ହଁ ଦର୍ଶକ ବନ୍ଧୁ ଆଜି କାଲି ଯୁଗରେ ଧନ ରତ୍ନ, ଟଙ୍କା ପଇସା ପାଇବାକୁ କିଏ ବା ନ ଚାହେଁ | ତେବେ ଆଜିକାଲି ର ଏହି ବ୍ୟସ୍ତ ବହୁଳ ଜୀବନ ରେ ଟଙ୍କା ହଁ ସର୍ବ ଶ୍ରେଷ୍ଠ ବୋଲି କୁହାଯାଏ | କାରଣ ଟଙ୍କା ନ ଥିଲେ ମଣିଷ ଅଧା ବୟସ ବା ଭବିଷ୍ୟତ ନଷ୍ଟ ଆଡକୁ ଗତି କରିବ କହିଲେ କିଛି ଭୁଲ ହେବ ନାହିଁ | ତାହେଲେ ଏହି ଟଙ୍କା ପଇସା ବା ଧନ ପ୍ରାପ୍ତି ପାଇଁ ଏକ ସୁନ୍ଦର ଉପାୟ ଟିଏ ରହିଛି | ତାହେଲେ ଆଜି ଆପଣ ମାନଙ୍କ ପାଇଁ ଏକ ସୁନ୍ଦର ଘରେଇ ଉପଚାର ଟି ରହିଛି ତାହା ହେଉଛି ଲେମ୍ଭୁ ଓ କଞ୍ଚା ଲଙ୍କା | ତେବେ ସେହି ଲେମ୍ଭୁ ଓ କଞ୍ଚା କୁ ବ୍ୟବହାର କରି ଆପଣ ଅତି ସହଜ ରେ ଧନ ପ୍ରାପ୍ତି କରିପାରିବେ | ଏହା ସହିତ କିଛି ରାଶି ମଧ୍ୟ ରହିଛି | ତେବେ କେଉଁ ରାଶି ର ବ୍ୟକ୍ତି ମାନେ କଣ କରିବେ ଧନ ପ୍ରାପ୍ତି ପାଇଁ ଆସନ୍ତୁ ସେ ବିଷୟରେ ଜାଣିବା |
ଧନ ପ୍ରାପ୍ତି ପାଇଁ କଣ କରିବେ ଉପାୟ :-
ଦର୍ଶକ ବନ୍ଧୁ ଏହି ଉପଚାର ଟିକୁ କରିବା ପାଇଁ ପ୍ରଥମେ ଆପଣ ଗୋଟିଏ ଲେମ୍ବୁ ନିୟନ୍ତୁ ଓ 7 ଟି କଞ୍ଚା ଲଙ୍କା ନେଇ ଏକ ଛୁଞ୍ଚି ସାହାଯ୍ୟରେ ଏହାର ଏକ ମାଳ ତିଆରି କରନ୍ତୁ ଓ ଏହି ମାଳ କୁମକୁମ ଓ ସିନ୍ଦୁର ଲଗାଇ ଏହାକୁ କୁ ଘରର ଝରକା ବା ଘରର ମୁଖ୍ୟ ଦ୍ୱାର ରେ ଏହାକୁ ଏକ କଣ୍ଟା ସାହାଯ୍ୟରେ ଝୁଲାଇ ଦିୟନ୍ତୁ | ଯେମିତି ଏହାର ପବନ ଲେମ୍ବୁ ଓ କଞ୍ଚା ଲଙ୍କା ରେ ବାଜି ଘର ଭିତରକୁ ଆସୁଥିବ | ତେଵେ ଏହା କରିବା ସମୟରେ ଏକ ନିର୍ଦିଷ୍ଟ ବାରରେ ଶ୍ରଦ୍ଧା ଓ ବିଶ୍ୱାସ ସହିତ ପବିତ୍ର ହେଇ ସୁତା ଲୁଗା ପିନ୍ଧି ଶୁଭ ମୁହୂର୍ତ୍ତ ରେ ପୂର୍ବ ଦିଗକୁ ମୁହଁ କରି ସୂତା ଆସନରେ ବସି ଏହିପରି କରନ୍ତୁ |ଏହା ସହିତ କିଛି ରାଶିର ବ୍ୟକ୍ତି ଏହାକୁ କିପରି କରିବେ ଆସନ୍ତୁ ଜାଣିବା |
ତେବେ ବନ୍ଧୁଗଣ ଯଦି ଆପଣଙ୍କର ମେଷ ରାଶି ଓ ବିଛା ରାଶି ତାହାଲେ ଆପଣଙ୍କୁ ମଙ୍ଗଳବାର ଦିନ ଏହା କରିବା ପାଇଁ ହେବ | ବୃଷ ଏବଂ ତୁଳା ରାଶି ର ବ୍ୟକ୍ତି ଏହାକୁ ଶୁକ୍ରବାର ଦିନ କରନ୍ତୁ | ମିଥୁନ ରାଶି ଓ କନ୍ୟା ରାଶି ଏହାକୁ ବୁଧୁବାର ଦିନ କରିପାରିବେ | କର୍କଟ ରାଶି ସୋମବାର ଦିନ, ସିଂହ ରାଶି ରବିବାର, ଧନୁ ଏବଂ ମୀନ ରାଶି ଗୁରୁବାର, ମକର ଏବଂ କୁମ୍ଭ ରାଶି ଶନିବାର ଦିନ ଏହା କରନ୍ତୁ |
ଏହା ସହିତ ବିଭିନ୍ନ କାର୍ଯ୍ୟ ପାଇଁ ମାଳର ସଂଖ୍ୟା ଏବଂ ଦିବସ କଣ ରହିଛି :-
ଦର୍ଶକ ବନ୍ଧୁ କୁଟୁମ୍ବ ର ଶାନ୍ତି ପାଇଁ 7 ମାଳା 21 ଦିନ କରିବେ, ସନ୍ତାନ ସୁଖ ପାଇଁ 6 ମାଳା 18 ଦିନ କରିବେ | ବ୍ୟବସାୟ ଓ ଚାକିରୀ ପାଇଁ 4 ମାଳା 90 ଦିନ କରିବେ | ସଂକଟ ସମୟରେ 2 ମାଳା 24 ଦିନ କରିବେ | ଧନ ରତ୍ନ ବୃଦ୍ଧି ପାଇଁ 10 ମାଳା 32 ଦିନ କରିବେ | ଏହା ସହିତ ବିବାହ ବିଡମ୍ବନା ପାଇଁ 12 ମାଳା 16 ଦିନ କରିବେ | ରୋଗ ନିବାରଣ ପାଇଁ 7 ମାଳା 21 ଦିନ କରନ୍ତୁ | ଏହା ସହିତ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଁ 6 ମାଳା 12 ଦିନ କରିବେ | ତେବେ ଏହି ସମସ୍ତ ଦିବସ ପୂର୍ଣ୍ଣ ହେଇଯିବା ପରେ ଏହି ମାଳା କୁ କାଢି ସମୁଦ୍ରରେ ଭସାଇ ଦିୟନ୍ତୁ |
ତେବେ ଏହା ଥିଲା ଧନ ପ୍ରାପ୍ତି ର ସହଜ ଉପାୟ ଯାହାକୁ ଜାଣିରଖିବା ଆବଶ୍ୟକ ହୋଇଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।