କାଲି ସକାଳୁ ଉଠି କହିଦିଅ ଏହି ୨ ଅକ୍ଷର ମନ୍ତ୍ର, ଆଉ ତା ପରେ ଦେଖନ୍ତୁ ଚମତ୍କାର – Sadhu Bani

ବନ୍ଧୁମାନେ ଆଜିର ସମୟରେ ବହୁତ ଜଣଙ୍କ ପାଖରେ ବହୁତ କିଛି ଥାଇ ବି ଅର୍ଥର ଅଭାବ ସଦାବେଳେ ଲାଗି ରହିଥାଏ ।ଆଉ ଯେମିତି ଖାଦ୍ୟ, ଵସ୍ତ୍ର ଓ ବାସ ଗୃହ ଜଣେ ମଣିଷ ର ବଂଚିବା ପାଇଁ ନିହାତି ଆବଶ୍ୟକ ହେଇଥାଏ,ଠିକ ସେହି ପରି ଅର୍ଥ ମଧ୍ୟ ଆଜି ସେତିକି ଜରୁରୀ ହେଇ ସାରିଲାଣି ଜଣେ ବ୍ୟକ୍ତି ପାଇଁ ।ଯେଉଁ ବ୍ୟକ୍ତି ପାଖରେ ଅମାପ ଧନ ଓ ଦମ୍ପତି ରହିଛି ତାଙ୍କୁ କୋଉ ଜିନିଷ ଖୁବ ସହଜରେ ମିଳି ଯାଉଛି ।ସେହି ଜାଗାରେ ଧନ ର ଅଭାବୀ ଲୋକମାନେ ପାଇଁ କେଇଟା ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ବହୁତ ଭାବିବାକୁ ପଡ଼ୁଛି ।

ତେବେ ଆଜିକାଲି ଅନେକ ଉପାୟ ବାହାରିଲାଣି ଯାହାକୁ ବ୍ୟବହାର କରି ମଣିଷ ନିଜ ପାଖକୁ ଅର୍ଥ ଆଣି ପାରୁଛି ।ସତ କହିବାକୁ ଗଲେ ଅର୍ଥ ପାଇବା ବା ଧନୀ ହେବା ପାଇଁ କିଏ ବା ଏହି ସହଜ ରାସ୍ତାକୁ ନାଆପଣେଇବ,ଯାହାକୁ ବ୍ୟବହାର କରି ସେ ଅଳ୍ପ ସମୟରେ ଓ ସହଜରେ ତାଙ୍କର ଅର୍ଥର ଅଭାବ ପୂରଣ କରି ହେଉଥିଲେ ।ତେବେ ଆପଣ ଦେଖୁଥିବେ କୋଉଠି କୋଉ ତୁଟକା କରି ମଣିଷ ଅର୍ଥ ଆସିବାର ରାସ୍ତା ମୁକୁଳାଉଛି ତ କେହି ଆଧ୍ୟାତ୍ମିକ ରାସ୍ତାରେ ଯାଇ ।ଆଉ ଆଜି ଆମେ ମଧ୍ୟ ଆପଣଙ୍କୁ ଟଙ୍କା ଆସିବାର ଏକ ସହଜ ଉପାୟ ବିଷୟରେ ବତାଇବୁ, ଯେଉଁ ଉପାୟର ବ୍ୟବହାର କରି ଆପଣ ଖୁବ ସହଜରେ ନିଜ ଜୀବନରେ ଅର୍ଥର ଅଭାବ କୁ ପୁରୁଣ କରିପାରିବେ ।

ଆମେ ବହୁତ ସମୟରେ ଅନେକ ମନ୍ତ୍ର ଆଦି ବିଷୟରେ ଶୁଣିଥାଉ, ବହୁତ ମନ୍ତ୍ର ଗୁଡିକର ବିଶେଷ ବିଶେଷ ମହାତ୍ମା ରହିଥାଏ ।କିନ୍ତୁ ସେହି ମନ୍ତ୍ର ଗୁଡିକ ଭିତରେ ବି କିଛି ଏମିତି ମନ୍ତ୍ର ରହିଛି ଯାହା ଆମ ଜୀବନକୁ ବଦଳାଇବାରେ ବହୁତ ବଡ଼ ଭୂମିକା ଲିଭେଇ ଥାଏ ।ତେବେ ଶାସ୍ତ୍ର ଅନୁସାରେ ଗୋଟିଏ ମନ୍ତ୍ର ରହିଛି ଯେଉଁ ମନ୍ତ୍ର କୁ ଆପଣ ଯଦି ପ୍ରତ୍ୟେକ ଦିନ ଜପ କରୁଛନ୍ତି ତାହେଲେ, ସେହି ମନ୍ତ୍ର ପ୍ରଭାବରେ ଆପଙ୍କ ପାଖକୁ ଅର୍ଥ ର ଆଗମନ ହେବ ।ଜୀବନରେ ଯେତେ ପ୍ରକାରର ଟଙ୍କା ପଇସା ର ଅସୁବିଧା ଥିବ ସେ ସବୁ ଅଳ୍ପ ସମୟରେ ଭିତରେ ଶେଷ ହେବ ।ତେବେ ସେହି ମନ୍ତ୍ର ଟି ହେଉଛି “କରାଗ୍ରେ ବସ ତି ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ,କର ମୂଳେ ତୁ ଗୋବିନ୍ଦ,ପ୍ରଭାତେ କର ଦର୍ଶନମଃ” ।

ପ୍ରତ୍ୟେକ ଦିନ ସକାଳେ ଉଠିବା ପରେ ଆପଣ ନିଜର ଦୁଇ ହାତ କୁ ଯୋଡି ଏହି ମନ୍ତ୍ର କୁ ତିନି ଥର ଜପ କରନ୍ତୁ ତାପରେ ନିଜର ଆରାଧ୍ୟ ଙ୍କୁ ପ୍ରଣାମ କରି ନିଜର ଦିନ ଆରମ୍ଭ କରନ୍ତୁ ।ଧୀରେ ଧୀରେ ମନ୍ତ୍ରର ଉଚାରଣ ଯୋଗୁ ମନ୍ତ୍ରର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ ଓ ଜୀବନରେ ଯେତେ ବି ପ୍ରକାରର ଅଭାବ ଅସୁବିଧା ଥିବ ତାହା ଦୂର କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment