କାଲି ସକାଳୁ ଉଠି କହି ଦିଅନ୍ତୁ ଏହି 2 ଅକ୍ଷର ମନ୍ତ୍ର, ତା’ ପରେ ଦେଖନ୍ତୁ ଚମତ୍କାର – Sadhu Bani

ବନ୍ଧୁଗଣ ଏହି ଦୁନିଆରେ ସମସ୍ତେ ଛାହାନ୍ତି ସେମାନେ ସବୁବେଳେ ସୁଖ ଶାନ୍ତିରେ ରୁହନ୍ତି, କେବେ କୌଣସି ସମସ୍ୟା ତାଙ୍କ. ଉପରକୁ ନ ଆସୁ |ଦୁନିଆରେ କୌଣସି ବ୍ୟକ୍ତି ଚାହାଁନ୍ତି ନାହିଁ କି ସେମାନେ କେବେ କୌଣସି ପରିସ୍ଥିତିରେ ଧନର ଅଭାବ ଅନୁଭବ କରନ୍ତୁ |ଦୁନିଆରେ ଯାହା ପାଖରେ ଅର୍ଥ ଅଧିକ ରହିଛି ଲୋକେ ତାଙ୍କୁ ଭଲ ପାଇବା ସହିତ ସେମାନଙ୍କ ସହିତ ମିଶିବା ପାଇଁ ଅଧିକ ପସନ୍ଦ କରନ୍ତି |ଏହି ଦୁନିଆରେ ଏମିତି କିଛି ଚମତ୍କାରୀତା ରହିଛି ଯାହା ଦ୍ଵାରା ଲୋକେ ଭିକାରିରୁ ଧନୀ ହୋଇଯାନ୍ତି |ମୁଁ ଆଜି ଆପଣଙ୍କୁ àଏମିତି ଏକ ସୁନ୍ଦର ମନ୍ତ୍ର ସହିତ ଆପଣଙ୍କ ବସ୍ତୁ ଶାସ୍ତ୍ର ବିଷୟରେ କହିବି ଯାହା ଦ୍ଵାରା ଜୀବନରେ କେବେ ଆପଣ ଦୁଃଖ ଅନୁଭବ କରିବେ ନାହଁ,ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ବାସ୍ତୁ ଶାସ୍ତ୍ରର Àà ସହିତ ସେହି ଚମତ୍କାର ମନ୍ତ୍ର ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଆମେ ସମସ୍ତେ ଭଗବାନ ଆଶୀର୍ବାଦରୁ ଖୁସିରେ ରହିବା ସହିତ ତାଙ୍କ କୃପାରୁ ଆମର ଜୀବନ ରହିଛି, ଏହି ଦୁନିଆରେ ସବୁ ମିଛ ହୋଇପାରେ ପାରେ ମାତ୍ର ଭଗବାନ ଅପାର କୃପାରୁ ଆମର ଏ ସଂସାର ଚାଲୁଛି ତାହା କେବେ ମିଛ ନୁହଁ |ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ସେମାନେ ସର୍ବଦା ସୁଖ ଶାନ୍ତିରେ ଜୀବନ ଅତିବାହିତ କରନ୍ତୁ, ମାତ୍ର ତାହା କେବେ ସମ୍ଭବ ନୁହଁ ଭଗବାନ ସମସ୍ତଙ୍କୁ ସମାନ ପ୍ରକାର ଖୁସି ଦେଇନଥାନ୍ତି |ଦୁନିଆରେ ଅନେକ ବ୍ୟକ୍ତି ବାସ୍ତୁ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାନ୍ତି, ଯଦି ଆପଣଙ୍କ ବାସ୍ତୁରେ କୌଣସି ସମସ୍ୟା ରହିଥାଏ ତେବେ ଆପଣ ଯେତେ ଚାହିଁଲେ ମଧ୍ୟ ଆପଣଙ୍କ କେବେ ଖୁସିରେ ରହି ପାରନ୍ତି ନାହିଁ |

ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ ଯଦି ସେହି ଉପାୟରେ ଆପଣଙ୍କ ଜୀବନରେ କିଛି ପରିବର୍ତନ ଆଣନ୍ତି ତେବେ ଆପଣ କେବେ ଜୀବନ ଦୁଃଖ ଭୋଗ କରନ୍ତି ନାହିଁ |ଆପଣଙ୍କ ଜୀବନରେ ଆଗରୁ ରହିଥିବା ସମସ୍ୟା ଗୁଡିକ ଦୂର ହେବା ସହିତ ଆପଣ ନିଜ ଜୀବନରେ କେବେ ଧନର ଅଭାବ ଅନୁଭବ କରିବେ ନାହିଁ |ଆମର ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କିଛି କାର୍ଯ୍ୟ ରହିଛି ଯାହାକୁ ମାନି ଚଳିବା ଦ୍ଵାରା ଆପଣଙ୍କ ଜୀବନରେ କେବେ ଆର୍ଥିକ ସମସ୍ୟା ରହିବା ନାହିଁ ତାହା ସହିତ ଆପଣ କରଜ ମୁକ୍ତ ମଧ୍ୟ ରହିବେ |

ଆପଣ ପ୍ରତ୍ୟେକ ଦିନ ସକାଳ ବିଛଣା ରୁ ଏହି ସୁନ୍ଦର ମନ୍ତ୍ର “କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ବତୀ କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ “ଏହି ସୁନ୍ଦର ମନ୍ତ୍ରକୁ ଆପଣ ଦୁଇ ହାତର ପାପୁଲିକୁ ଚାହିଁ ବୁଲାଇ ଭଗବାନଙ୍କୁ ପ୍ରଣାମ କରନ୍ତୁ |ଏହିପରି ଆପଣ ଯଦି ପ୍ରତ୍ୟେକ ଦିନ କରନ୍ତି ତେବେ ଆପଣଙ୍କ ସମସ୍ତ ଦୁଃଖ ଦୂର ହେବା ସହିତ ଆପଣ କେବେ ଆର୍ଥିକ ସମସ୍ୟା ମଧ୍ୟ ଭୋଗ କରିବେ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment