ସ ସହିତ ଅଭିନୟ ର ଯାଦୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଅଲିଉଡ ର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ଅଲିଉଡ ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ଘର କରିଥିବା ଆମ ସମସ୍ତଙ୍କ ର ପ୍ରିୟ ର ଓଡ଼ିଆ କଳାକାର, ସୁନ୍ଦରୀ ଓ ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ | ତେବେ ଏଲିନା ଙ୍କର ଅଭିନୟ କୁ ଲୋକ ମାନେ ଯେତେ ପରିମାଣରେ ଭଲ ପାଇବା ଦେଇଥାନ୍ତି ସେହି ପରିମାଣରେ ଭଲ ପାଇବା ଦେଇଥାନ୍ତି ତାଙ୍କର ଡାନ୍ସ କୁ | ଆଉ ସମସ୍ତେ ବେଶ ଭଲ ପାଇବା ମଧ୍ୟ ଦେଇଥାନ୍ତି ଏଲିନା ଙ୍କୁ |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଠାରେ ସେହି ଭଳି ଏଲିନା ଙ୍କର ଅଭିନୟ ଓ ଡାନ୍ସ ର ଯାଦୁ ଦେଖିବାକୁ ମିଳିଛି | ତେବେ କୁହାଯାଉଛି କି ଧଉଳି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି ଏଲିନା ଙ୍କର ଜବରଦସ୍ତ ଡାନ୍ସ ସହିତ ତାଙ୍କର ଅଭିନୟ ର ଜଲୱା | ଆଉ ଯାହା କୁ ଦର୍ଶକ ମାନେ ଦେଖି ପୁରାପୁରି ମୋତୁଆଲା ହୋଇ ଯାଇଛନ୍ତି ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ପ୍ରଥମେ ଏଲିନା ଯାତ୍ରା ମଞ୍ଚ ଉପରେ ଡାନ୍ସ କରିବାକୁ ଲାଗିଥିଲେ, ଆଉ ତାହା ପରେ ନିଜର ଫ୍ଲିମ ର କିଛି ଡାଇଲଗ ମଧ୍ୟ କହିଥିଲେ |

ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଯାତ୍ରା ମଞ୍ଚରେ ଏଲିନା ସାମନ୍ତରାୟ ଙ୍କର ଏହି ଭଳି ଡାନ୍ସ ସହିତ ଡାଇଲଗ କୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି | ତାହା ସହିତ ଏଲିନା ଙ୍କ ସହିତ ଝୁମିବାକୁ ମଧ୍ୟ ଲାଗିଛନ୍ତି ଆଉ ଡାନ୍ସ ମଧ୍ୟ କରୁଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment