Kalavantin Durg Trek ଦୁର୍ବଳ ହୃଦୟ ବ୍ୟକ୍ତି ଏହି ଭିଡ଼ିଓ କୁ ଦେଖନ୍ତୁ ନାହିଁ… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ସବୁ ଦେଖିବାକୁ ପାଉଥିବେ। ସେଥି ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ଯାହାକୁ ଦେଖିଲେ ଆମେ ଖୁସି ହେଉ। ଯାହା ଆମକୁ ଆନନ୍ଦିତ କରିଥାଏ। କିନ୍ତୁ କିଛି ଏପରି ବି ଭୟଭୀତ କଲାଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ତେବେ ଏପରି ଘଟଣା ସମସ୍ତଙ୍କୁ ଚକିତ କରିଦିଏ। ତେବେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ।

କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମେ ବାସ୍ତବରେ ବିଚଳିତ ହୋଇ ପଡ଼ିଥାଉ। ଅନେକ ସମୟରେ ଆପଣ ଅନେକ ଏପରି କିଛି ଘଟଣା ଏବଂ ଦୁର୍ଘଟଣା ର ଖବର ସଂସ୍ପର୍ଶରେ ଆସୁଥିବେ। ଅନେକ କିଛି ଏପରି ଘଟଣା ତାର ପାରିପାର୍ଶ୍ବିକ ସ୍ଥିତି ପାଇଁ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ।ସେହିପରି ଏଠାରେ ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଏଠାରେ ଜଣେ ବ୍ୟକ୍ତି ଯେଉଁଭଳି ଭାବରେ ଏକ ପ୍ରତିକୂଳ ପାଗରେ ଏକ ଉଚ୍ଚ ଦୁର୍ଗ ଉପରକୁ ଚଢ଼ୁ ଅଛନ୍ତି ତାହା ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ।

ତେବେ ଏହି ଘଟଣା ଟି ମହାରାଷ୍ଟ୍ରର କାଳବନ୍ତି ଦୁର୍ଗ ଟ୍ରେକ୍ ର ଅଟେ। ତେବେ ବ୍ୟକ୍ତି ଜଣଙ୍କ ଏହି ଉଚ୍ଚ ଦୁର୍ଗ ଉପରକୁ ଚଢ଼ି ପୁଣି ତଳକୁ ଉଲ୍ଲାଉ ଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଘଟଣାର ଦୃଶ୍ୟ ଏମିତି ରହିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଘଟଣାଟି କିଛି ଏପରି ଯାହା ସାଧାରଣରେ ଗ୍ରହଣ କରିବା ସହଜ ନୁହେଁ।ଏହି ଘଟଣା ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର କିନ୍ତୁ ସେହି ଘଟଣା ସତ। ଏହା ସେହିଭଳି ଏକ ଘଟଣା ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଯାଇ ଲୋକେ ଏହାକୁ ଦେଖି ଜାଣି ପାରନ୍ତି।

ପ୍ରତିଦିନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉ ଥିବା ଏହିଭଳି ଅନେକ ଭିଡିଓ ବାସ୍ତବିକ କେତେ ଭୟଙ୍କର ତାହା ଆପଣ ଏହି ଭିଡିଓ ଦେଖି ଜାଣି ପାରିବେ। ଯାହାକୁ ଦେଖିଲେ ଡରରେ ଆପଣଙ୍କ ଛାତି ଥରି ଉଠିବ। କାରଣ ଏହି ଦୃଶ୍ୟ କେତେ ଭୟାନକ ତାହା ଆପଣ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି କାଳବନ୍ତି ଦୁର୍ଗ ହେଉଛି ମହାରାଷ୍ଟ୍ରରେ। ଯେଉଁଠିକୁ ପ୍ରତିବର୍ଷ ଅନେକ ସଂଖ୍ୟାରେ ଲୋକ ଯାଇଥାନ୍ତି।ଏହି ଦୁର୍ଗକୁ ଯାତ୍ରା କରିବା ସହଜ କଥା ନୁହେଁ।ଏହି ଦୁର୍ଗ ଦେଇ ଯିବା ବେଳେ ଅନେକ ସାବଧାନତା ଅବଲମ୍ବନ କରିବା ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment