Jyotisha Shastra – ତୁଳା ରାଶି ର ଜାତକ ଫଳ ! ତୁଳା ରାଶି ର ପ୍ରେମ,ବିଦ୍ୟା ,ବୁଦ୍ଧି,ଚାକିରି ଫଳ… ତୁଳା ରାଶି ବ୍ୟକ୍ତି ନିହାତି ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ତୋ ଜାଣିଥିବେ ଗ୍ରହ ମାନଙ୍କର ଗତି ପଥର ପରିବର୍ତ୍ତନ ଯୋଗୁଁ ରାଶି ମାନଙ୍କର ଗତି ପଥ ମଧ୍ୟ ପରିବର୍ତ୍ତନ ହେଇଥାଏ | ଯାହା ଜ୍ୟୋତିଷ୍କ ମାନେ ବହୁ ଆଗରୁ ବର୍ଣ୍ଣନା କରିଛନ୍ତି | ତେବେ ଏହି ଗ୍ରହ ମାନଙ୍କ ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ମଣିଷ ଉପରେ ସିଧାସଳଖ ପଡିଥାଏ ବୋଲି କୁହାଯାଏ | ତେବେ ଏହି ଗ୍ରହ ମାନଙ୍କର ଗତିପଥର ପରିବର୍ତ୍ତନ ଯୋଗୁଁ ଏହି ତୁଳା ରାଶି ରେ ଦେଖିବାକୁ ମିଳିବ ଅପୂର୍ବ ଖୁସି ସାଙ୍ଗ କୁ ତା ସହିତ ଧନର ବର୍ଷା ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଗ୍ୟଶାଳୀ ତୁଳା ରାଶି ବିଷୟର ଯେଉଁ ରାଶି ରେ ରହିଛି ଅଚାନକ ଧନ ପ୍ରାପ୍ତି ର ଯୋଗ | ହଁ ଦର୍ଶକ ବନ୍ଧୁ ତାହାଲେ ଆସନ୍ତୁ ଜାଣିବା ସେ ତୁଳା ରାଶି ଭାଗ୍ୟ ଭାଗ୍ୟ ଫଳ ବିଷୟରେ |

ତାହାଲେ ବନ୍ଧୁ ଗଣ ଆପଣ ମାନେ ଜାଣିଛନ୍ତି ତୁଳା ରାଶି ର ଅଧିପତି ହେଉଛି ଶୁକ୍ର ତେଣୁ ଏହି ତୁଳା ରାଶି ବ୍ୟକ୍ତି ମାନେ କାର୍ଯ୍ୟକ୍ଷେତ୍ରରେ କ୍ଷମତାଠୁଁ ଅଧିକ ଦାୟିତ୍ବ ନେବେ ଲୋକମାନଙ୍କୁ ନିଜ କଥାରେ ସହମତ କରାଇନେବେ ବିଶେଷ ପ୍ରସଙ୍ଗ ନେଇ ଆପଣଙ୍କ ଭାବନା ବଦଳିପାରେ | ତା ସହିତ ଭାବନାରେ ସକାରାତ୍ମକ ପରିବର୍ତ୍ତନ ଆସିବ ଯାହା ତୁଳା ରାଶି ଙ୍କ ପାଇଁ ଲାଭଦାୟକ ବୋଲି କୁହାଯାଉଛି,ମହିଳାମାନଙ୍କ ଲାଗି ଦିନଟି ଭଲ ବିଭିନ୍ନ କ୍ଷେତ୍ର ରୁ ଆପଣଙ୍କୁ ଚାକିରୀ ପାଇଁ ସୁଯୋଗ ମିଳିବ | ଛାତ୍ର ଛାତ୍ରୀ ପାଇଁ ଦିନ ଗୁଡିକ ଭଲ ରହିବ | ପ୍ରେମ କରୁଥିଲେ ଏହି ସମୟରେ ଟିକେ ସାବଧାନ ରହିବେ | କୌଣସି କଥା କୁ ନେଇ ଦୁହିଁଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହେଇପାରେ |

ତେବେ ଏହି ତୁଳା ରାଶିର ବ୍ୟକ୍ତି ମାନେ ବିରୋଧୀମାନଙ୍କ ଉପରେ ବିଜୟ ହାସଲ କରିବେ ନୂଆ ଉଦ୍ୟୋଗ ଗଢ଼ିବା ଲାଗି ଭାବିବେ | ଯାହା ବି କାମ କରିବାକୁ ଚାହିବେ ତାହା ପୂରା ହୋଇଯିବ ବନ୍ଧୁମାନଙ୍କର ସହଯୋଗ ପାଇବେ ଜୀବନସାଥୀ ସହ ବାହାରକୁ ବୁଲି ଯାଇପାରନ୍ତି, | ପାରିବାରିକ ଜୀବନ ମଧ୍ୟ ଖୁସିରେ କୋଟିବ | ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ ମହିଳାମାନଙ୍କ ଲାଗି ଦିନ ଗୁଡିକ ଭଲ ରହିବ | ଭବିଷ୍ୟତ ଲାଗି ବିଶେଷ ନିଷ୍ପତ୍ତି ନେବେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ | କୌଣସି ଦୂର ସ୍ଥାନ କୁ ଯିବାର ସମ୍ଭାବନା ରହିଛି | ଅନ୍ୟମାନଙ୍କର ବିଶେଷ ସାହାଯ୍ୟ ପାଇବେ |

ତେବେ ତୁଳା ରାଶିର ବ୍ୟକ୍ତି ମାନେ ଦିନ ମାନଙ୍କରେ ବିବାଦଠୁଁ ଦୂରରେ ରହନ୍ତୁ | ସନ୍ଧ୍ୟାରେ ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବା ପାଇଁ ଚେଷ୍ଟା କରନ୍ତୁ ସେମାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ | ସବୁବେଳେ ନିଜର କର୍ମ ଉପରେ ବିଶ୍ୱାସ ରଖନ୍ତୁ ଦେଖିବେ ଆପଣଙ୍କ ର ଏହି ଦିନ ବହୁତ ଲାଭ ଓ ଶୁଭ ଦାୟକ ହେବ | ତାହାଲେ ଦର୍ଶକ ବନ୍ଧୁ ଏହା ତୁଳା ରାଶି ର ଭାଗ୍ୟ ଫଳ ବିଷୟରେ | ଆଉ ଯାହାକୁ ଜାଣି ରଖିବା ଭଲ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment