Jyotisha Shastra – ଶ୍ରୀକୃଷ୍ଣ ଙ୍କ ଅତି ପ୍ରିୟ ଏହି ୪ ରାଶି 2022 ରୁ 2030 ପର୍ଯ୍ୟନ୍ତ କୋଟିପତି ରାଶି

ବନ୍ଧୁମାନେ ଆମ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ମାନଙ୍କର ଜୀଵନ ସହିତ କିଛି ଭଗବାନଙ୍କର କିଛି ବିଶିଷ୍ଟ ସମ୍ପର୍କ ରହିଥାଏ ।ତେବେ ଏହା ସେହି ବ୍ୟକ୍ତି ମାନଙ୍କର ରାଶି ପାଇଁ ସମ୍ଭବ ହେଇଥାଏ, ତେବେ ବନ୍ଧୁମାନେ ଆମେ ଆଜି ଭଗବାନ ଶ୍ରୀକୃଷ୍ଣ ଙ୍କ ସହ କିଛି ବିଶିଷ୍ଟ ସମ୍ପର୍କ ଥିବା ରାଶି ଗୁଡିକ ବିଷୟରେ କହିବୁ ।ତେବେ ସେହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଜନ୍ମାଷ୍ଟମୀ ଠାରୁ ବହୁତ କିଛି ବଦଳି ଯିବ ।ଆଉ ମାତ୍ର ଚାରିଟି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଏମିତି କିଛି ପରିବର୍ତ୍ତନ ହେବ ଯାହା ଦୀର୍ଘ ଦଶ ବର୍ଷ ପର୍ଯ୍ୟନ୍ତ ଲାଗି ରହିବ ।

ତେବେ ଆପଣ ମାନେ ନିଅନ୍ତୁ ସେହି ଚାରିଟି ରାଶି କଣ କଣ, ଆଉ ଭଗବାନ ଶ୍ରୀକୃଷ୍ଣ କେମିତି ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଟିଛନ୍ତି ।

1.ବୃଷ ରାଶି:-
ବୃଷ ରାଶିର ବ୍ୟକ୍ତି ମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ ରାଶି ଅଟେ ।ତେଣୁ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଭଗବାନ ଶ୍ରୀକୃଷ୍ଣ ଙ୍କ କୃପାରୁ ସବୁ କାମରେ ସଫଳତା ହାସଲ କରିଥାନ୍ତି ।ଆଉ ଏମାନେ ସବୁବେଳେ ସବୁ ପରିସ୍ଥିତି କୁ ଖୁବ ସାହସର ସାମ୍ନା କରିଥାନ୍ତି ।ତେଣୁ ବୃଷ ରାଶିର ସମସ୍ତ ବ୍ୟକ୍ତି ମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଆରାଧନା କରିବା ଉଚିତ ।

2.କର୍କଟ ରାଶି:-

ତେବେ ଶାସ୍ତ୍ରରେ କୁହାଯାଇଛି କି ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣ ଖୁବ ଦୟାଳୁ ଅଟନ୍ତି ।ତାଙ୍କ କୃପା ଦୃଷ୍ଟି ଏହି ରାଶି ମାନଙ୍କ ଉପରେ ରହିଥିବା ଯୋଗୁ ଏମାନେ ଯୋଉ ବି କାର୍ଯ୍ୟ କରିଲେ ସେଥିରେ ସଫଳତା ପାଇ ଥାଆନ୍ତି ।ତେବେ କୁହାଯାଏ କି ଯେଉଁ ମାନଙ୍କ ଉପରେ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ରହିଥାଏ ସେମାନଙ୍କ ମୃତ୍ୟୁ ପରେ ତାଙ୍କର ଆତ୍ମା ମୋକ୍ଷ ପାଇଯାଏ ।ତେବେ ଏହି ରାଶିର ବ୍ୟକ୍ତି ମାନେ ଶ୍ରୀକୃଷ୍ଣ ଙ୍କ ନାମକୁ ଜପ ଧ୍ୟାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

3.ସିଂହ ରାଶି:-

ଏହି ରାଶିର ବ୍ୟକ୍ତି ମାନେ ବି ଶ୍ରୀକୃଷ୍ଣଙ୍କ ବିଶେଷ କୃପାର ଅଧିକାରୀ ଅଟନ୍ତି, ଆଉ ଏହି ରାଶିର ବ୍ୟକ୍ତି ମାନେ ଯେଉଁ ବି କାର୍ଯ୍ୟ ଶ୍ରୀକୃଷ୍ଣଙ୍କୁ ଆରାଧନା କରି ଆରମ୍ଭ କରିଥାନ୍ତି ସେମାନେ ସେଥିରେ ସଫଳତା ହାସଲ କରିଥାନ୍ତି ଓ ତାଙ୍କର ସବୁ ଆଶା ପୂରଣ ହେଇଥାଏ ।

4.ତୁଳା ରାଶି:-

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତୁଳା ରାଶିର ମାନଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କର ଅସୀମ କୃପା ଦୃଷ୍ଟି ରହିଥାଏ ।ତେଣୁ ଏହି ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ସବୁବେଳେ ସମ୍ମାନିତ ଓ ପ୍ରତିଷ୍ଠା ପାଇ ଥାଆନ୍ତି ।ତେଣୁ ଏହି ରାଶିର ବ୍ୟକ୍ତି ମାନେ ସବୁବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ସ୍ମରଣ କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment