JCB ରେ ବସି ମରଣ ମୁହଁରୁ ଟାଣି ଆଣିଲେ… ଏମିତି ଭୟାନକ ଦୃଶ୍ୟ କେବେ ଦେଖି ନଥିବେ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏମିତି ଏକ ପ୍ଲାଟଫର୍ମ ଯେଉଁଠାରେ ଆପଣ ମାନେ ସବୁ ଦିନ କିଛି ନା କିଛି ରହସ୍ୟ ଜନକ ଘଟଣା ଦେଖୁବାକୁ ପାଇଥିବେ।ହେଲେ ଏଠାରେ ଏକ ସାହାସିକତା ଦେଖିବାକୁ ଯାହା ଦ୍ୱାରା ଜୀବନ ଟି ବଂଚିଗଲା। ଆଉ ଏହିଠାରେ ଗୋଟିଏ ଜଣେ ବ୍ୟକ୍ତି ମରଣ ମୁଁହ ରୁ ଯେଉଁଭଳି ଭାବେ ଟାଣି ଆଣିଲେ କୁକୁର କୁ ତାହା ସମସ୍ତେଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ। ଏହିଠାରେ ଏକ ଅଭୁତ ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରା ରେ ଭାଇରଲ ହୋଇଛି।

ଆଉ ଏମିତି ଘଟଣା ଯାହା ଆପଣ ବୋଧ ହୁଏ ଆଗରୁ କେବେ ଦେଖି ନଥିବେ। ଆଉ ଏହି ସମୟରେ ସେହି ବ୍ୟକ୍ତି ଜଣଙ୍କ ଯାହା ସବୁ କରିଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ବ୍ୟକ୍ତି ଯେପରି ଏକ ଭଗବାନ ରୂପରେ ଜଣଙ୍କ ଭାଗ୍ୟକୁ ବଞ୍ଚାଇ ଦେଲେ। ଆଉ ଏହି ଘଟଣା ଟିରେ ଜଣେ ପଶୁ ର ଜୀବନ ପୁରା ସଂକଟ ପୁର୍ଣ୍ଣ ଅବସ୍ଥାରେ ଯାହା ଏବେ ସୋସିଆଲ ମିଡ଼ିଆରେ ଦଦେଖିବାକୁ ମିଳିଛି। ଏବେ ସେହି ମହାନ ବ୍ୟକ୍ତି ଜଣଙ୍କର ଯେଉଁଭଳି ଭାବେ ଚିନ୍ତଧାରା ରହିଛି ତାହାକୁ ନେଇ ସମସ୍ତେ ପ୍ରେରଣା ପାଇଛନ୍ତି।

ଏହି ଘଟଣା ଟିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଙ୍କର ଏଭଳି ସାହାସିକତା ଯାହା ସମସ୍ତେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଆଉ ତାଙ୍କର ଏମିତି ମାନବିକତା ଯାହା ସମସ୍ତଙ୍କୁ ପ୍ରେରଣା ଦେଇଛନ୍ତି। ସେହି ବ୍ୟକ୍ତି ଜଣଙ୍କର ଯେଉଁଭଳି ସାହାର୍ଯ୍ୟ ମନୋଭାବ ରହିଛି ତାହା ପାଇଁ ଜଣଙ୍କ ଜୀବନ ବଂଚି ଗଲା। ଅନେକ ସମୟରେ ଏମିତି କିଛି ଘଟଣା ନଜର କୁ ଆସିଥାଏ ଯେଉଁଠାରେ ମଣିଷ ମାନେ ସାଧାରଣ ଭାବରେ ପଶୁ ଓ ପକ୍ଷୀ ମାନଙ୍କ ଉପରେ ଅତ୍ୟାଚାର କରି ଥାନ୍ତି ହେଲେ ଏହି ଯିବକ ଜଣଙ୍କ ସେହି କୁକୁର ଟିର ଜୀବନ ବଞ୍ଚେଇବା ପାଇଁ ଅଭିନବ ପ୍ରୟାସ ମଧ୍ୟ କରିଛନ୍ତି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ।

ସେ କୁକୁର ଟି ଏକ ଡ୍ରେନ ପାଣି ରେ ଭାସି ଆସୁଛି ଯାହା ପାଇଁ ତାହାର ଜୀବନ ମଧ୍ୟ ଯାଇପାରେ। ଆଉ ପାଣି ର ସୁଅ ବହୁତଜୋର ରେ ଥିବାରୁ ନିଜ କୁ କୁକୁର ଟି ବଞ୍ଚେଇ ପାରି ନାହିଁ।ଏହି ଠାରେ ସେହି କୁକୁର ଟିର ଜୀବନଟା ଅଧିକ ଗୁରୁତ୍ୱ ପୁର୍ଣ୍ଣ ହୋଇ ପଡିଛି ଯାହା ପାଇଁ ସେହି ଲୋକ ଟି ସଂଗେ ସଂଗେ ବୁଲ ଦ୍ରୋଜର ଶୁଣ୍ଢ ରେ ଯାଇକି ତାକୁ ବଞ୍ଚାଇ ଦେଇଥିଲା। ଆଉ ସେହି ଶୁଣ୍ଢ ରେ ବସି ପାଣି ଭିତରୁ କୁକୁର ଟିକୁ ବଞ୍ଚାଇ ପାରି ଥିଲେ ଯାହା ଏଠାରେ ଦେଖିବାକୁ ପାଇଥିବେ। ଆଉ ତା ପରେ ସେହି କୁକୁର ଟି ପୁଣି ପୁନର୍ବାର ଜୀବନ ପାଇଗଲା ଯାହାର ସହସିକତା ପାଇଁ ଏବେ ସେହି ବ୍ୟକ୍ତି ଚର୍ଚ୍ଚା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment