ଧଉଳି ଗଣନାଟ୍ୟରେ || ଯାତ୍ରା ଷ୍ଟେଜ ଉପରେ ଏମିତି Scene ଦେଖି ସହି ପାରିଲେନି ଦର୍ଶକ, ଆଉ ତା ପରେ କଣ ହେଲା… ଦେଖନ୍ତୁ Video

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ପ୍ରତି ଦିନ ବହୁତ ସାରା ଭିଡ଼ିଓ ଭାଇରାଲ ହେଉଥିବା ରେ ଦେଖା ଯାଏ | ତେବେ ସେହି ଭିଡ଼ିଓ ମାନଙ୍କ ଭିତରୁ କେହି କେହି ଭିଡ଼ିଓ ଆମକୁ ଏତେ ପସନ୍ଦ ଆସିଥାଏ ଯେ ତାହାକୁ ବାରମ୍ବାର ବାରମ୍ବାର ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ସସେହି ଭିଡ଼ିଓ ମାନଙ୍କ ଭିତରୁ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ପ୍ରଶଂସା ନ କରି ରହିପାରିବେ ନାହିଁ | ହଁ ଦର୍ଶକ ବନ୍ଧୁ ତେବେ ଏହି ଭିଡ଼ିଓଟି ହେଉଛି ଯାତ୍ରା ଜଗତର | ଯାହାକୁ ଦେଖିବା ପାଇଁ ଲୋକେ ଯାତ୍ରା ଗେଟ ଭାଙ୍ଗିଥିବା କଥା ସାମ୍ନା କୁ ଆସିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ଅଧିକ ଆଲୋଚନା କରିବା |

ତେବେ ମିଳିଥିବା ସୂଚନା ଅନୁଯାୟୀ ଭାଇରାଲ ହେଉଥିବା ଭିଡ଼ିଓ ଦେଖା ଯାଇଛି ଯେ ଯାତ୍ରା ବାଦଶାହ ଧଉଳି ଗଣନାଟ୍ୟ ଦେଖିବା ପାଇଁ ଲୋକେ ଗେଟ ଭାଙ୍ଗି ଭିତରକୁ ପ୍ରବେଶ କରିଛନ୍ତି | ତେବେ ଏହି ଭିଡ଼ିଓ ଟି କେଉଁ ଏକ ସ୍ଥାନର ଜଣା ପଡିନଥିଲେ ମଧ୍ୟ ଏହା ଏକ ବାଲି ଯାତ୍ରାରେ ଅନୁଷ୍ଠିତ ହେଇଥିବା ଯାତ୍ରା ବୋଲି କୁହାଯାଉଛି | ତେବେ ଏହି ଯାତ୍ରା କୁ ଦେଖିବା ପାଇଁ ଲୋକ ମାନଙ୍କ ଭିତରେ ଥିବା ଆଗ୍ରହ ସ୍ପଷ୍ଟ ଦେଖା ଯାଇଛି | ତେବେ ଖାଲି ଯାତ୍ରା ପାଇଁ ନୁହେଁ ସେଠାରେ ଉପସ୍ଥିତ ଦର୍ଶକ ମାନେ ପ୍ରଥମେ ବାଲିଯାତ୍ରା ଉପଭୋଗ କରିଥିଲେ ଓ ତାପରେ ଯାତ୍ରା ଜଗତର ବେଶ କିଛି ଦିନ ହେବ ଆତଙ୍କ ସୃଷ୍ଟି କରିଥିବା ଯାତ୍ରା ବାଦଶାହ ଧଉଳି ଗଣନାଟ୍ୟ ଦର୍ଶକଙ୍କୁ ଅଧିକ କିମିୟା କରିଥିଲା | ଯାହାର ଭିଡ଼ିଓ ଆପଣ ମାନେ ଦେଖି ପାରୁଥିବେ |

ତେବେ ଏହି ଭିଡ଼ ସାଙ୍ଗକୁ ଯାତ୍ରା କଳାକାର ମାନଙ୍କ ଅଭିନୟ ଦର୍ଶକ ମାନଙ୍କ ମନ ମୁଗ୍ଧ କରିଥିଲା | ତେବେ ଧଉଳି ଗଣନାଟ୍ୟ ର ଚାଞ୍ଚଲ୍ୟ ସୃଷ୍ଟି କାରୀ ନାଟକ ” ତୋ ପ୍ରେମ ମୋ ପ୍ରେମ ଅଧା ଅଧୁରା ” ରେ ଗୌର ଦାସ ଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ମନ ଭରିଦେଇଥିଲା | ଖାଲି ସେତିକି ନୁହେଁ ଯାତ୍ରା ପ୍ରତିଟି ମୁହୁର୍ତ କୁ ଦର୍ଶକ ମାନେ ବହୁତ ସୁନ୍ଦର ଭାବରେ ଉପଭୋଗ କରିଥିବା ଜଣା କୁହାଯାଇଛି | ତେବେ ଏ ଓଡ଼ିଆ ମାଟି କଳା ମାଟି ହେଲେ ମଧ୍ୟ ଦର୍ଶକ ମାନେ କେମିତି କଳାକାର ମାନଙ୍କୁ ସଂମ୍ମାନ ଦେଉଛନ୍ତି ତାଙ୍କର ଟିକିଏ ଝଲକ ଦେଖିବା ପାଇଁ ଗେଟ ପର୍ଯ୍ୟନ୍ତ ଛାଡ଼ୁନାହାନ୍ତି |

ଆଉ ଦେଖିବାକୁ ମିଳିଥିଲା କି ଶେଷରେ ଗେଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଆହୁରି ଆଶ୍ଚର୍ଯ୍ୟ କରିଛି | ଆଉ ଏହି ଭିଡ଼ିଓ ଟି ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି ବୋଲି କୁହାଯାଉଛି |ତାହେଲେ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି | ଆଉ ଯାତ୍ରା ପ୍ରତି ଥିବା ଲୋକ ମାନଙ୍କର ଭଲ ପାଇବା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment