ଝାଟିଆ || Viral Video || ଓଡ଼ିଆ ନିୟୁ କମେଡି… ଭିଡ଼ିଓ ଦେଖିଲେ ହସି ହସି ଗଡିଯିବ || Mr Dhenkanalia

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ପ୍ରତେକ ଦିନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବିଶେଷ କରିକି ଯେତେବେଳେ କମେଡି ସିନ ର କଥା ଉଠେ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଅଧିକ ଭଲ ଲାଗିଥାଏ ଆଉ ଯାହା ଆମ ମନକୁ ମଧ୍ୟ ଖୁସି କରେଇ ଦେଇଥାଏ |ଆଉ ବର୍ତ୍ତମାନ ସେହିଭଳି ଏକ ଜବରଦସ୍ତ କମେଡି ସିନ ଟି ଦେଖିବାକୁ ମିଳିଛି , ଯାହାକୁ ଦର୍ଶକ ମାନେ ଦେଖିକି ମଜା ନେବା ସହିତ କମେଡି ର ଯାଦୁ ରେ ବିମୋହିତ ହୋଇ ଯାଇଛନ୍ତି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଭାଇରାଲ ହେଉଥିବା ଏହି ଜବରଦସ୍ତ କମେଡି ସିନ ରେ ଦେଖିବାକୁ ମିଳିଛି ଏକ ଜବରଦସ୍ତ ମନକୁ ଛୁଇଁଲା ଭଳି ଏକ କମେଡି ସିନ |ଆଉ ଯେଉଁ ଭିଡ଼ିଓ ରେ ପୁଅ ଟିର ନାମ ହେଉଛି ଝାଟିଆ |ସେ ପ୍ରଥମେ ଆସି କହିବାକୁ ଲାଗିଥିଲା କି ସେ ବିବାହ ଭୋଜି କୁ ଖାଇବା ପାଇଁ ଯାଇଥିଲା ବୋଲି ଆଉ ସେଠାରେ ବେଶ ମଜା ଉଠାଇଛି ଖାଇବାରେ |ତାହା ପରେ ସେ ଏକ ଝଗଡା କଥା କହିବାକୁ ଲାଗିଥିଲା, ଆଉ ତାହାର କହିବା ଅନୁସାରେ ଗତ କାଲି ଦୁଇଟି ବିଲେଇ ମଧ୍ୟରେ ଝଗଡା ଲାଗିଥିଲା |ଆଉ କେଉଁ ଝଗଡା କରିବା ଫଳରେ ଗୋଟିଏ ବିଲେଇ କୂଅ ଭିତରକୁ ଖସି ପଡିଥିଲା |

ଆଉ ସେହି ସମୟରେ ଆର ବିଲେଇଟି ମନ ଦୁଃଖ କରି ବସିଥିଲା ଆଉ କହିବା ପାଇଁ ଲାଗୁଥିଲା |ତେବେ କ୍ଵ କହିବାକୁ ଲାଗିଥିଲା ବୋଲି ଅନ୍ୟ ପିଲା ଜଣଙ୍କ ପଚାରିବାରୁ ସୁନ୍ଦର ଭାବରେ ପିଲାଟି ଏହି ପ୍ରଶ୍ନ ର ଉତ୍ତର ଦେବାକୁ ଲାଗିଥିଲା |ତେବେ ସେ କହିଥିଲେ କି କଣ କହିବି ଯେହେତୁ ସେ ଗୋଟିଏ ବିଲେଇ ତେଣୁ ସେ ମିଆଁଉ କହୁଥିଲା | ଆଉ ଏହି କଥା କୁ ଶୁଣିବା ପରେ ପିଲାଟିର ମୁଣ୍ଡ ବୁଲେଇବାକୁ ଲାଗିଥିଲା ଆଉ ଏହି ଭଳି କଥା ସେ ଆଗରୁ କାହା ପାଖରୁ ଶୁଣି ନ ଥିଵା କଥା ମଧ୍ୟ କୁହାଯାଉଛି |

ତେବେ ଏହି ଭଳି ସୁନ୍ଦର ଭାବରେ ଭାଇରାଲ ହେଉଥିବା ଢେଙ୍କାନାଳିଆ କମେଡି ର ଯାଦୁ ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇଛି | ଆଉ ଏହି କମେଡି ସିନ କୁ ଯିଏ ଦେଖୁଛି ବାରମ୍ବାର ଦେଖିବା ପାଇ ଇଚ୍ଛା ପ୍ରକାଶ କରୁଛି ବୋଲି କୁହାଯାଉଛି | ଆଉ ଏହି ଭଳି ସୁନ୍ଦର ଭାବରେ ଭାଇରାଲ ହେଉଥିବା କମେଡି ର ଯାଦୁ ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଆଉ ସମସ୍ତେ ବେଶ ମଜା ନେଉଛନ୍ତି ଏହି କମେଡି ସିନ ରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment