ଝିଅ ଚାଲି ଯାଏ ରେ ଶାଶୁ ଘର 😭 || ଝିଅ ବିଦାବେଳ କାନ୍ଦଣା…ନିଜ ବାପା ଙ୍କୁ ଭଲ ପାଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି Video

କୁହାଯାଏ ଝିଅ ଜନମ ହେଉଛି ପର ଘରକୁ |ଆଉ ଝିଅ ଜନ୍ମ ହୋଇଛି ମାନେ ସେ ଦିନେ ନା ଦିନେ ତାହାର ଶାଶୂ ଘରକୁ ଯିବ |, ଆଉ ବର୍ତ୍ତମାନ ହେଉ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ମଧ୍ୟ ସେହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି |ଆଉ ଯେଉଁଠି ଝିଅ ବିଦା ହୋଇ ଶାଶୂ ଘରକୁ ଯିଵା ସମୟର ଏକ ଦୃଶ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଯେଉଁ ଭିଡ଼ିଓ ଟିରେ କନ୍ୟା ଜଣଙ୍କ କେଉଁ ଭଳି ଭାବରେ ତାଙ୍କର ପରିବାର କୁ ଛାଡିକି ବାପ ଘରୁ ଶାଶୂ ଘରକୁ ଯାଉଛନ୍ତି ଆଉ ଦୁଃଖ ପ୍ରକାଶ କରୁଛନ୍ତି ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସେହି ଭିଡ଼ିଓ ଟି ଉପରେ ନଜର ପକାଇବା |

ଦୁହିତା ଦୁଇ କୂଳ କୁ ହିତା |ଏହା ର ଅର୍ଥ ହେଉଛି କି ଝିଅ ଜନ୍ମ ହୋଇଥାଏ ଗୋଟିଏ ସ୍ଥାନରେ ଆଉ ବଡ଼ ହେବା ପରେ ବାପ ଘର ଝିଅ ପାଇଁକି ପର ହୋଇ ଯାଇଥାଏ ଆଉ ସେ ବାପ ଘର ଛାଡିକି ସବୁଦିନ ପାଇଁକି ଶାଶୂ ଘରକୁ ଚାଲି ଯାଇଥାଏ | ନୂଆ ଘର, ନୂଆ ପରିବାର ଆଉ ନୂଆ ସଂସାର ବନେଇବା ପାଇଁ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଝିଅ ବିବାହ ପରେ ଝିଅ ବିଦା ହେବା ସମୟର ଏକ ଇମୋସନେଲ ଦୃଶ୍ୟ |

ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ସ୍ମୃତି ରେଖା ତାଙ୍କର ବିବାହ ପରେ ଶାଶୂ ଘରକୁ ଯିବା ସମୟରେ କାନ୍ଦିବାକୁ ଲାଗିଛନ୍ତି | ତେବେ “ଝିଅ ଚାଲି ଯାଏ ଲୋ ଶାଶୂ ଘର ” ଏହି ଗୀତ ଟି ବିବାହ ପରେ ଝିଅ ବିଦା ସମୟରେ ବାଜିବାକୁ ଲାଗିଥିଲା | ତେବେ ଏହି ଗୀତ କୁ ଶୁଣିଲେ ଆପଣ ଙ୍କ ଆଖିରେ ପାଣି ଆସିଯିବ ବୋଲି କୁହାଯାଉଛି | ତାହା ସହିତ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଝିଅ ଟି ପ୍ରଥମେ ତାହାର ବାପ ଙ୍କୁ କୁଣ୍ଢେଇକି କାନ୍ଦିବାକୁ ଲାଗିଛି ଆଉ ତାହାର ପୁରୁଣା ଛୋଟ ବେଳ ର କଥା କୁ ମନେ ପକାଇବାକୁ ଲାଗିଛି ଝିଅ ଟି |

ତାହା ପରେ ଝିଅ ଓ ତାର ମା ର କାନ୍ଦିବାର କିଛି ଦୃଶ୍ୟ ମଧ୍ୟ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖା ଯାଇଛି | କେଉଁ ଭଳି ଭାବରେ ଝିଅ କୁ ବାହା ଦେଇ ବାପ ମା ମାନେ ସେମାନଙ୍କ ର ଜୀବନ କୁ ବିନା ସ୍ୱାର୍ଥ ରେ ଦେଇ ଦେଉଛନ୍ତି ତାହା ଏହି ଭିଡ଼ିଓ ଟିକୁ ଦେଖିଲା ପରେ ବେଶ ଭଲ ଭାବରେ ଜାଣି ହେଉଛି | ଆଉ ଏହି ଭଳି ଏକ ଇମୋସନେଲ ସିନ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment