ଯାତ୍ରା ଦୁର୍ଗାଶ୍ରୀ ଗଣନାଟ୍ୟ ରେ ollywood ହିରୋଇନ ଶୀତଲ ( Sheetal ) କଲେ ଗୀତ ସହ ଜବରଦସ୍ତ ଡ୍ୟାନ୍ସ….

ହଁ ବନ୍ଧୁଗଣ ଆପଣ ମାନେ ଜାଣିଥିଲେ କି ଆମ ଓଡ଼ିଶାରେ ଅଲିଉଡ ଜଗତର ଯେମିତି ନାଁ ରହିଛି ଠିକ ସେହିଭଳି ଯାତ୍ରା ଜଗତର ମଧ୍ୟ ଗୋଟିଏ ସ୍ୱତନ୍ତ୍ର ନାଁ ରହିଛି | ଆଇ ସେହି ଯାତ୍ରା ଜଗତକୁ ମଧ୍ୟ ଆମ ଓଡ଼ିଶାରେ ରହୁଥିବା ଅଗଣିତ ଦର୍ଶକ ମାନେ ପସନ୍ଦ କରିଥାନ୍ତି ଆଉ ଯାତ୍ରା ରେ ଥିବା ନାଚ, ଗୀତ ସାଙ୍ଗକୁ ଅଭିନୟ ର ମଜା ମଧ୍ୟ ନେଇଥାନ୍ତି | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ନାଚ ଆଉ ଗୀତ ରେ ଝୁମେଇଛନ୍ତି କଳାକାର ମାନେ ଦର୍ଶକ ଙ୍କୁ | ତାହା ସହିତ ଅଲିଉଡ ର ଜଣାଶୁଣା ନାୟିକା ସୁନ୍ଦରୀ ଶୀତଳ ଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିଛି | ତାହେଲେ ଅସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ଏଠାରେ କୁହାଯାଇଛି କି ଦୁର୍ଗାପୂଜା ଅବସରରେ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ନିଜର ସଂଗୀତ ର ଯାଦୁ ରେ ମୋତୁଆଲା କରିବା ସହିତ ଷ୍ଟେଜ ରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଯାତ୍ରା କଳାକାର ମାନେ | ଆଉ ଦେଖାଯାଉଛି କି ଦୁର୍ଗଶ୍ରୀ ଗଣନାଟ୍ୟ ରେ ଦେଖିବାକୁ ମିଳିଛି କି ଯାତ୍ରା ମଞ୍ଚରେ ସୁନ୍ଦର ଭାବରେ ଡାନ୍ସ କରିବା ପାଇଁ ଲାଗିଛନ୍ତି ଯାତ୍ରା କଳାକାର ମାନେ | ଆଉ ଦର୍ଶକ ମାନଙ୍କୁ ଏଣ୍ଟେଟେଣ୍ଟମେନ କରିବା ସହିତ ନିଜର ଡାନ୍ସ ରେ ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରିଛି ବୋଲି ଦେଖିବାକୁ ମିଳିଛି |

ତେବେ ସେହି ଯାତ୍ରା ମଞ୍ଚ ରେ ଦେଖିବାକୁ ମିଳିଛି କି ଡାନ୍ସ ସାଙ୍ଗକୁ ଏଙ୍କରିଙ୍ଗ ର ଯାଦୁ ମଧ୍ୟ ଦେଖିବାକୁ ମିଳିଛି |ଆଉ ସୁନ୍ଦର ଭାବରେ ଶ୍ଳୋକ କହି ଦର୍ଶକ ମାନ୍ନାକର ହୃଦୟରେ ଏକ ସ୍ୱତନ୍ତ୍ର ଘର କରି ପାରିଛନ୍ତି ଦର୍ଶକ ଯାତ୍ରା କଳାକାର ମାନେ | ତାହା ବ୍ୟତୀତ ନିଜର ଡାନ୍ସ ଆଉ କଥା ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ପାରିଛନ୍ତି ସେ ହେଉଛନ୍ତି ଅଲିଉଡ ଅଭିନେତ୍ରୀ ଶୀତଳ | ଆଉ ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ସେହି କଳାକାର ଜଣଙ୍କ | ଆଉ ଷ୍ଟେଜ ରେ ତାଙ୍କର ଦମଦାର ଡାନ୍ସ କୁ ଦେଖି ଦର୍ଶକ ମାନେ ମଧ୍ୟ ତାଙ୍କ ସହିତ ଝୁମିଯାଇଛନ୍ତି |

ତେବେ ଆପଣ ମାନେ ତ ଅନେକ ସମୟରେ ଅନେକ ପ୍ରକାରର ଡାନ୍ସ ଦେଖିବାକୁ ପାଉଥିବେ ଯାତ୍ରା ମଞ୍ଚରେ | ତେବେ ଏଠାରେ ଲୋକ ମାନଙ୍କର ମନକୁ ଏଣ୍ଟେଟେଣ୍ଟ ମେନ କରିବା ପାଇଁ ଯେଉଁ ଭଳି ଭାବରେ ଡାନ୍ସ କରାଯାଉଛି ଯାହାକୁ ଦେଖି ଉପସ୍ଥିତ ଦର୍ଶକ ମାନେ ମଧ୍ୟ ମଜା ନେଇଛନ୍ତି ଆଉ ଝୁମି ଯାଇଛନ୍ତି | ଆଉ ଯେଉଁ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment