ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ।ତେବେ ବେଳେବେଳେ ଅନେକ ଭିଡ଼ିଓ ଏମିତି ଆସିଥାଏ ଯେଉଁଥିରେ ଦେଖିବାକୁ ମିଳିଥାଏ ଓଡ଼ିଆ ର ଅନେକ ଫ୍ଲିମ ଏକ୍ଟ୍ରେସ ମାନଙ୍କ ବିଷୟରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଏହି ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଜେସୀ ସାମଲ ଙ୍କ ବିଷୟରେ ।
ଜେସୀ ସାମଲ ଙ୍କର ଜନ୍ମ ଓ ଫ୍ଲିମ କେରିୟର :-
ସେମାନେ ନିଜର ଷ୍ଟାଇଲ, ଲୁକ, ବ୍ୟକ୍ତିତ୍ବ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥାନ୍ତି । ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେମାନେ ବଲିଉଡର କଳାକାର ମାନଙ୍କ ଠାରୁ କିଛି କମ ନୁହନ୍ତି । ଆପଣ ମାନଙ୍କୁ “ତୁ ମୋ ଜୀବନ ସାଥୀ” ସିରିଏଲରେ ଅଭିନୟ କରୁଥିବା ଜେସୀଙ୍କ ଲାଇଫ ଷ୍ଟାଇଲ ଓ ପରିବାର ବିଷୟରେ ସଂକ୍ଷିପ୍ତ ବିବରଣୀ ଦେବାକୁ ଯାଉଛୁ ।ଟିଭି ଜଗତରେ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା “ତୁ ମୋ ଜୀବନ ସାଥୀ” ସିରିଏଲରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ନିଜର ସ୍ଵତନ୍ତ୍ର ସ୍ଥାନ ପୁରା ଟିଭି ଇଣ୍ଡଷ୍ଟ୍ରିରେ ସୃଷ୍ଟି କରି ପାରିଛନ୍ତି ।
ଏହି ସିରିଏଲରେ ମୁଖ୍ୟ ଭୁମିକାରେ ଭକ୍ତି ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଜେସୀଙ୍କୁ କିଏ ନ ଜାଣିଛନ୍ତି । ସେ ତାଙ୍କର ସାନଦାର ପର୍ଫୋମାଂସ ପାଇଁ ଆଜିକା ଡେଟରେ ଖୁବ ଫ୍ୟାମସ ହୋଇ ପାରିଛନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ବ୍ୟବହାର ମଧ୍ୟ ସେତିକି ସୁଶୀଳ ଅଟେ । ତାଙ୍କର ଜବରଦସ୍ତ ଅଭିନୟ ପାଇଁ “ତୁ ମୋ ଜୀବନ ସାଥୀ” ସିରିଏଲଟି ସାର୍ଥକ ଚ୍ୟାନେଲରେ ନମ୍ବର ୱାନ ସିରିଏଲ ଭାବେ ବିବେଚନା କରା ଯାଉଛି ।
ଲୋକ ମାନେ ମଧ୍ୟ ଏହି ସିରିଏଲ ଦେଖିବା ପାଇଁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି । ଭକ୍ତି ବା ଜେସୀ ନିଜ ଅଭିନୟ ବଳରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ସେ ଏହି ସିରିଏଲ କରିବା ପୂର୍ବରୁ “ତୋ ଅଗଣାର ତୁଳସୀ ମୁଁ” ସିରିଏଲରେ ସାନଦାରର ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ମାଙ୍କ ବ୍ଯତୀତ ତାଙ୍କର ଜଣେ ଭାଇ ଓ ଭଉଣୀ ଅଛନ୍ତି ଯାହା ସହ ଜେସୀ ଅଧିକ ସମୟ ସ୍ପେନ୍ଡ କରିବାକୁ ପସନ୍ଦ କରନ୍ତି ।
ସେ ତାଙ୍କର ଅଭିନୟ ପାଇଁ ଖୁବ କମ ସମୟରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର କରି ପାରିଛନ୍ତି । ସମୟ ମିଳିଲେ ଜେସୀ ନିଜ ପରିବାର ଲୋକଙ୍କ ସହ ହସ ଖୁସିରେ ସମୟ ଅତିବାହିତ କରନ୍ତି । ଏହି ସିରିଏଲରେ ତାଙ୍କର ଓ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଆଦିଙ୍କ ସହ ତାଙ୍କ ଯୋଡିକୁ ଖୁବ ଲୋକପ୍ରିୟ ମିଳି ପାରିଛି । ଏହି ସିରିଏଲରେ ଆଦି ଓ ଜେସୀଙ୍କ ସମ୍ପର୍କ ଖୁବ ମନୋଲୋଭା ଅଟେ ଯାହା ହୃଦୟକୁ ଛୁଇଁ ଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।