ଯାତ୍ରା ଷ୍ଟେଜ ରେ କୁନି କଳାକାର ଙ୍କ ଅଭିନୟ ଦେଖି ଦର୍ଶକ ହେଲେ ଆଶ୍ଚର୍ଯ୍ୟ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ | ଆଉ ଏତେ କମ ବୟସରେ ଷ୍ଟେଜ ଉପରେ କୁନି କଳାକାର ଜଣଙ୍କର ଅଭିନୟ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ ମଧ୍ୟ କରାଇଛି | ଆଉ ଯାହାକୁ ଦେଖିବା ପରେ ପିଲା ଟି ଉପରେ ପ୍ରସଂଶା ର ମଧ୍ୟ ସୁଅ ଛୁଟିବାକୁ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏଠାରେ ମୁଁ ଆଲୋଚନା କରିବାକୁ ଯାଉଛି ଯାତ୍ରା ଜଗତରେ ଦମଦାର ପ୍ରଦର୍ଶନ କରୁଥିବା ସବୁ ଠୁ କୁନି କଳାକାର ଙ୍କ ବିଷୟରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ଛୋଟ ଛୁଆଁ ଟି ଯାତ୍ରା ରେ ଏକ ଗୀତ ରେ ଅଭିନୟ କରୁଥିବା ହିରୋଇନ ଙ୍କ ସହିତ ତାଳ ଦେବାରେ ଲାଗିଛି | ଆଉ ସୁନ୍ଦର ଭାବରେ ତାଙ୍କର କମାଲ ଦେଖାଇବାରେ ଲାଗିଛି ପିଲାଟି | ଆଉ ହାଙ୍କୁଡେଇ କି ପିଲାଟି ତାର ମା ଙ୍କ ପାଖକୁ ଯାଉଛି | ଆଉ ଗୀତ ସହିତ ବେଶ ଭଲ ଭାବରେ ତାଳ ମଧ୍ୟ ଦେବାରେ ଲାଗିଛି | ଆଉ ଯାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ପିଲା ଟିର ପ୍ରସଂଶା ନ କରି ରହି ପାରିବେ ନାହିଁ |

ତେବେ ଭାଇରାଲ ହେଉଥିବା ଏହି କୁନି କଳାକାର ଜଣଙ୍କ ହେଉଛନ୍ତି ନୂଆ ଯାତ୍ରା କୋଣାର୍କ ଗଣନାଟ୍ୟ ର ଦମଦାର ନାଟକ ରେ ଦେଖିବାକୁ ମିଳିଥିବା ଡାନ୍ସ ପ୍ରଗ୍ରାମ ର |ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି “ତୋ ବିନା ମୁଁ ଅଧା ଅଧା ଗୀତ “, ଗୀତ ରେ ସୁନ୍ଦର ଭାବରେ ନିଜର ଡାନ୍ସ ର କମାଲ ଦେଖାଇ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଅଭିନେତ୍ରୀ ଙ୍କ ସହିତ କୁନି କଳାକାର ଜଣଙ୍କ | ଆଉ ଗୀତ ସହିତ ତାଳ ଦେଇ ବେଶ ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି |

ତେବେ କୁହାଯାଏ କି ଯେଉଁ ବୟସରେ କୁନି ପିଲା ମାନେ ଷ୍ଟେଜ ଉପରକୁ ଯିବା ପାଇଁ ଡରିଥାନ୍ତି ଓ ଲୋକ ମାନଙ୍କୁ ଦେଖିଲେ କାନ୍ଦିବାକୁ ଲାଗିଥାନ୍ତି ସେମିତି ସ୍ଥାନରେ ପିଲା ଟିର ଡାନ୍ସ ରେ ସାଥ ଦେବାର ଭିଡିଓ ଭାଇରାଲ ହେବା ସହିତ ଦର୍ଶକ ମାନଙ୍କର ମନକୁ ମଧ୍ୟ ତାହା ବେଶ ଆକୃଷ୍ଟ କରିଛି | ଆଉ ଯାହା ଦ୍ୱାରା ଦର୍ଶକ ମାନେ ମଧ୍ୟ ବେଶ ପ୍ରସଂଶା କରିବାକୁ ଲାଗିଛନ୍ତି ଛୋଟ ଛୁଆଁ ଟିର | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment