ଝିଅ ମାନଙ୍କ ଦୁଇ ଗୋଡ ମଝିରେ କ’ଣ ଅଛି ? ଦେଖନ୍ତୁ ଭିଡ଼ିଓ Dirty mind ଏହି ଝିଅ କଣ କହୁଛି…

ସୋସିଆଲ୍‌ ମିଡିଆରେ କିଛି ଆଇଏଏସ୍‌ ଅଧିକାରୀ ଅଧିକାଂଶ ସମୟ ରେ ଚର୍ଚ୍ଚାରେ ରହିଥାନ୍ତି। ତାହା ସେମାନଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ହେଉ କିମ୍ବା ବୃତ୍ତିଗତ ଜୀବନ କୁ ନେଇ ହେଉ। ସେମାନ ଙ୍କ ସହ ଜଡ଼ିତ କିଛି ନା କିଛି ସବୁ ବେଳେ ଭାଇରାଲ୍‌ ହେଉଥାଏ। କିଛି ଦିନ ତଳେ ଆପଣ ଆଇଏଏସ୍‌ ଟିନା ଡାବି ଙ୍କ ମାର୍କସିଟ୍‌ ଭାଇରାଲ୍‌ ହେବା ଖବର ଶୁଣି ଥିବେ। ଏବେ ସେପରି ଆଉ ଏକ ଘଟଣା ଘଟିଛି।ଏବେ ଆଇଏଏସ୍‌ ସୃଷ୍ଟି ଦେଶମୁଖ ଙ୍କ ମାର୍କସିଟ୍‌ ଭାଇରାଲ୍‌ ହୋଇଛି। ତେବେ ଚାଲନ୍ତୁ ଜାଣିବା ଦେଶ ରେ ଶ୍ରେଷ୍ଠ ପଦ ରେ ଅବତୀର୍ଣ୍ଣ ହୋଇଥିବା ଏହି ଅଧିକା‌ରୀ ଙ୍କ ଶିକ୍ଷା କ୍ଷେତ୍ର ରେ ପ୍ରଦର୍ଶନ କିପରି ରହିଛି।

ଆପଣ ମାନେ ସମସ୍ତେ IAS ଅଫିସର ସୃଷ୍ଟି ଦେଶମୁଖ ଙ୍କ ବିଷୟ ରେ ବେଶ ଭଲ ଭାବରେ ଜାଣି ଥିବେ । ନିଜର ଟେଲେଣ୍ଟ ସହିତ ତାଙ୍କ ଭିତରେ ଥିବା ଆତ୍ମବିଶ୍ୱାସ ତାଙ୍କୁ ଆଜି ଏତେ ବଡ଼ ସ୍ଥାନ ରେ ପହଞ୍ଚାଇ ପାରିଛି ବୋଲି କୁହାଯାଉଛି । ଆପଣ ମାନେ ଜାଣି ଥିବେ ଏହି IAS ଅଫିସର ସୃଷ୍ଟି ଦେଶମୁଖ ସମସ୍ତ ଙ୍କ ସହିତ ଭଲ କି ମିଶି ଥାନ୍ତି ଆଉ ଯାହା ଫଳରେ ବେଶ ଭଲ ଭାବରେ ସେମାନ ଙ୍କ ର ଦୁଃଖ କୁ ସେୟାର କରି ପାରନ୍ତି । ଯାହା ସୃଷ୍ଟି ଙ୍କୁ ଆଗକୁ ଯିବା ରେ ସାହାଯ୍ୟ କରିଥାଏ ଯାହା ଫଳ ରେ ସେ ଲୋକ ମାନଙ୍କର ମଧ୍ୟ ସାହାଯ୍ୟ କରି ପାରି ଥାନ୍ତି ବୋଲି କୁହାଯାଉଛି ।

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କି IAS ଅଫିସର ସୃଷ୍ଟି ଦେଶମୁଖ ଙ୍କ ସହିତ ପିଲା ଜଣ ଙ୍କ କଥା ହେଉଛନ୍ତି । ଆଉ ପିଲା ଟି କହିଛି କି ଯେତେ ବେଳେ ପିଲା ମାନେ ଚେଷ୍ଟା କରିଥାନ୍ତି ପାଠ ପଢିବା ପାଇଁ ଯେତେ ବେଳେ ସାର ଯଦି କୁହନ୍ତି କି ଯଦି ଆଜି ଜଣଙ୍କ ର କିଛି ସାହାଯ୍ୟ କରିବେ ଆଉ ତାଙ୍କୁ ବଦଳାଇବେ ତାହେଲେ ସେ ପାରିବେ । ତେଣୁ ସବୁ ବେଳେ ଚେଷ୍ଟା କରିବାର ଆବଶ୍ୟକତା ରହିଛି, ଆଉ ଚେଷ୍ଟା ହିଁ ମଣିଷ କୁ ଆଗ କୁ ବଢ଼ିବା ରେ ସାହାଯ୍ୟ କରିଥାଏ ।

ଆଉ ସୃଷ୍ଟି ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହେବା ରେ ଲାଗିଛି ।କିଛି କିଛି ଏମିତି ପ୍ରଶ୍ନ ରହିଥାଏ ଯାହା ବହୁତ୍ ସହଜ ହେଲେ ବି ତାହାର ଉତ୍ତର ଜଣା ନଥାଏ।ତେବେ କିଛି ପ୍ରଶ୍ନ ଦେଖନ୍ତୁ:-

ପ୍ରଶ୍ନ:- ଏମିତି ଗୋଟିଏ ଜିନିଷ ର ନାମ କୁହ ଯାହାକୁ କିଣିକି ପିନ୍ଧି ପାରିବେ କିନ୍ତୁ ପିନ୍ଧିକି କିଣି ପାରିବେ ନାହିଁ ?

ଉତ୍ତର:- ଡାଇପର

ପ୍ରଶ୍ନ:- ଝିଅ ମାନଙ୍କ ଦୁଇ ଗୋଡ଼ ମଝି ରେ କଣ ଅଛି ?

ଉତ୍ତର :- ଆଣ୍ଠୁ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment