Swastik Tv News Odisha

Jyotisha Shastra – ଆଜି ରାତିରେ ଶୋଇବା ପୁର୍ବରୁ ଜପିଦିଅନ୍ତୁ ଏହି ମନ୍ତ୍ର ମାଗିବା ପୁର୍ବରୁ ପୁରଣ ହେବ ସବୁ ମନୋସ୍କମନା

0

ପ୍ରାଚୀନ ଧର୍ମ ଗ୍ରନ୍ଥ ଅନୁସାରେ କିଛି କାମ ଏପରି ଯାହାକୁ କଲେ ବ୍ୟକ୍ତି ହନୁମାନ କୃପାରୁ ବଞ୍ଚିଯାଏ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ହନୁମାନ ଚାଳିଶା ପାଠ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏପରି କିଛି କାର୍ଯ୍ୟ ବିଷୟରେ ଜଣେଇବୁ , ଯେଉଁ ଘରର ସଦସ୍ୟ ଏହି କାମକୁ କରନ୍ତି ଏପରି ଘରେ ମହାଲକ୍ଷ୍ମୀ ବାସ କରନ୍ତି ନାହିଁ । ତ ଆସନ୍ତୁ ଜାଣିନେବା କେଉଁମାନେ ସେହି ଲୋକ ଅଟନ୍ତି ଯେଉଁ ମାନଙ୍କ ଉପରେ ହନୁମାନ କୃପା କରନ୍ତି ନାହିଁ । ସେହି ମନ୍ତ୍ର ଟି ହେଉଛି ” ଜୟ ଶ୍ରୀରାମ ” ।

1. ଇଶ୍ୱରଙ୍କୁ ବିଶ୍ୱାସ କରୁ ନଥିବା ଲୋକ :-

ଯେଉଁ ଘରେ ସର୍ବଦା ଇଶ୍ୱରଙ୍କର ଅପମାନ କରାଯାଉଥାଏ ବା ଇଶ୍ୱରଙ୍କ ଉପରେ ବିଶ୍ୱାସ ନଥାଏ ,ଏପରି ଲୋକଙ୍କ ଉପରେ ଭଗବାନ କେବେ କୃପା କରି ନଥାନ୍ତି । ଯେଉଁ ଘରେ ଶ୍ରୀରାମଙ୍କୁ ଅପମାନ କରାଯାଏ , ଏପରି ଦୁଷ୍ଟ ଲୋକଙ୍କୁ ଦଣ୍ଡପାତ୍ର ମାନାଯାଏ ।

2 . ମାଂସ ସବୁବେଳେ ସେବନ କରିବା :-

ଯେଉଁ ଘରର ସଦସ୍ୟ ସବୁବେଳେ ମାଂସ ଏବଂ ମଦ୍ୟ ସେବନ କରନ୍ତି ଏପରି ଘରୁ ମା ଲକ୍ଷ୍ମୀ ଚାଲିଯ।ଆନ୍ତି । ଏପରି ଘରେ ରହୁଥିବା ଲୋକ ସବୁବେଳେ ଦରିଦ୍ର ହିଁ ରୁହନ୍ତି , ଶାସ୍ତ୍ର ଅନୁସାରେ ଯେଉଂ ଘର ଲୋକ ସବୁଦିନେ ମାଂସ ଅଥବା ନିଶାଦ୍ରବ୍ୟ ସୋବନ କରନ୍ତି ଏପରି ଲୋକଙ୍କୁ ହନୁମାନଙ୍କ କୃପା କେବେବି ମିଳେ ନାହିଁ ।

3. ମହିଳାଙ୍କ ଅପମାନ :-

ଯେଉଁ ଘରେ ମହିଳାଙ୍କ ସହିତ ଦୁଃବ୍ୟବହାର କରାଯାଏ , ଯେଉଁଠାରେ ପୁରୁଷ ନିଜର ମରଦ ପଣିଆ ଦେଖାଇ ମହିଳା ଉପରକୁ ହାତ ଉଠାଇଥାଏ ଅଥବା ସବୁଦିନେ ତାଙ୍କ ସହ ମାରପିଟ କରୁଥାଏ । ଏପରି ବ୍ୟକ୍ତିଙ୍କୁ ହନୁମାନ ଦଣ୍ଡର ପାତ୍ର ମାନିଥାନ୍ତି । ମୃତ୍ୟୁ ପରେ ଏହି ଲୋକ ନର୍କକୁ ଯାଆନ୍ତି କିନ୍ତୁ ନିଜର କର୍ମର ଦଣ୍ଡ ମୃତ୍ୟୁଲୋକରେ ରହିଲେ ମଧ୍ୟ ଭୋଗିଥାନ୍ତି ।

4. ପରିବାରରେ ଏକତା ନଥାଏ :-

ଯେଉଁ ଘରେ ରହୁଥିବା ପରିବାର ଲୋକଙ୍କ ମଧ୍ୟରେ ଏକତା ନଥାଏ , ଭାଇ ଭଉଣୀ ଙ୍କ ମଧ୍ୟରେ ସବୁବେଳେ ଝଗଡା ହୋଇଥାଏ , ଏପରି ଘରେ ରହୁଥିବା ଲୋକ କେବେ ସୁଖୀ ରହି ନଥାନ୍ତି । ହନୁମାନଙ୍କ କୃପାରୁ ବଞ୍ଚିତ ରହିଥାନ୍ତି ।

5. ଅଳିଆ ଥିବା ସ୍ଥାନ :-

ଯେଉଁ ଘରେ ସବୁବେଳେ ଅଳିଆ ଥାଏ , ଯେଉଁଠାରେ ରହୁଥିବା ଲୋକ ସବୁବେଳେ ନିନ୍ଦା କରୁଥାନ୍ତି ଏପରି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

6. ପ୍ରାଣୀଙ୍କର ହତ୍ୟା :-

ଯେଉଁ ଘରେ ପ୍ରାଣୀଙ୍କର ହତ୍ୟା କରାଯାଏ କିମ୍ୱା କଷ୍ଟ ଦିଆଯାଏ ଏପରି ଘରେ ରହୁଥିବା ଲୋକଙ୍କ ଉପରେ ହନୁମାନ ରାଗିଥାନ୍ତି ଅଥବା ଦଣ୍ଡର ପାତ୍ର ମାନିଥାନ୍ତି ।

7. ସନ୍ଥଙ୍କର ଅପମାନ :-

ଯେଉଁ ଘରେ ସନ୍ଥଙ୍କ ଅପମାନ କରାଯାଏ ଏବଂ ତାଙ୍କ ବିଷୟରେ ଖରାପ ପ୍ରଚାର କରାଯାଏ ଏପରି ଲୋକଙ୍କ ଉପରେ ହନୁମାନ ନାରାଜ ରୁହନ୍ତି ।

8. ଚରିତ୍ରହୀନା ଲୋକ :-

ଯେଉଁ ଘରେ ଚରିତ୍ରହୀନ ଲୋକ ରୁହନ୍ତି ,ପର ସ୍ତ୍ରୀ ଉପରେ ନଜର ରଖନ୍ତି ଅଥବା ତାଙ୍କ ସହିତ ଶାରୀରିକ ସମ୍ୱନ୍ଧ ରଖନ୍ତି ତ ଏପରି ଘରୁ ମଧ୍ୟ ହନୁମାନ ଚାଲିଯାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.