full body relaxing exercise, 5 kg ଓଜନ କମିବ ମାତ୍ର 2 ସପ୍ତାହରେ… ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ କିଛି ଏଭଳି ଭିଡିଓ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ | କାରଣ ଆଜି ଯେଉଁ ଭିଡିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଆମର ହେଲଥ ଟ୍ରିକ୍ସ ବା ସ୍ୱାସ୍ଥ୍ୟ ଜନିତ ସମସ୍ୟା କୁ ଦୂର କରିବା ସହିତ ଶରୀରକୁ ସୁସ୍ଥ ରଖିବାର ସହଜ ଉପାୟ | ଆଉ ସେହି ଉପାୟ ମାଧ୍ୟମରେ ପିଲାଠାରୁ ଆରମ୍ଭ କରିକି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାହାର ଲାଭ ଉଠାଇ ପାରିବେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହିଁ ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ଅଟେ | ଆଉ ଯଦି ସେହି ସ୍ୱାସ୍ଥ୍ୟ ଠିକ ରହିବ ତାହେଲେ ଆମର ଶରୀରରେ କିଛି ବି ଅସୁବିଧା ହେବ ନାହିଁ | ତେବେ ଯେତେବେଳେ ଶରୀର ଠିକ ରହିବ ତାହେଲେ ଆଉ କୌଣସି କାର୍ଯ୍ୟ ରେ ଆମକୁ ଅସୁବିଧା ହେବ ନାହିଁ | ତେବେ ଆଜିକାଲି ଦେଖିବାକୁ ମିଳୁଛି କି ସେ ପିଲା ହେଉ ବା ବୃଦ୍ଧ କମ ବାୟସରୁ ଦୁର୍ବଳ ହୋଇ ଯାଉଛନ୍ତି | ଆଉ ଯାହା ଫଳରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଉଛି | ତେବେ କୁହାଯାଏ ଯୋଗ ବା ବ୍ୟୟାମ ଗୋଟିଏ ଏମିତି ଜିନିଷ ଯାହା ମଣିଷ ର ସ୍ୱାସ୍ଥ୍ୟ କୁ ଠିକ ରଖିଥାଏ |

ତେବେ ଏଠାରେ ସେହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି | ଆଉ ଯେଉଁଠି ସବୁ ବୟସର ଲୋକ ମାନେ ଯାଇ ବ୍ୟୟାମ କରିବାରେ ଲାଗି ପଡିଛନ୍ତି | ଆଉ କହିଛନ୍ତି କି ଏଭଳି ବ୍ୟୟାମ କରିବା ଯୋଗୁ 2 ସପ୍ତାହ ମଧ୍ୟରେ 5 କିଲୋ ର ଓଜନ ହ୍ରାସ ପାଇବ ବୋଲି କୁହାଯାଉଛି | ଆଉ ଯାହା ଫଳରେ ବିଭିନ୍ନ ପ୍ରକାରର ଏକସେସାଇଜ ସେମାନଙ୍କୁ ଶିଖାଇ ଦିଆଯାଉଛି | ଆଉ ବହୁତ ଲୋକ ସେଠାରେ ଛିଡା ହୋଇଛନ୍ତି ଆଉ ବ୍ୟୟାମ କରିବାକୁ ଲାଗିଥିଲେ ବୋଲି ଦେଖିବାକୁ ମିଳିଛି | ଆଉ ସମସ୍ତେ ମଧ୍ୟ ଶୃଙ୍ଖଳିତ ଭାବରେ ବ୍ୟୟାମ କରିବାକୁ ଲାଗିଛନ୍ତି |

ଆଜି କାଲି ମଣିଷ ମାନଙ୍କ ଶରୀରରେ ସବୁ ବେଳେ କିଛି ନା କିଛି ରୋଗ ଆଉ ଅସୁବିଧା ମାନ ଦେଖିବାକୁ ମିଳିଥାଏ | ଆଉ ଏଠାରେ ସେହିଭଳି କିଛି ଭିଡିଓ ଟିରେ ଦେଖିବାକୁ ମିଳିଛି | ଆଉ ଯେଉଁଠି ସବୁ ବୟସର ଲୋକ ମାନେ କରିବାକୁ ଲାଗିଛନ୍ତି ବ୍ୟୟାମ | ଆଉ ଯାହା ଦେଖିବାକୁ ମିଳିଛି କି ବ୍ୟୟାମ କରିକି ଓଜନ ହ୍ରାସ କରିବାରେ ଲାଗିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment