ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଆପଣ ମାନେ | ତେବେ ଯେତେବେଳେ କମେଡି ଭିଡ଼ିଅ କଥା ଉଠେ ସେତେବେଳେ ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଆମ ସମସ୍ତ ଙ୍କର ଇଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ଦେଖିବାକୁ ମିଳିଛି ସୁନ୍ଦର ଭାବରେ କମେଡି ସିନ ର ଭିଡ଼ିଓ | ଆଉ ଯେଉଁ ଭିଡ଼ିଓ କୁ ଆପଣ ମାନେ ଦେଖିଲେ ନ ହସି ରହିବପାରିବେ ନାହିଁ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଅନେକ ପ୍ରକାରର କମେଡି ସିନ ଓ କମେଡି ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ କମେଡି ଭିଡ଼ିଓ ରେ କିଛି ଏମିତି ଯାଦୁ ଦେଖିବାକୁ ରହିଛି ଯାହା ଆମ ମନକୁ ଖୁସି ଦେଇଥାଏ | ତାହା ସହିତ କମେଡି ଭିଡ଼ିଓ କୁ ଦେଖିଲେ ଆମ ମନରେ ଖୁସି ଭରି ଯାଇଥାଏ ଆଉ ମନରେ ଯେତେ ଦୁଃଖ ଭରିକି ଥିଲେ ମଧ୍ୟ ତାହା ଦୂର ହୋଇ ଯାଇଥାଏ |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ମଧ୍ୟ ଏକ ଜବରଦସ୍ତ କମେଡି ସିନ ବୋଲି କୁହାଯାଉଛି | ଆଉ ଯେଉଁ କମେଡି ସିନ ରେ ସମ୍ବଲପୁରିଆ କମେଡି ସିନ ଟି ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ |
ତେବେ ଖୁଡ଼ୀ ଆଉ ପୁତୁରା ଙ୍କ ମଧ୍ୟ ଚାଲିଛି କଥା ବାର୍ତ୍ତା ରେ ତର୍କ ଆଉ ଏଭଳି ଭାବରେ କମେଡି କଥା ସେମାନେ କହିବା ପାଇଁ ଲାଗିଛନ୍ତି ଯାହାକୁ ଆପଣ ମାନେ ଦେଖିଲେ ଖୁସି ହୋଇଯିବେ ଆଉ ହସିବା ପାଇଁ ପାଗିବେ |ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ଅନ୍ୟ ଜଣେ କମେଡି ଲୋକ ମାନେ ସୁନ୍ଦର ଭାବରେ ଗୀତ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ଏହି ଭଳି ଭାବରେ ସୁନ୍ଦର ଭାବରେ କମେଡି ସିନ ଟି ଦର୍ଶକ ମାନଙ୍କର ମନକୁ କିଣି ନେଇଛି ବୋଲି କୁହାଯାଉଛି |
ଆଉ ତାହା ସହିତ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ସମ୍ବଲପୁରୀ ଭାଷାରେ କରିବାକୁ ଲାଗିଛନ୍ତି କମେଡି ଏହି କମେଡିଆନ ମାନେ | ତାହା ସହିତ ମହିଳା ଜଣଙ୍କର କଳି ଝଗଡା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ ବୋଲି କୁହାଯାଉଛି |ଆଉ ଏହି ଭଳି ଏକ ଜବରଦସ୍ତ କମେଡି ସିନ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚା ମଧ୍ୟ ହେଉଛି ଏହି କମେଡି ସିନ ବିଷୟରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।