Swastik Tv News Odisha

Jyotisha Shastra – 14 ଫେବୃଆରୀରେ ଏହି ୫ଟି ରାଶି କୁ ମିଳିବ ତାଙ୍କର ପ୍ରକୃତ ପ୍ରେମ… ଶୀଘ୍ର ଦେଖନ୍ତୁ ଏବଂ ନିଜ ଜୀବନ ସାଥି ସହ ସେୟାର କରନ୍ତୁ

1

ବର୍ଷ ର ଫେବୃଆରୀ ମାସଟି ପ୍ରେମୀ ଯୁଗଳ ମାନଙ୍କ ପାଇଁ .ବହୁତ ଖାସ୍ ହୋଇଥାଏ । ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଫେବୃଆରୀ 14 ତାରିଖକୁ ଭାଲେଣ୍ଟାଇନ ଡେ ଭାବରେ ପାଳନ କରାଯାଏ । ଏହି ଦିନ ରେ ସମସ୍ତ ପ୍ରେମୀଯୁଗଳ ନିଜର ପ୍ରେମକୁ ପରିପ୍ରକାଶ କରିଥାନ୍ତି ଏବଂ ଚାତକ ପରି ଚାହିଁ ବସିଥାନ୍ତି ଏହି ଦିନଟିକୁ । ଏଥିସହିତ ସେମାନେ ଏହା ମଧ୍ୟ ଜାଣିବା ପାଇଁ ଚାହିଁଥାନ୍ତି ଯେ ସେହି ଦିନଟି ସେମାନଙ୍କ ପାଇଁ କେମିତି ରହିବ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ , ଯେଉଁମାନଙ୍କର ଭାଲେଣ୍ଟାଇନ ଡେ ବହୁତ ଭଲରେ କଟିବାକୁ ଯାଉଛି ।

1. କର୍କଟରାଶି :-

ଏହି ରାଶିର ବ୍ୟକ୍ତି ମାନେ ଟିକିଏ ସତର୍କ ରହି କାର୍ଯ୍ୟ କରିବା ଉଚିତ୍ , ଯଦି ଆପଣ ମାନେ କୌଣସି ଲଙ୍ଗ ଡ୍ରାଇଭ ପ୍ଲାନ କରୁଛନ୍ତି ତେବେ ଟିକେ ରହିଯାଆନ୍ତୁ । କାରଣ ଏହା ଆପଣଙ୍କ ପାଇଁ ବହୁତ ଭାରି ପଡିପାରେ । ଏହି ଦିନ ଆପଣ ନିଜର ପ୍ରେମର ଗଭୀରତା ଅନୁଭବ କରିପାରିବେ ଏବଂ ଜୀବନସାଥୀ ବହୁତ ଭଲ ପାଇବା ମଧ୍ୟ ଦେବେ ।

2. ମେଷରାଶି :-

ଏହି ବର୍ଷ ଆପଣଙ୍କର ଭାଲେନଣ୍ଟାଇନ ଡେ ରେ ବହୁତ ଖୁସୀରେ ରହିବେ , ଆପଣଙ୍କୁ ଯଥେଷ୍ଟ ଭଲପାଇବା ମିଳିବ । କିନ୍ତୁ କୌଣସି କାରଣ ବଶତଃ ନିଜ ବନ୍ଧୁଙ୍କ ସହ ଝଗଡା ହୋଇପାରେ । ତେଣୁ ଆପଣ ମାନେ ସେଥିପ୍ରତି ସତର୍କ ରହିବା ସହିତ ବନ୍ଧୁଙ୍କ ଭୁଲ କୁ କ୍ଷମା କରି ସବୁ କିଛିକୁ ଠିକ୍ କରିବାକୁ ହେବ ।

3. ତୁଳାରାଶି :-

ଆପଣଙ୍କ ପ୍ରେମ ବହୁତ ଭଲରେ କଟିବ ଏବଂ ଭେଲେଣ୍ଟାଇନ ଡେ ରେ ନିଜର କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ଭଲ ଭାବରେ ପାଳନ କରିପାରିବେ ନାହିଁ । ମନରେ ଯଦି କୌଣସି କଥା ଚିନ୍ତା କରିଥାନ୍ତି ତେବେ ତାଙ୍କୁ ନିଶ୍ଚିତ ଭାବରେ ଜଣେଇ ଦିଅନ୍ତୁ । ତା ସହିତ ଆପଣ ନିଜ ଜୀବନସାଥୀଙ୍କ ସବୁ କଥା ବୁଝିବାକୁ ହେବ , ତେବେ ଯାଇ ସମ୍ୱନ୍ଧ ଗଭୀର ହେବ ।

4. କନ୍ୟାରାଶି :-

ଆଜିର ଦିନଟି ବହୁତ ଭଲରେ ରହିବ , ଜୀବନରେ ବଡ ପରିବର୍ତ୍ତନ ମଧ୍ୟ ଦେଖାଯିବ । କିନ୍ତୁ ପ୍ରେମରେ ଭାସିଯାଇ କୌଣସି ବଡ ପ୍ରତିଜ୍ଞା କରନ୍ତୁ ନାହିଁ , କାରଣ ଆଗାମୀ ସମୟରେ କୌଣସି କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ପ୍ରତିଜ୍ଞା ଭୁଲିଯାଇ ପାରନ୍ତି ।

5. ମକରରାଶି :-

ଏହିଦିନ ଯଦି ଆପଣ କାହା ସହିତ ସାକ୍ଷାତ କରିବାକୁ ଯାଉଛନ୍ତି ତେବେ ସାବଧାନ ରୁହନ୍ତୁ । ଏହି ଭେଲେଣ୍ଟାଇନ ଡେ ରେ ଆପଣଙ୍କୁ କେହି କିଛି ଅଧିକ କହିଦିଏ ତେବେ ତାହାକୁ ମନକୁ ଆଣନ୍ତୁ ନାହିଁ । ଆପଣମାନେ ଟିକିଏ ଭାବିଚିନ୍ତି କୌଣସି ପରିସ୍ଥିତିର ନିର୍ଣ୍ଣୟ ନେବା ଉଚିତ୍ । ତେବେ ଯାଇ ଆପଣଙ୍କର ସମସ୍ତ ସିଚୁଏସନକୁ ହେଣ୍ଡଲ କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

1 Comment
  1. Beby Bhoi says

    Hy sir

Leave A Reply

Your email address will not be published.