Life Style – ଝିଅ ମାନଙ୍କ ଶୋଇବା ଶୈଳୀ ରୁ ଜଣାନ୍ତୁ ସେମାନଙ୍କୁ କିପରି ପୁଅ ପସନ୍ଦ ଅଟନ୍ତି ଏବଂ ସେମାନଙ୍କ personality କିପରି

ବନ୍ଧୁଗଣ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ସମସ୍ତେ ସମସ୍ତଙ୍କ ଠାରୁ ସମ୍ପୂର୍ଣ ଅଲଗା ହୋଇଥାନ୍ତି, ତେଣୁ କୌଣସି ବ୍ୟକ୍ତି କେଉଁ ସ୍ଵଭାବର ହୋଇଥାଏ ସେ ବିଷୟରେ ଆପଣ ଜାଣି ପାରନ୍ତି ନାହିଁ |ବ୍ୟକ୍ତି ସ୍ୱାଭବ କିପରି ହୋଇଥାଏ ତାହା ଜାଣିବା ଆମର ନିହାତି ଆବଶ୍ୟକ ମୁଁ ଆଜି ଆପଣକୁ ଝିଅ ମାନଙ୍କ ବିଷୟରେ କିଛି କଥା କହିବି |ଦୁନିଆରେ ପ୍ରତ୍ୟେକ ଝିଅ ମାନଙ୍କ ସ୍ୱାଭବ ବିଷୟରେ ଜାଣିବା ପାଇଁ ତାଙ୍କର ସୁଇବାର ପୋଜିସନ ବିଷୟରେ ଜାଣିବା ନିହାତି ଆବଶ୍ୟକ ହୋଇଥାଏ |ତେବେ ଆସନ୍ତୁ ଜାଣିବା ଝିଅ ମାନଙ୍କ. ସୁଇବା ପୋଜିସନ ଅନୁସାରେ ସେମାନଙ୍କ ସ୍ୱାଭବ ସହିତ ତାଙ୍କର ପସନ୍ଦ ବିଷୟରେ ସମ୍ପୂର୍ଣ କଥା |

1:-ଯେଉଁ ଝିଅ ମାନେ ସର୍ବଦା ସିଧା ହୋଇ ସୁଇବା ପାଇଁ ପସନ୍ଦ କରନ୍ତି ସେପରି ଝିଅ ବହୁତ ସରଳ ଅଟନ୍ତି, ଏମାନେ ବହୁତ ସହଜରେ ସମସ୍ତଙ୍କ ଉପରେ ବିଶ୍ୱାସ କରିଥାନ୍ତି |ଏମାନେ ଯେଉଁ ସ୍ବପ୍ନ ଦେଖିଥାନ୍ତି ତାହାକୁ ପୂରଣ କରିବା ପାଇଁ ଚେଷ୍ଟା କରିଥାନ୍ତି ତାହା ସହିତ ଏମାନଙ୍କର ଏପରି ପୁରୁଷ ପସନ୍ଦ ଯେଉଁମାନେ ନିଜର ସ୍ୱାଭିମାନ ପାଇଁ କିଛିବି କରିପାରନ୍ତି |

2:-ଯେଉଁ ଝିଅ ଓଲଟା ହୋଇ ସୁଇଥାନ୍ତି ଏମାନେ ଲୋଭି ସ୍ଵଭାଵର ହୋଇଥାନ୍ତି, ଏମାନେ ନିଜ ପାର୍ଟନରଙ୍କ ଠାରୁ ସର୍ବଦା କିଛି ପାଇବାର ଆଶା ରଖିଥାନ୍ତି |ଏମାନଙ୍କୁ ଏପରି ପୁଅ ପସନ୍ଦ ଯେଉଁମାନେ କି ସେମାନଙ୍କର ଆବଶ୍ୟକତା ପୂରଣ କରିପାରନ୍ତି |

3:-ବାମ କଡ଼କୁ ମୁହଁ ମାଡି ସୁଈ ପାରୁଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସର୍ବଦା ଭଲ ରହିବା ସହିତ ଏମାନେ ସେହିପରି ପୁଅକୁ ପସନ୍ଦ କରନ୍ତି ଯେଉଁମାନେ କୌଣସି କ୍ଷେତ୍ରରେ ନେତୃତ୍ୱ ନେବା ପରି କ୍ଷମତା ରଖିଥାନ୍ତି |ଏହା ସହିତ ଏମାନଙ୍କ ପାଦ ସହିତ ପାଦ ମିଶାଇ ଚାଲିବାର କ୍ଷମତା ମଧ୍ୟ ରହିଥିବା ଆବଶ୍ୟକ |

4:-ଯେଉଁ ଝିଅମାନେ ତକିଆକୁ ଜାବୁଡି ଧରି ଶୁଇଥାନ୍ତି ସେମାନେ ଭାବୁକ ସ୍ଵଭାଵର ମଧ୍ୟ ହୋଇଥାନ୍ତି ଏମାନଙ୍କ ମନ ସରଳ ହୋଇଥିବାରୁ ଏମାନଙ୍କୁ ପୁଅ ମାନେ ଶୀଘ୍ର ପଟାଇ ପାରନ୍ତି |

5:-ଯେଉଁ ଝିଅମାନେ ଗୋଡ଼ ଉଷାରି ସୁଇଥାନ୍ତି ସେମାନେ ବହୁତ କେୟାର ଲେସ ହୋଇଥାନ୍ତି, ଏମାନଙ୍କୁ କୌଣସି କାର୍ଯ୍ୟରେ କିଛି ଟେନସନ ନଥାଏ,ବେଳେବେଳେ ଏମାନେ ବହୁତ ଭୁଲ କାର୍ଯ୍ୟ ମଧ୍ୟ କରିଥାନ୍ତି |ଏମାନଙ୍କୁ ଏମିତି ପୁଅ ପସନ୍ଦ ଯେଉଁମାନେ ଏମାନଙ୍କୁ ସବୁ କ୍ଷେତ୍ରରେ ଫ୍ରି ଛାଡ଼ୁଥିବେ |

6:-ଯେଉଁ ଝିଅ ସିଧା ହୋଇ ଚାଦର ଘୋଡାଇ ସୁଇବାକୁ ପସନ୍ଦ କରନ୍ତି ସେମାନେ ନିଜ ଘର ପ୍ରତି ଅଧିକ ଚିନ୍ତା କରିଥାନ୍ତି, ଏମାନେ ବାହାର ବିଷୟରେ କିଛି ଜାଣିବା ପାଇଁ ଚେଷ୍ଟା କରନ୍ତି ନାହିଁ |ଏମାନଙ୍କ ମନ ସରଳ ହୋଇଥିବାରୁ ଏମାନେ ମଧ୍ୟ ଏକ ସରଳ ପୁଅ ପସନ୍ଦ କରିଥାନ୍ତି, ଯେଉଁ ପୁଅ ସିଧାସଳଖ କଥା ହୋଇଥାଏ ତାହାର ମନରେ କୌଣସି ଚିନ୍ତା ନଥାଏ ସେମାନେ ଏପରି ପୁଅକି ଅଧିକ ପସନ୍ଦ କରିଥାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment