ପୂଜା କରିବା ସମୟରେ କିଛି ଲୋକଙ୍କ ଆଖିରୁ ପାଣି ଆସିଯାଏ , ତା ସହିତ କିଛି ଲୋକଙ୍କୁ ପୂଜା କରିବା ସମୟରେ ହାଇ ଏବଂ ଅଳସୁଆ ଲାଗିଥାଏ । ତା କିଛି ଲୋକଙ୍କୁ ଛଙ୍କ ଆସିଥାଏ ,ତ ଆଉ କିଛି ଲୋକଙ୍କୁ ଖରାପ ବିଚାର ଆସିଥାଏ । ଯେତେବେଳେ ଆପଣଙ୍କ ନିୟନ୍ତ୍ରଣ ସହିତ ପୂଜା ପାଠ କିମ୍ୱା ଧ୍ୟାନ କରିବା ସମୟରେ ଆମେ ଆମ ମାନଙ୍କ ଦ୍ୱାରା ଏମିତି କିଛି କାର୍ଯ୍ୟ ହୋଇଯାଏ । ଯେମିତି କି ହାଇ ଆସିବା , ନିଦ ଆସିବା , କାନ୍ଦିବା , ଛିଙ୍କ ଆସିବା , ତାହାଲେ ଏହାର ଅର୍ଥ ବିପରୀତ ମାନା ଯାଇଛି । ତେବେ ଆସନ୍ତୁ ଜାଣିବା ଏହିସବୁ ହେବାର କାରଣ କଣ ହୋଇଥାଏ ।
1. ଆଖିରୁ ଲୁହ ଆସିବା :-
ଯଦି ଆପଣ ଭଗବାନଙ୍କ ଆରୋଧନାରେ ଧ୍ୟାନରେ ବସିଛନ୍ତି ଏବଂ ଅଚାନକ ଭାବରେ ଆଖିରୁ ଲୁହ ବାହାରିବାରେ ଲାଗେ ତେବେ ଏହା ଇଶ୍ୱରଙ୍କର ସଙ୍କେତ ଅଟେ । ଆପଣଙ୍କର ଆତ୍ମା ଇଶ୍ୱରଙ୍କ ସହ ମିଳନ ହୋଇଛି , ଏମିତି ସମୟରେ ଆପଣଙ୍କର ମନସ୍କାମନା ଇଶ୍ୱରଙ୍କୁ ନିଶ୍ଚୟ କୁହନ୍ତୁ । ଯଦି ଆପଣଙ୍କର ପୂଜା କରିବା ସମୟରେ ଆଖିରୁ ପାଣି ଆସୁଛି ତେବେ ଏହା ମାନା ଯାଏ କି ଆପଣଙ୍କ ଅନ୍ତରମନର ଖରାପ ଗୁଣର ସଫା ହେଉଛି ।
2. ଜଳା ଜାଇଥିବା ଦୀପର ଜ୍ୟୋତି ବଢିବା :-
ଯେତେବେଳେ ଆପଣ ପୂଜା କରୁଛନ୍ତି ସେହି ସମୟରେ ଆପଣଙ୍କ ପାଖରେ ରଖାଯାଇଥିବା ଦୀପ ବା ଆରତିର ଜ୍ୟୋତି ବଢିଯାଏ ତେବେ ଏହା ଇଶ୍ୱରଙ୍କ ସଙ୍କେତ ହୋଇଥାଏ । ସେ ଆପଣଙ୍କ ପୂଜା ଏବଂ ଭକ୍ତିରେ ପ୍ରସନ୍ନ ହୋଇଛନ୍ତି , ଏମିତି ସମୟରେ ଆମକୁ ଇଶ୍ୱରଙ୍କର ପ୍ରାର୍ଥନା କରିବା ଉଚିତ୍ ।
3 ଫୁଲ ପ଼ିଡିବା :-
ଯଦି ଆପଣ ପୂଜା ବା ଧ୍ୟାନ କରିବା ପୂର୍ବରୁ ଭଗବାନଙ୍କ ପ୍ରତୀମାରେ ଫୁଲ ଚଢେଇଛନ୍ତି ଏବଂ ପୂଜା କରିବା ସମୟରେ ସେହି ଫୁଲ ଆପଣଙ୍କ ଦିଗରେ ପଡିଥାଏ । ତାହାଲେ ଏହାକୁ ବଡ ଶୁଭ ମନାଯାଏ , ଏହାର ଅର୍ଥ ଏହାକି ଆପଣଙ୍କ ଆରୋଧନାକୁ ଭଗବାନ ସ୍ୱୀକାର କରିଛନ୍ତି । ଏହାର ଫଳ ଆପଣଙ୍କୁ ଶୀଘ୍ର ପ୍ରାପ୍ତ ହେବାକୁ ଯାଉଛି ।
4. ଘର ଦ୍ୱାର ପାଖକୁ ଗାଈ ଆସିବା :-
ଭଗବାନ ଶିବ କହନ୍ତି ପୂଜା ବା ଆରତି ସମୟରେ ଘର ଦ୍ୱାର ମୁହଁ କୁ ଗାଈ ଆସିଲେ ଏହାକୁ ଭଲ ଶୁଭ ସଙ୍କେତ ମାନାଯାଏ । ଦ୍ୱାରା ପାଖକୁ ଆସିଥିବା ଗାଈର ପୂଜା କରନ୍ତୁ ଏବଂ ରୁଟି ଖାଇବାକୁ ଦିଅନ୍ତୁ । ଏଥିସହିତ ନମସ୍କାର କରି ଗୋମାତାଙ୍କୁ ଆପଣଙ୍କର ମନସ୍କାମନା କୁହନ୍ତୁ ।
ଯେବେ ଆମର ଧ୍ୟାନ ଭଗବାନଙ୍କ ପ୍ରତି ଯାଏ ନାହିଁ ଏବଂ ପୂଜା ପାଠ ବୋଝ ପରି ଲାଗିଥାଏ , ଯେଉଁଥିରେ ଆପଣ କୌଣସି ଧାର୍ମିକ ଗ୍ରନ୍ଥ ପଡିବା ପାଇଁ ଚାହାନ୍ତି ନାହିଁ , ପୂଜା ସମୟରେ ଅଳସ ଲାଗୁଛି ତେବେ ଆପଣ ବୁଝିଯିବାକୁ ପଡିବ ନେଗଟିଭ ଏନର୍ଜି ଆପଣଙ୍କ ସହିତ ଅଛି । ଏସବୁଠୁ ଦୂରେଇ ରହି ଭକ୍ତି ମାର୍ଗରେ ମନ ନିବେଶ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।