IAS ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନ – ଝିଅମାନେ ସବୁ ଲୁଗା କେବେ କାଢିଥାନ୍ତି ? 90% ଲୋକ ଫେଲ ହୋଇଛନ୍ତି ସାହାସ ଅଛି ତ ଉତ୍ତର ଦିଅ

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମଣିଷ ର ଉନ୍ନତି ପାଇଁ କେବଳ ବିଷୟ ସମ୍ବଧୀୟ ପାଠ ଜାଣିଲେ ହେବ ନାହିଁ ପାଠ ସହିତ ଅନ୍ୟ ସାଧାରଣ ଜ୍ଞାନ ବିଷୟରେ ମଧ୍ୟ ଜାଣିବାର ଆବଶ୍ୟକତା ଅଧିକ ପରିମାଣରେ ରହିଥାଏ ବୋଲି କୁହାଯାଉଛି | ତେବେ ଆଜି ମୁଁ ଆପଣ ମାନଙ୍କୁ ସେମିତି କିଛି କଥା କହିବାକୁ ଯାଉଛି ତାହା ହେଉଛି IAS ପରୀକ୍ଷାରେ ପଚରା ଯାଇଥିବା କେତେକ ପ୍ରଶ୍ନ ବିଷୟରେ | ତେବେ କୁହାଯାଉଛି କି IAS ପରୀକ୍ଷା ରେ ମଧ୍ୟ ଅନେକ ମଜାଳିଆ ପ୍ରଶ୍ନ ଗୁଡିକ ପଚାରା ଯାଇଥାଏ ଯାହାର ଉତ୍ତର ପିଲାମାନେ ଦେଇ ପାରନ୍ତି ନାହିଁ | ଆଉ ସାଧାରଣ ଜ୍ଞାନ ବିଷୟରେ ଜାଣିବା ର ଆବଶ୍ୟକତା ଯଥେଷ୍ଟ ପରିମାଣରେ ରହିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ IAS ପରୀକ୍ଷା ରେ ପଚାରା ଯାଉଥିବା ମଜାଳିଆ ପ୍ରଶ୍ନ ଆଉ ଉତ୍ତର ବିଷୟରେ ଜାଣିବା |
ତେବେ କୁହାଯାଏ କି କେବଳ ବହି ରେ ଥିବା ପ୍ରଶ୍ନ ଉତ୍ତର ବିଷୟରେ ଜାଣିଲେ ଆମର ଜ୍ଞାନ ବଢ଼ି ନ ଥାଏ ବହି ସହିତ ଆମ ସାଧାରଣ ଜ୍ଞାନ ର ମଧ୍ୟ ବିଶେଷ ଭାବରେ ଆବଶ୍ୟକତା ରହିଛି ବୋଲି କୁହାଯାଉଛି | ତେବେ ଆସନ୍ତୁ କେତେକ ମଜାଳିଆ ପ୍ରଶ୍ନ ଆଉ ଉତ୍ତର ବିଷୟରେ ଆଲୋଚନା କରିବା ଯାହା IAS ପରୀକ୍ଷା ରେ ପଚାରା ଯାଏ |
ପ୍ରଶ୍ନ 1:-ବିଶ୍ଵର ସର୍ବ ବୃହତ୍ ତ୍ରିକୋଣ ଭୂମି ସୁନ୍ଦରବନ କେଉଁଠାରେ ଅବସ୍ଥିତ ହୋଇଛି?
ଉତ୍ତର :- ବାଂଲାଦେଶ
ପ୍ରଶ୍ନ 2:-ତାହା କଣ ଯାହାକୁ ଭାଙ୍ଗିଲା ପରେ ହିଁ ଜଣେ ଖୁସି ହୋଇଥାନ୍ତି ?
ଉତ୍ତର :-ରେକର୍ଡ
ପ୍ରଶ୍ନ 3:-ଝିଅମାନେ  ସବୁ  ଲୁଗା କେତେବେଳେ ନିଜ ଦେହରୁ କାଢିଥାନ୍ତି ?
ଉତ୍ତର – ଗାଧୋଇଲା ସମୟରେ
ପ୍ରଶ୍ନ 4:-ତାହା କଣ ଅଟେ ଯାହାକୁ ବ୍ୟବହାର କରିବା ପାଇଁ ହେଲେ ତାହାକୁ ପ୍ରଥମେ ଭାଙ୍ଗିବା ପାଇଁ ପଡିଥାଏ?


ଉତ୍ତର :-ଅଣ୍ଡା
ପ୍ରଶ୍ନ 5:-2011 ଜନ ଗଣନା ଅନୁସାରେ ହିନ୍ଦୀ ଏବଂ ବେଙ୍ଗଲୀ ପରେ ତୃତୀୟ ସର୍ବାଧିକ ବ୍ୟବହୃତ ହେଉଥିବା କଥିତ ଭାଷା ର ନାମ କଣ ଅଟେ?
ଉତ୍ତର – ମରାଠୀ
ପ୍ରଶ୍ନ 6:-ପୁରୁଷ ମାନେ କଣ ପିନ୍ଧିଥାନ୍ତି ସେମାନଙ୍କର ପ୍ୟାଣ୍ଟ ତଳେ?
ଉତ୍ତର :-ଚପଲ

ପ୍ରଶ୍ନ 7:-ମାମୁ ଘରେ ଗୋଠେ ଗାଈ ରାତି ପାହିଲେ ଗୋଟେ ନାହିଁ ତାହା କଣ ଅଟେ?
ଉତ୍ତର :-ତରା
ପ୍ରଶ୍ନ 8:-ସବୁଠାରୁ ଦ୍ରୁତ ଗତିରେ ଗିଏ ଚାଲିଥାଏ ବୋଲି କୁହାଯାଏ?
ଉତ୍ତର :-ମାନ
ପ୍ରଶ୍ନ 9:-ଟିକି ବାଛୁରୀ ଗୋଳାରେ ପଘା ଟିକି ଦାନ୍ତରେ କାମୁଡ଼ି ଲୁଗା ସେ କିଏ?
ଉତ୍ତର :-ଛୁଞ୍ଚି ସୂତା
ତେବେ ଏହା ଥିଲା ସେହି ମଜାଳିଆ କେତେକ ପ୍ରଶ୍ନ ଏମିତି ଅନେକ ପ୍ରଶ୍ନ ରହିଛି ଯାହାକୁ ସାଧାରଣ ଜ୍ଞାନ ଭାବରେ IAS ପରୀକ୍ଷା ରେ ପୋଚରାଯାଇଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment