ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆପଣ ମାନେ ବହୁତ ପ୍ରକାର ଭାଇରାଲ ଭିଡ଼ିଓ ଦେଖିବାକୁ ପାଉଥିବେ || ହେଲେ ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଦେଖା ଯାଇଛି ଯାହାକୁ ଦେଖିଲେ ଆପଣ ଆପଣଙ୍କ କିଛି ପୁରୁଣା ସ୍ମୁତି ମନେ ପୋଡିଯିବା ସହିତ ଆପଣଙ୍କୁ ଖୁସି ମଧ୍ୟ ଲାଗିବ | ତେବେ ସେହି ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖା ଯାଇଛି ଯେ ଓଡିଶା ବହୁତ ପ୍ରଶଂସିତ ଓ ପ୍ରସିଦ୍ଧ ଖଳନାୟକ ଭାବରେ ଅଭିନୟ କରୁଥିବା ହର ପଟ୍ଟନାୟକ ଙ୍କ ଏକ ବହୁ ପ୍ରଶଂସିତ ଡାଇଲଗ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ଅଧିକ ଜାଣିବା |
ଆପଣମାନେ ଜାଣିଛନ୍ତି ଯେ ଓଡିଶା ବେଶ ଲୋକପ୍ରିୟ ଅଭିନେତା ଯାହାଙ୍କର ଅଭିନୟ ର ଯାଦୁ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇବା ସହିତ ଓଡ଼ିଶାର ଘରେ ଘରେ ପ୍ରସଂଶା ଅର୍ଜନ କରିଥିବା ଖଳନାୟକ ଭାବରେ ଅଭିନୟ କରୁଥିବା ହର ପଟ୍ଟନାୟକ ଙ୍କ ମୃତ୍ୟୁ ପରେ ମଧ୍ୟ ଓଡ଼ିଶାର ଲୋକ ଙ୍କ ମନରେ ଅଛନ୍ତି | ଆଉ ଯାହା କୁହାଯାଉଛି କି ଓଡିଶା ଫ୍ଲିମ ଇଣ୍ଡଷ୍ଟ୍ରି ତାଙ୍କର ସ୍ଥାନ ଆଜି ପର୍ଯ୍ୟନ୍ତ କେହି ପୁରୁଣ କରିପାରିନାହାନ୍ତି | ତେବେ ହର ପଟ୍ଟନାୟକ ଙ୍କ ଓଡ଼ିଆ ଫ୍ଲିମ ଥିବା ଅବଦାନ ଅମୁଲ୍ୟ ଥିଲା ଯାହା କେବେ ବି କେହି ଭୁଲି ପାରିବ ନାହିଁ | ତେବେ ସେ ଓଡ଼ିଆ ବିଭିନ୍ନ ଫିଲ୍ମ କରି ଆଜି ଘରେ ଘରେ ବେଶ ପରିଚିତ ଅଛନ୍ତି |
ତେବେ ତାଙ୍କର ଏକ ଫ୍ଲିମର ବହୁ ପ୍ରଶଂସିତ ଡାଇଲଗ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯାହାକୁ ଦେଖି ପ୍ରଶଂସକ ମାନେ ବହୁତ ଖୁସି ଥିବା କୁହାଯାଇଛି | ତେବେ ତାଙ୍କର ସେହି ଡାଇଲଗ ସେତେବେଳେ ବହୁତ ଲୋକ ପ୍ରଶଂସା କରିବା ସହିତ ତାଙ୍କୁ ବହୁତ ଭଲ ପାଇବା ଦେଇଥିଲେ | ଆଉ ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖାଇଛି ତାହା ହେଉଛି ଓଡିଶା ଜଣେ ଲୋକ ଅଭିନେତା ଡିସ୍କୋ ରେଡି ଙ୍କ ର |
ଆଉ ସେ ହର ପଟ୍ଟନାୟକ ଙ୍କ ବହୁ ଚର୍ଚ୍ଚିତ ଡାଇଲଗ ” ନାଇଁ ନାଇଁ ମୋ ” ଯାହା ହର ପଟ୍ଟନାୟକ ଅର୍ଜୁନ ଫ୍ଲିମ ରେ ବହୁ ସୁନ୍ଦର ଭାବରେ ଉପସ୍ଥାପନ କରି ବହୁତ ପ୍ରଶଂସା ସାଉଁଟି ଥିଲେ | ତାଙ୍କର ସେହି ଡାଇଲଗ କୁ ପୁଣି ଥରେ ଅଭିନେତା ଡିସ୍କୋ ରେଡି ଅବିକଳ ନକଲ କରି ଏବେ ବେଶ ଚର୍ଚ୍ଚାରେ ଥିବା କୁହାଯାଇଛି | ହଁ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବା ରେ ଦେଖା ଯାଇଛି ଓ ଯାହା ପୁରୁଣା ସେହି ହର ଭାଇଙ୍କ କଥା କୁ ମନେ ପକେଇ ଦେଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।