ଯାତ୍ରା ସ୍ବପ୍ନ ମହଲ ରେ କମେଡି କିଙ୍ଗ ଦୟା ଙ୍କ ଜବରଦସ୍ତ ରୋମାଣ୍ଟିକ କମେଡି Scene ” ତମେ ଏତେ ବିକଳିଆ ହଉଚ “…. ଦେଖିଲେ ହସି ହସି ଗଡ଼ିଯିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାତ୍ରା ଜଗତକୁ ନେଇକି ଯାହା ଆମ ସମସ୍ତ ଙ୍କର ମନକୁ ବେଶ ଖୁସି କରେଇ ଦେଇଥାଏ ବୋଲି କୁହାଯାଉଛି | ଆଉ ଯେତେ ଯାତ୍ରା ଜଗତରେ କିଛି କମେଡି ସିନ ସାମ୍ନା କୁ ଆସିଥାଏ ତାହା ଆମ ସମସ୍ତଙ୍କର ମନକୁ ଖୁସି କରେଇ ଦିଏ | ତେବେ ଠିକ ସେହି ଭଳି ଯାତ୍ରା ଜଗତର ଏକ ଦମଦାର କମେଡି ସିନ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ଦୟା କମେଡିଆନ ସୁନ୍ଦର ଭାବରେ ତାଙ୍କ ଅଭିନୟ ର ଯାଦୁ ଦେଖାଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ସମୟରେ ଯାତ୍ରା ଜଗତରେ ଭାଇରାଲ ହେଉଥିବା ଅନେକ ଯାତ୍ରା ବିଷୟରେ ଶୁଣୁଥିବେ | ତାହା ଛଡା ଆଜି କାଲି ର ଯୁବ ପିଢ଼ି ମାନେ ମଧ୍ୟ ଯାତ୍ରା କୁ ଦେଖିବା ପାଇଁ ପସନ୍ଦ କରୁଛନ୍ତି ଓ ମନ ବଳାଉଛନ୍ତି ବୋଲି କୁହାଯାଉଛି | ତେବେ ବର୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଯାତ୍ରା ସ୍ବପ୍ନ ମହଲ ଏ ଏକ ଜବରଦସ୍ତ ସିମ ଆଉ ଯେଉଁଠି କମେଡି ସାଙ୍ଗକୁ ଅଭିନୟ ର ଝଲକ ମଧ୍ୟ ଦେଖାଇବାକୁ ଲାଗିଛନ୍ତି ଦୟା,ଜିନା ଓ ପ୍ରଭାକର ବୋଲି କୁହାଯାଉଛି |

ଆଉ କୁହାଯାଉଛି କି ଏହି ଯାତ୍ରା ରେ କମେଡିଆନ ଦୟା ତାହାର ଚତୁର୍ଥୀ ରାତି ପାଇଁ ଅନେକ କଥା ମନେ ମନେ ଭାବି ରଖିଛି | ଆଉ ଜିନା ଙ୍କୁ କହିଛି କି ଚଉଠି ରାତି ପାଇଁକି ନୂଆ ଶାଢ଼ୀ ପିନ୍ଧିକି ଚୁଟି କୁ ଛାଡିକି ଓ ଦେହ ରେ ବାସ୍ନା କୁ ଲଗାଇ ବାହାରି ଆସିବାକୁ ଚଉଠି ରାତି ପାଇଁ | ଆଉ ତାହା ସହିତ ନିଜେ ଚଉଠି ଦୀପ କୁ ଜଳି ବ୍ରହ୍ମଣ ନ ଆସିଲେ ନିଜେ ମନ୍ତ୍ର ପଢ଼ିଦେବେ ବୋଲି କହି ସ୍ତ୍ରୀ ଙ୍କୁ ଘର ଭିତରକୁ ସଜ ହେବାପାଇଁ ପଠେଇଛନ୍ତି |

ଆଉ ସେପରେ ଏକ ଭିଲିଆନ ଆସିଛି ଯିଏ କି ଦୟା ର ସ୍ତ୍ରୀ ଙ୍କର ଇଜ୍ଜତ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ଡ୍ରିଂକ୍ସ ରେ ନିଶା ଔଷଧ ପକେଇ ଦେଇଛି ଆଉ ସେ ଭିଲିୟନ ଜଣଙ୍କୁ ବେହସ ମଧ୍ୟ କରେଇ ଦେଇଥିବାର କଥା କୁହାଯାଉଛି | ତେବେ “ବାପା ବୋଉ ତମେ ଭୁଲ କରିଲ ” ଏହି ଯାତ୍ରା ଟି ବର୍ତ୍ତମାନ ଦର୍ଶକ ମାନଙ୍କର ମନକୁ ଛୁଇଁଛି ଓ ତମେ ଏତେ ବିକଳିଆ ହେଉଛ ର ଡାଇଲଗ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment