OMG ! ଝିଅ ମାନଙ୍କ ସହ BJB କଲେଜ ଆଗରେ Teddy Bear Prank…. ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି BJB କଲେଜ ସାମ୍ନା ରେ ଟେଡି ବିୟର ର କଲେଜ ଝିଅ ପୁଅ ମାନ ଙ୍କ ସହିତ ମଜା ମସ୍ତି କରୁଥବାର ଭିଡ଼ିଓ | ଆଉ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଖୁସି ମଧ୍ୟ ହୋଇଯିବେ ବୋଲି କୁହାଯାଉଛି | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଟେଡି ବିୟର ରେ ଭାଇରାଲ ହେଉଥିବା ଏହି ମଜାଳିଆ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ବର୍ତ୍ତମାନ ଯାହା ଦେଖିବାକୁ ମିଳିଛି ଏକ ସୁନ୍ଦର ମଜାଳିଆ ଭିଡ଼ିଓ ଆଉ ଯେଉଁଠି କଲେଜ ଝିଅ ମାନଙ୍କ ସହିତ ମଜା କରୁଛି ଏକ ଟେଡି ବିୟର | ତେବେ ଯାହା କୁହାଯାଉଛି କି ଟେଡି ବିୟର ର ମୂଖା ପିନ୍ଧିକି କରିବାକୁ ଲାଗିଛନ୍ତି କଲେଜ ଝିଅ ପୁଅ ମାନଙ୍କ ସହିତ ମଜା | ଆଉ ଯାହାକୁ ଦେଖିଲା ପରେ ଓ ମିଶିଲା ପରେ କଲେଜ ପିଲା ମାନେ ମଧ୍ୟ ବେଶ ଖୁସି ହୋଇ ଯାଉଛନ୍ତି | ତାହା ବ୍ୟତୀତ କଲେଜ ଝିଅ ପୁଅ ମାନଙ୍କ ସହିତ ମିଶିକି ଫୋଟ ମଧ୍ୟ ଉଠାଉଛନ୍ତି ଏହି ଟେଡି ବିୟର ଟି ଆଉ ତାହା ବ୍ୟତୀତ ଝିଅ ମାନଙ୍କ ସହିତ ବେଶ ମଜା ମଧ୍ୟ କରୁଛନ୍ତି |

BJB କଲେଜ ଆଗରେ ଛିଡା ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ କଥା କହୁଛନ୍ତି ଓ ସେମାନଙ୍କୁ ଏଣ୍ଟେଟେନମେଣ୍ଟ କରିବାକୁ ଲାଗିଛନ୍ତି | ଏହା ବ୍ୟତୀତ କଲେଜ ସାମ୍ନା ରେ ଗୁପଚୁପ ଖାଉଥିବା ଝିଅ ମାନଙ୍କର ଗହଳି ଭିତରକୁ ମଧ୍ୟ ଯାଉଛନ୍ତି ସେହି କିଉଟ ଟେଡି ବିୟର ଟି ଆଉ ସେମାନଙ୍କ ସହିତ ଗୁପ ଚୁପ ଖାଇବା କଥା ମଧ୍ୟ ଦେଖିବାକୁ ମିଳିଛି | ତାହା ବ୍ୟତୀତ ଝିଅ ମାନଙ୍କୁ ଅନେଇ ଥିବାର ଦେଖିଲା ବେଳକୁ ସେ ସେହି ପୁଅ ମାନଙ୍କୁ ମାଡ଼ ଦେବା ପାଇଁ ମଧ୍ୟ ଚାଲି ଯାଉଛି | ଆଉ ଟେଡି ବିୟର ଟିର ଏହି ଭଳି ସମସ୍ତଙ୍କର ସହିତ ମଜା ମସ୍ତି କରିବାର ଅନ୍ଦାଜ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି |

ଏହା ବ୍ୟତୀତ କଲେଜ ପିଲା ମାନଙ୍କର ଏଣ୍ଟେଟେନମେଣ୍ଟ କରିବାର ଏହି ଭିଡ଼ିଓ ସମସ୍ତଙ୍କ ବେଶ ଆକୃଷ୍ଟ କରେଇଛି ଓ କଲେଜ ପିଲା ମାନେ ମଧ୍ୟ ସେହି ଟେଡି କୁ ଦେଖି ବେଶ ଆନନ୍ଦ କରୁଛନ୍ତି ଓ ମଜା ମସ୍ତି ମଧ୍ୟ କରୁଥିବାର ଦେଖିବାକୁ ମିଳିଛି ବୋଲି କୁହାଯାଉଛି | ଆଉ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଲୋକ ମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି ଏହି ଟେଡି ର ମଜା, ମସ୍ତି କୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment