ଯାତ୍ରା ଷ୍ଟେଜରେ ପପୁ ପମ୍ ପମ୍ ହସେଇ ହସେଇ ବେଦମ କଲେ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଯେତେବେଳେ କମେଡି ସିନ ସମୟର କିଛି ଭିଡ଼ିଓ ଭାଇରାଲ ହୋଇଥାଏ ସେତେବେଳେ ଆମ ମାନଙ୍କୁ ମଧ୍ୟ ଇଚ୍ଛା ହୋଇଥାଏ କି ବାରମ୍ବାର ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଓ ମଜା ମଧ୍ୟ ନେବା ପାଇଁ ସେହି କମେଡି ସିନ ରେ | ତେବେ ବର୍ତ୍ତ ମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ କମେଡି ଷ୍ଟାର ପପୁ ନିଜର ଅଭିନୟ ର କମାଲ ଦେଖାଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ସମସ୍ତେ ଅଲିଉଡ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ଓ କମେଡି ମାଧ୍ୟମରେ ଦର୍ଶକ ମାନଙ୍କ ର ମନକୁ କିଣି ନେଇଥିବା କମେଡିଆନ ପପୁ ପମ ପମ ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ | ଯିଏ କି କମେଡି ଜଗତରେ ନିଜର କେରିୟର ଆରମ୍ଭ କରିଥିଲେ ଆଉ ତାହା ସହିତ ଅନେକ ଫ୍ଲିମ ରେ ନିଜର କମେଡି ର ଝଲକ ଦେଖାଇ ଓଡ଼ିଆ ଦର୍ଶକ ମାନଙ୍କ ର ହୃଦୟକୁ ମଧ୍ୟ କିଣି ନେଇଛନ୍ତି କମେଡି ଷ୍ଟାର ପପୁ ପମ ପମ |ଆଉ ଯେଉଁଠି କୁହାଯାଉଛି କି ବର୍ତ୍ତମାନ ପପୁ ପମ ପମ ନଜର ଆସିଛନ୍ତି ଯାତ୍ରା ମଞ୍ଚ ଉପରେ ଆଉ ତାଙ୍କର କମେଡି ର ଝଲକ ଦେଖାଉଛନ୍ତି |

ତେବେ ଭାଇରାଲ ହେଇଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଯାତ୍ରା ମଞ୍ଚ ରେ ପପୁ ପମ ପମ ପ୍ରଥମେ ତାଙ୍କର ଫ୍ଲିମ ଲୋଭ ଷ୍ଟେସନ ରେ ଅଭିନୟ କରିଥିବା କମେଡି ର କମାଲ ଦେଖାଇବା ଲାଗିଥିଲେ | ଆଉ ଯେଉଁଠି କୁହାଯାଉଛି କି ସେହି କମେଡି ରେ ପପୁ ତାଙ୍କର ଅଟୋରିକ୍ସା ଚଳାଉଥିବା ସମୟରେ ଦେଖାଇଥିବା କିଛି କମେଡି ର ଝଲକ ଦେଖାଇବାକୁ ଲାଗିଥିଲେ | ତାହା ସହିତ କେଉଁ ଭଳି ଭାବରେ ମଦ ପିଇକି ତାଙ୍କର କମେଡି ତଡକା ଦେଖାଇବାକୁ ଲାଗିଥିଲେ ତାହା ଏହି କମେଡି ମାଧ୍ୟମରେ ପ୍ରକାଶ କରିବାକୁ ଲାଗିଥିଲେ ବୋଲି କୁହାଯାଉଛି |

ଏହା ବ୍ୟତୀତ ଟୁଇଙ୍କିଲ ଟୁଙ୍କିଲ ଲିଟଲ ଷ୍ଟାର ଗୀତ ମାଧ୍ୟମରେ ଛୋଟ ଛୋଟ ପିଲା ମାନେ କେମିତି ପ୍ରଭାବିତ ହେଉଛନ୍ତି ତାହା କମେଡି କିଙ୍ଗ ପପୁ କହିଥିଲେ ଯାତ୍ରା ମଞ୍ଚ ଉପରେ ବୋଲି କୁହାଯାଉଛି | ଆଉ ତାହା ସହିତ ଦେଖିବାକୁ ମିଳିଥିଲା କି ପପୁ ପମ ପମ ଯାତ୍ରା ମଞ୍ଚ ରେ ଲୋକ ମାନଙ୍କର ମନକୁ କିଣି ନେଇଥିଲେ ଓ ଦର୍ଶକ ମାନେ ମଧ୍ୟ ପପୁ ଙ୍କୁ ମଞ୍ଚ ଉପରେ ପାଇଁକି ବେଶ ଖୁସି ହୋଇଛନ୍ତି | ଯାହା ବର୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment