ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଆପଣଙ୍କ ଘରର ସମସ୍ତ ସୁଖ ଶାନ୍ତି ଘରର ମୁଖ୍ୟ ଦ୍ଵାର ହିଁ ରହିଥାଏ, ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ଘର ପ୍ରସ୍ତୁତି ଆଗରୁ ଘରର ବାସ୍ତୁ ପୂଜା କରିବା ସହିତ ବାସ୍ତୁ ଶାସ୍ତ୍ରର ନିୟମ ଉପରେ ଅଧିକ ବିଶ୍ୱାସ କରିଥାନ୍ତି |କାରଣ ଘରର ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ନିୟମ ନୀତି ମନ ନଯାଏ ତେବେ ଘରେ ସର୍ବଦା ନକାରାତ୍ମକ ଉର୍ଜାର ବିସ୍ତାର ହେବା ସହିତ ଆପଣ ଜୀବନରେ କେବେ ସୁଖ ଶାନ୍ତିରେ ରହି ପାରନ୍ତି ନାହିଁ |ମୁଁ ଆଜି ଆପଣକୁ ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ କଣ ରଖିବା ଉଚିତ ନୁହଁ ସେ ବିଷୟରେ ଜଣେଇବି, ଯାହା ଦ୍ଵାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଘରର ମୁଖ୍ୟ ଦ୍ଵାରରେ କଣ ରଖିବା ଉଚିତ ନୁହଁ ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଯଦି ଆପଣଙ୍କ ଘରେ କୌଣସି ବାସ୍ତୁ ଦୋଷ ରହିଥାଏ ତେବେ ଆପଣ ଯେତେ ପରିଶ୍ରମ କରି ଧନ ଅର୍ଜନ କରିଲେ ମଧ୍ୟ ତାହା ଆପଣଙ୍କ ପାଖରେ ସ୍ଥିର ହୋଇ ରହିନଥଏ |ଆପଣଙ୍କ ବସ୍ତୁ୍ଦୋଷ ଥିଲେ ଆପଣ ଜୀବନରେ କେବେ କୌଣସି କାର୍ଯ୍ୟରେ ଉନ୍ନତି କରିପାରିବେ ନାହିଁ, ଏହା ସହିତ ଆପଣ ଯେତେ ପରିଶ୍ରମ କଲେ ମଧ୍ୟ ଅଭାବ ଆପଣଙ୍କ ପିଛା ଛାଡିବ ନାହିଁ |ତେଣୁ ଆପଣ ନିଜର ଘର ବାସ୍ତୁ ଦୋଷ ଦୂର କରିବା ସହିତ ଘର ମୁଖ୍ୟ ଦ୍ଵାର ପ୍ରତି ସଚେତନ ରୁହନ୍ତୁ |କାରଣ ଘରର ମୁଖ୍ୟ ଦ୍ଵାର ହିଁ ସକାରାତ୍ମକ ଉର୍ଜାର ସହିତ ଦେବୀ କୃପା ଘର ଉପରେ ପଡିଥାଏ ତେଣୁ ଆପଣ ଘରର ମୁଖ୍ୟ ଦ୍ଵାର ସର୍ବଦା ପରିଷ୍କାର ପାରିଛନ ରଖିବା ସହିତ ଶାସ୍ତ୍ର ଅନୁଯାଇ କିଛି କଥା ମାନି ଚଳିବା ଆବଶ୍ୟକ |
ବସ୍ତୁଶାସ୍ତ୍ର ଅନୁଯାଇ ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ କେବେ ଭୁଲରେ ଆପଣଙ୍କ କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ,କାରଣ ଏହା ଦ୍ଵାର ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ରୋଷ କରିବା ସହିତ ଘରର ସକାରାତ୍ମକ ଉର୍ଜା ନଷ୍ଟ ହୋଇଯାଏ |ଏହା ଦ୍ଵାର ଘରେ ସର୍ବଦା ଆର୍ଥିକ ସମସ୍ୟା ଦେଖା ଯାଇଥାଏ ଆପଣଙ୍କ ଘରେ ସର୍ବଦା ଅଶାନ୍ତି ଲାଗିରହିଥାଏ, ଏହା ସହିତ ଆପଣ କେବେ ଘରର ସାମ୍ନାରେ ଭଙ୍ଗା ଖଟ କିମ୍ବା ଭାଙ୍ଗ ଚେୟାର ରଖନ୍ତୁ ନାହିଁ |ଆପଣ ଭୁଲରେ ମଧ୍ୟ ଘର ମୁଖ୍ୟ ଦ୍ଵାର. ସାମ୍ନାରେ ଭଙ୍ଗା ବାସନ କୁସନ ରଖନ୍ତୁ ନାହିଁ |
ଏହାଦ୍ୱାରା ଆପଣଙ୍କ ଘରକୁ ଦେବୀ ଦେବତା ପ୍ରବେଶ କରନ୍ତି ନାହିଁ ତାଙ୍କର କୋପ ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ, ଏହା ସହିତ ଆପଣ ଏହିପରି କରିବା ଦ୍ଵାରା ଆପଣଙ୍କ ଘର ଉପରେ ଶନିଦେବଙ୍କ କୋପ ଦୃଷ୍ଟି ମଧ୍ୟ ପଡିଥାଏ ଯାହା ଦ୍ଵାରା ଆପଣଙ୍କ ଘର ସୁଖ ସମୃଦ୍ଧି ନଷ୍ଟ ହେବା ସହିତ ଆପଣ ଘରର ଖୁସି ନଷ୍ଟ ହୋଇଥାଏ |ତେଣୁ ଆପଣ ଏହିପରି ଭୁଲ କେବେ କରନ୍ତୁ ନାହିଁ ଯାହାଦ୍ୱାରା ଘରର ସୁଖ ଶାନ୍ତି ନଷ୍ଟ ହେବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।