ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ନିଜ ମୁଣ୍ଡର ରୁପିକୁ ନେଇ ଅଧିକ ସମସ୍ୟା ଲାଗି ରହିଛି, ଏହି କାରଣରୁ ବ୍ୟକ୍ତି ଅଧିକ ସମୟ ଚିନ୍ତାରେ ରହୁଛି |ଏହି ରୁପି ସମସ୍ୟା ଥିଲେ ବ୍ୟକ୍ତିଙ୍କର ମୁଣ୍ଡରେ ସର୍ବଦା ରୁପି ଉଠି ଅଳିଆ ଜଣାଯାଏ, ଏହି ସମସ୍ୟା କାରଣରୁ ସେମାନଙ୍କ ମୁଣ୍ଡ ମଧ୍ୟ ଅଧିକ ସମୟ କୁଣ୍ଡେଇ ହୋଇଥାଏ |ଅଧିକ ରୁପି ସମସ୍ୟା ଥିଲେ ବ୍ୟକ୍ତି ମୁଣ୍ଡ କୁଣ୍ଡାଇବା ସମୟରେ ଏହା ଅଧିକ ବାହାରି ଥାଏ, ଆପଣ ଯେତେ ଚେଷ୍ଟା କଲେ ମଧ୍ୟ. ଏହାକୁ ମୂଳରୁ ଭଲ କରିପାରନ୍ତି ନାହିଁ |ମୁଁ ଆଜି ଆପଣକୁ ଏହି ରୁପି କାହିଁକି ହୁଏ ଏହାର ପ୍ରକୃତ କାରଣ, ଲକ୍ଷଣ ଓ ଏହାର ପ୍ରୋପର ଚିକିତ୍ସା ବିଷୟରେ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି କଥା ସମ୍ପର୍କ ସମ୍ପୂର୍ଣ କଥା ଜାଣିବା |
କାରଣ :-
ଏହା ପ୍ରାକୃତିକ ଅଟେ ମାତ୍ର ଏହି ରୁପି ସମସ୍ୟା କୌଣସି ରୋଗ ହୁଇନଥାଏ ଏହା ଏକ ଫ୍ଲୋଙ୍ଗାଲ ଇନଫେକ୍ସନ କାରଣରୁ ହୋଇଥାଏ |ଯେଉଁ ବ୍ୟକ୍ତିଙ୍କ ଠାରେ ଫ୍ଲୋଙ୍ଗାଲ ଇନଫେକ୍ସନ ସହିତ ସୋରିଆଶିଷ ପରି ରୋଗ ରହିଥାଏ ତେବେ ତାଙ୍କ ଠାରେ ମଧ୍ୟ ରୁପି ପରି ସମସ୍ୟା ଦେଖା ଦେଇଥାଏ |ଏହା ସହିତ ଯଦି ବ୍ୟକ୍ତି ଠାରେ ଆପଣ ସେଫଲିକ ହେମଟାଇଟିସ ରହିଥାଏ ତେବେ ମଧ୍ୟ ବ୍ୟକ୍ତିଙ୍କୁ ଏହି ରୋଗ କାରଣରୁ ରୁପି ଅଧିକ ମାତ୍ରାରେ ହୋଇଥାଏ |ଏହା କେତେକ ବ୍ୟକ୍ତିଙ୍କ ଠାରେ ଭିଟାମିନ ଅଭାବରୁ ମଧ୍ୟ ଦେଖାଯାଏ |
ଲକ୍ଷଣ :-
ଯଦି ଆପଣଙ୍କ ମୁଣ୍ଡରେ ଲାଲ ହୋଇ ଚୁପା ଛାଡିଲା ପରି ଲାଗିଥାଏ ତେବେ ଆପଣକୁ ସୋରିଆଶିଷ ହୋଇଛି ବୋଲି ଆପଣ ଜାଣିବେ,ଏହା ସହିତ ଆପଣଙ୍କ ଶରୀର ହେୟାର ଜାଗା ଗୁଡିକ ଯଦି ଲାଲ ପଡି ଫୁଲିଯାଏ ତେବେ ମଧ୍ୟ ଏହା ଆପଣଙ୍କ କୌଣସି ରୋଗ କାରଣରୁ ହୋଇଛି ବୋଲି ଆପଣ ଜାଣିବେ |
ଚିକିତ୍ସା :-
ପ୍ରଥମେତଃ ଏହାର ପ୍ରକୃତ କାରଣ ଆପଣ ବାହାର କରିବା ଉଚିତ ଏହା ସହିତ ଆପଣଙ୍କର ଏହି ସମସ୍ୟା ଯଦି କୌଣସି ରୋଗ କାରଣରୁ ହୋଇଥାଏ ତେବେ ଆପଣ ଏହାର ଚିକିତ୍ସା ଭଲ ଭାବରେ କରି ନିଅନ୍ତୁ |ଏହା ସହିତ ଆପଣ ରୁପି କମାଇବା ପାଇଁ ଏହାର ରେଗୁଲାର କ୍ଲିନ ମସାଜ କରନ୍ତୁ ପରେ ଆପଣ ନିଜ ମୁଣ୍ଡରେ ରାତିରେ ତେଲ ଲଗାଇ ତାହାକୁ ଦିନରେ ଭଲରେ ସାମ୍ପୋ କରନ୍ତୁ |
ଆପଣ ସପ୍ତାହରେ ଥରେ ନିଜ ମୁଣ୍ଡରେ ଫ୍ଲୋଙ୍ଗାଲ ଇନଫେକ୍ସନ ନବଢ଼ାଇବା ପାଇଁ ଏକ ସେମ୍ପୋ ବ୍ୟବହାର କରନ୍ତୁ,ଏହା ସହିତ ଆପଣ ନିଜର ଆବଶ୍ୟକ ଅନୁଯାଇ ସବୁଜ ପନିପରିବା ସହିତ ପ୍ରତ୍ୟେକ ଦିନ ମାଛ ମାଂସ ମଧ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ |ନିଯେ ପ୍ରତ୍ୟେକ ଦିନ ଆପଣ ନିଜ ମୁଣ୍ଡର ଚୁଟିକୁ ଭଲରେ କ୍ଲିନ କରନ୍ତୁ ପରେ ଆପଣଙ୍କ ରୁପି ଉଠିବା ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।