ଝିଅ ପିଲାମାନେ କଣ ହଲେଇ ହଲେଇ ଚାଲନ୍ତି… Mr Kanehiya ନୂଆ ଫିଲ୍ମ କମେଡି.. ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ଦର୍ଶକ ବନ୍ଧୁ ବହୁତ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ର ଭିଡ଼ିଓ ଭାଇରାଲ ହେଉଥିବା ର ଆପଣ ମାନେ ସମସ୍ତେ ଦେଖିଥିବେ | ତେବେ ଏହି ସମସ୍ତ ଭାଇରାଲ ଭିଡ଼ିଓ ଭିତରୁ କେତେକ ଆମକୁ ଭଲ ଲାଗିଥାଏ ତୋ ପୁଣି କେତେକ ଭିଡ଼ିଓ ଆମ ମନକୁ ନିରାଶ କରିଥାଏ | ତେବେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ଦର୍ଶକ ମାନଙ୍କ ମନ କୁ ଛୁଇଁଛି ବୋଲି ଜଣା ପଡିଛି | ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ଅଲିଉଡ ର କମେଡ଼ି କିଙ୍ଗ ପପୁ ପମ ପମ ଓ ଝିଲ୍ଲୀକ ଙ୍କର ଫ୍ଲିମ ମିଷ୍ଟର କହେଁଇଆ |ତାହାଲେ ଆସନ୍ତୁ ବନ୍ଧୁଗଣ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ତେବେ ଆପଣ ମାନେ ଅନେକ ଅଭିନେତା ଙ୍କୁ ଦେଖିଥିବେ ତେବେ ତାହା ମଧ୍ୟରେ ପପୁ ପମ ପମ ଙ୍କର କମେଡି ସହିତ ଅଭିନୟ କୁ ଓଡିଶା ର ଅଗଣିତ ଦର୍ଶକ ମାନେ ଅଧିକ ପସନ୍ଦ କରିଥାନ୍ତି | ଆଉ ଯାହା ଦେଖିବାକୁ ମିଳିଛି କି ଏବେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଦେଖାଯାଇଛି ତାହା ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ପପୁ ପମ ପମ ଙ୍କର | ତେଵେ ନିଜର ଅଭିନୟ ମାଧ୍ୟମ ସେ ଲୋକଙ୍କ ମନ କୁ ଜିତି ଆଜି ସେ ଏ ସ୍ଥାନରେ ପହଞ୍ଚିଛନ୍ତି |

ଆଉ ଯାହା କୁହାଯାଉଛି କୋ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ସେ ବିଭିନ୍ନ କ୍ଷେତ୍ରରେ ଦର୍ଶକ ମାନଙ୍କ ମନ ରେ ହସ ଭରି ଆସିଛନ୍ତି | କୁହାଯାଏ ଯେ ଦୁନିଆରେ ସବୁଠାରୁ କଷ୍ଟ କାମ ହେଉଛି କାହାକୁ ହସାଇବା | ତେବେ ସେ ଲୋକଙ୍କ ମୁହଁରେ ହସ ଫୁଟାଇବା ନିଜକୁ ସମର୍ପଣ କରିଛନ୍ତି | ଖାଲି ଏତିକି ନୁହେଁ ସେ ଜଣେ ଭଲ ଗାୟକ ବୋଲି ମଧ୍ୟ କୁହାଯାଏ | ଏବେ ଯେଉଁ ଭିଡ଼ିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ତାହା ହେଉଛି ଚଳଚ୍ଚିତ୍ର “ମିଷ୍ଟର କହ୍ନେୟା “ଏକ କମେଡି ଭିଡ଼ିଓ ଯେଉଁ ଥିରେ ଦେଖା ଯାଇଛି ଯେ କଲେଜ ରେ ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲୀକ ତାଙ୍କୁ କିଛି ପ୍ରଶ୍ନ ପଚାରିବା ଦେଖା ଯାଇଥିଲା ଓ ତାହାର ଉତ୍ତର ପପୁ ବହୁତ ସୁନ୍ଦର ଭାବରେ ରଖିଥିଲେ |

ତାପରେ ପପୁ ମଧ୍ୟ କିଛି ପ୍ରଶ୍ନ ପଚାରିବାର ଲାଗିଛନ୍ତି ହିରୋଇନ ଝିଲ୍ଲୀକ ଙ୍କୁ, ଆଉ ପପୁଙ୍କର ଏହି ପ୍ରଶ୍ନ ଏମିତି ଥିଲା ଯେ ତାହା ଶୁଣି କ୍ଲାସ ରେ ସମସ୍ତ ଯୁବତୀ ହସିବା ଆରମ୍ଭ କରିଦେଇଥିଲେ | ହେଲେ ଝିଲ୍ଲୀକ ଏହାର ଉତ୍ତର ଦେଇ ପାରିନଥିଲେ, ତାପରେ ଜଣେ ଝିଅ ନିଜର ଭଲ ପାଇବା ପାଇଁ କଲେଜ ଛାତ ଉପରୁ ଡେଇଁ ପାଇଁ ଚେଷ୍ଟା କରୁଥିଲା | ହେଲେ ପପୁ ଯାଇ ତାଙ୍କୁ ରକ୍ଷା କରିଥିଲେ | ଏମିତି ବିଭିନ୍ନ ପ୍ରକାର କମେଡି, ଡ୍ରାମା, କୁ ନେଇ ହେଇଥିବା ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା | ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment