ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ଅନେକ ସମୟରେ ସୋସିଆଲ ମିଡ଼ିଆରେ ମେରେଜ ପାର୍ଟି ଓ ଫାଂକ୍ସନ କୁ ନେଇକି ଅନେକ ସାରା ଭିଡ଼ିଓ ମାନ ମଧ୍ୟ ଭାଇରାଲ ହେଉଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି କଥା ଦେଖିବାକୁ ମିଳିଛି | ଆଉ ଯେଉଁଠି ମେରେଜ ଫାଂକ୍ସନ ରେ କେଉଁ ଭଳି ଭାବରେ ସମସ୍ତେ ମିଶିକି ଏନଜୟ କରୁଛନ୍ତି ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ସାଧାରଣତଃ ଯେତେବେଳେ ବାହାଘର କଥା ଉଠେ ସେତେବେଳେ ନାଚ ଆଉ ଗୀତ ର କଥା ମଧ୍ୟ ଉଠିଥାଏ | ଆଉ ନାଚ ଗୀତ ସହିତ, Dj ବିନା ବାହାଘର ଟି ବାହାଘର ଭଳିଆ ଲାଗି ନ ଥାଏ ବୋଲି କୁହାଯାଉଛି | ଆଉ ସାଧାରଣତଃ ବାହାଘର ରେ ହିଁ ସୁଯୋଗ ମିଳିଥାଏ ସମସ୍ତ ଙ୍କ ସହିତ ଦେଖା ହେବାର ଆଉ ଖାଲି ଦେଖା ନୁହଁ ନାଚ ଗୀତ ରେ ମଜି ଯିବାର | ଆଉ ବର୍ତ୍ତମାନ ସେହି ଭଳି ଏକ ମେରେଜ ଫାଂକ୍ସନ ରେ ବରଯା ତ୍ରି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ |
ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ବେଶ ସୁନ୍ଦର ଭାବରେ ସଜା ଯାଇଥିଲା ଚାରିଆଡେ ଆଉ ଦେଖିବାକୁ ମିଳିଥିଲା କି Dj ସାଙ୍ଗକୁ ବାଜା ଵାଲା ମାନଙ୍କର କମାଲ ମଧ୍ୟ ଦେଖିବାକୁ ମିଳୁଥିଲା | ଆଉ ସେହି ବାଜା ର ତାଳ କୁ ଆପଣ ମାନେ ମଧ୍ୟ ଶୁଣିଲେ ନାଚି ଉଠିବେ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ରେ ବାଜା ସହିତ ଡିଜେ ର ତାଳେ ତାଳେ ମଜି ଯାଇଛନ୍ତି ସମସ୍ତ୍ତେ ଆଉ କରିବାକୁ ଲାଗିଛନ୍ତି dj ସାମ୍ନା ରେ ଡାନ୍ସ | ଆଉ ଦେଖିବାକୁ ମିଳିଥିଲା କି ରାସ୍ତା ରେ ଏତେ ପରିମାଣରେ ଲୋକ ଜମା ହୋଇଥିଲେ କି ସେଠାରେ ଛିଡା ହେବା ପାଇଁ ମଧ୍ୟ ଜାଗା ନ ଥିଲା |
ତାହା ସହିତ dj ଓ ବାଜା ସମସ୍ତ ଙ୍କୁ ବାହାଘର ରେ ମଜା କରିବା ପାଇଁ ଓ ମନ ଖୁସି ରେ ନାଚିବା ପାଇଁ ବାଧ୍ୟ କରୁଥିଲା | ଆଉ ଦେଖିବାକୁ ମିଳିଥିଲା କି ବହୁତ ସଂଖ୍ୟାରେ ଲୋକ ମାନେ ମଧ୍ୟ ସେଠାରେ ରୁଣ୍ଡ ହୋଇଥିଲେ ଆଉ dj ର ତାଳେ ତାଳେ ନାଚି ବାହାଘର କୁ ଏନଜୟ ମଧ୍ୟ କରୁଥିଲେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।