OMG ! ଯାତ୍ରା ଷ୍ଟେଜ ରେ କୁନି ରାଇମୋହନ କଲେ କମାଲ… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ ଓ ଆମ କୁ ଅନେକ କଥା ମନେ ପକାଇ ଦେଇଥାଏ | ଠିକ ସେହି ଭଳି ଏକ ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ଆଉ ତାହା ହେଉଛି ଯାତ୍ରା ର ମଞ୍ଚ ଉପରେ କୁନି ରାୟମୋହନ ର ଦମଦାର ପୋରଫୋମେନ୍ସ ଆଉ ଡାଇଲଗ ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଭଲ ଭାବରେ ଜାଣିଥିବେ କି ଓଡ଼ିଶାର ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ଆଉ ଖୋଳନାୟକ ର ଭୂମିକାରେ ଅଭିନୟ କରି ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଖରୁ ଭଲ ପାଇବା ସାଉଁଟି ଥିବା ସମସ୍ତଙ୍କର ପ୍ରିୟର କଳାକାର ରାଇମୋହନ ଆଉ ଏହି ଦୁନିଆରେ ନାହାନ୍ତି | ତେବେ ଯାତ୍ରା ମଞ୍ଚରେ ରାୟମୋହନ ଙ୍କ ଭଳି ଆଉ ଜଣେ କୁନି ରାୟମୋହନ ଙ୍କୁ ଦେଖିବାକୁ ମିଳିଛି ଆଉ ଯିଏ କି ରାଇ ଭାଇ ଙ୍କର ସେହି ପୁରୁଣା ଡାଇଲଗ ଓ ପୁରୁଣା କଥା କୁ ପୁଣି ଥରେ ମନେ ପକାଇ ଦେଇଛି ବୋଲି କୁହାଯାଇଛି |

ତେବେ ଯାତ୍ରା ର ମଞ୍ଚରେ ଆପଣ ମାନେ ଅନେକ ପ୍ରକାରର କଳାକାର ମାନଙ୍କୁ ଦେଖିବାକୁ ପାଉଥିବେ ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ କୁନି ରାୟମୋହନ ତାଙ୍କର ଅଭିନୟ ର ଯାଦୁ ଦେଖାଇଛନ୍ତି | ଆଉ ତାଙ୍କର ଗୋଟିଏ ଡାଇଲଗ କହିବାକୁ ଲାଗିଛନ୍ତି ତାହା ହେଉଛି ରାଇ ଭାଇ ର ନା ଶୁଣିଲେ ପେଟ ଭିତରୁ ବି ଛୁଆଁ ଡରିବାକୁ ଲାଗିଥାଏ, ମରିବୁ ଏହିଭଳି ଏକ ଡାଇଲଗ ପ୍ରଥମେ ରାୟମୋହନ ଙ୍କରସ୍ୱର ରେ କହିବାକୁ ଲାଗିଥିଲେ | ଆଉ ଯାହା କୁ ଯାତ୍ରା ମଞ୍ଚରେ ଶୁଣିବା ପରେ ଲୋକ ମାନଙ୍କର ଆଗ୍ରହ ଆହୁରି ବଢିବାକୁ ଲାଗିଥିବା ବୋଲି କୁହାଯାଉଛି |

ତାହା ସହିତ ଯାତ୍ରା ମଞ୍ଚରେ ଅଭିନୟ ସହିତ ସେ କହିବାକୁ ଲାଗିଥିଲେ କମେଡି ଭିଡ଼ିଓ ର ଡାଇଲଗ ଯାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇଥିଲା ବୋଲି ମଧ୍ୟ କୁହାଯାଉଛି | ତେବେ ଯାତ୍ରା ର ମହା ମଞ୍ଚରେ ଏହିଭଳି ପୋରଫୋମେନ୍ସ ର ଯାଦୁ କୁ ଦେଖିବା ପରେ ଉପସ୍ଥିତ ଦର୍ଶକ ମାନେ ମଧ୍ୟ କୁନି ରାୟମୋହନ ଙ୍କୁ ପ୍ରସଂଶା କରିବାକୁ ଲାଗିଥିଲେ ଆଉ ତାଙ୍କର ଅଭିନୟ ର ଚର୍ଚ୍ଚା ମଧ୍ୟ କରିବାକୁ ଲାଗିଥିଲେ ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment