ଓଡ଼ିଆ ହିରୋଇନ Jhilik Bhattacharjee ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ବିଷୟରେ ଜାଣିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଅଲିଉଡ ର ଜଣା ଶୁଣା ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଙ୍କ ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ଝିଲ୍ଲୀକ ଙ୍କର ଲାଇଫ ଷ୍ଟାଇଲ ସହିତ ତାଙ୍କର ପୋରସନାଲ ଲାଇଫ ବିଷୟରେ ଆସନ୍ତୁ ଆଜି ଆମେ ମାନେ ଆଲୋଚନା କରିବା |

ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ଦର୍ଶକ ମାନଙ୍କ ହୃଦୟରେ ଘର କରିଥିବା ଝିଲ୍ଲୀକ ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଆଉ ଯେଉଁଠି କୁହାଯାଉଛି କି ଜଣେ ବେଙ୍ଗଲୀ ହୋଇ ମଧ୍ୟ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ଅଭିନୟ ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଝିଲ୍ଲୀକ ଓ ତାହା ସହିତ ଅନେକ ଅଇରେ ଫ୍ଲିମ ରେ ମଧ୍ୟ ତାଙ୍କର ଅଭିନୟ ର ଯାଦୁ ଦେଖାଇଛନ୍ତି |

ଝିଲ୍ଲୀକ ଭଟ୍ଟା ଚାର୍ଯ୍ୟ ଙ୍କର ଜନ୍ମ ଓ ପୋରସନାଲ ଲାଇଫ ଷ୍ଟାଇଲ :-

ଯାହା କୁହାଯାଉଛି କି ଝିଲ୍ଲୀକ ଭଟ୍ଟା ଚାର୍ଯ୍ୟ 1 ଜୁନ ରେ ପଶ୍ଚିମବଙ୍ଗ ରେ ଜନ୍ମ ଗ୍ରହଣ କରିଥିଲେ |ଜଣେ ବହୁତ ଭଲ ଏକ୍ଟର ଓ ଡାନ୍ସର ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଝିଲ୍ଲୀକ | ତାଙ୍କର ବାପା ଙ୍କ ନାଁ ମୃତୁଞ୍ଜୟ ଭଟ୍ଟା ଚାର୍ଯ୍ୟ ହୋଇଥିବା ବେଳେ ତାଙ୍କର ମା ଙ୍କର ନାମ ସୁମନା ଭଟ୍ଟା ଚାର୍ଯ୍ୟ ବୋଲି କୁହାଯାଉଛି | ଆଉ ତାହା ସହିତ କୁହାଯାଉଛି କି ଝିଲ୍ଲୀକ ଭାରତ ନାଟ୍ୟମ ଓ କଥକ ରେ ଟ୍ରେନିଂ ନେଉଥିଲେ | ତାହା ସହିତ ଝିଲ୍ଲୀ ପ୍ରିୟରଞ୍ଜନ ଘୋଡେଇ ଙ୍କୁ 11 ମାର୍ଚ୍ଚ 2020 ରେ ବିବାହ କରିଥିଲେ | ତାଙ୍କର ଟୁଇନ୍ସ ଝିଅ ମଧ୍ୟ ଅଛନ୍ତି |

ତେବେ ପ୍ରଥମେ ବେଙ୍ଗଲୀ ଫ୍ଲିମ ତମେ ଭାଲ ବାସୀ ରେ ନିଜର ଅଭିନୟ କେରିୟର ଆରମ୍ଭ କରିଥିଲେ ଓ ତାହା ପରେ ଅନେକ ବେଙ୍ଗଲୀ ଫ୍ଲିମ ମଧ୍ୟ କରିବା ପରେ ଟାର୍ଗେଟ ଫ୍ଲିମ ମାଧ୍ୟମରେ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି କୁ ଏଣ୍ଟ୍ରି କରିଥିଲେ ଝିଲ୍ଲୀକ | ତାହା ସହିତ ଅଭିନୟ କୁ ନେଇକି ଅନେକ ଫ୍ଲିମ ଆୱାର୍ଡ ମଧ୍ୟ ପାଇଛନ୍ତି ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ବୋଲି କୁହାଯାଉଛି ଓ ଫ୍ଲିମ ଜଗତରେ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି |

ତେବେ ଏହା ଥିଲା ଅଲିଉଡ ଫ୍ଲିମ ଏକ୍ଟର ଝିଲ୍ଲୀକ ଭଟ୍ଟା ଚାର୍ଯ୍ୟ ଙ୍କ ବିଷୟରେ କିଛି ସୂଚନା | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment