ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ | ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ | ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ | ତାହାଲେ ଦର୍ଶକ ବନ୍ଧୁ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା |
ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯେଉଁ ଥିରେ ଦେଖା ଯାଇଛି ଓଡ଼ିଆ ଯାତ୍ରା ଜଗତର ବେଶ ଜଣା ଶୁଣା ଚେହେରା | ଯାହାକୁ ଓଡିଶା ର ଦର୍ଶକ ମାନେ ବେଶ ଭଲ ପାଇବା ଦେବାର ଦେଖାଯାଏ | ତେବେ ଆମେ କହୁଛୁ ଓଡ଼ିଆ ଯାତ୍ରା ଜଗତ ର ନିଜର ଅଭିନୟ ଓ କଳା ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିଥିବା ଯାତ୍ରା ଜଗତର ଅଭିନେତା ସୁରେଶ ପଣ୍ଡା ଙ୍କ ବିଷୟରେ | ଯିଏ ନିଜର ଅଭିନୟ ମାଧ୍ୟମ ରେ ଦର୍ଶକଙ୍କ ମନକୁ ଜିତିଥାନ୍ତି | ତେବେ କଳିଙ୍ଗ ଗଣନାଟ୍ୟ ଅଭିନୀତ ତାଙ୍କର ଏକ ଯାତ୍ରାର ରୋମାଣ୍ଟିକ ଗୀତ ଭାଇରାଲ ହେବାରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ବହୁ ଚର୍ଚ୍ଚିତ ସୁରେଶ ପଣ୍ଡା ଙ୍କ ଯାତ୍ରା ମଞ୍ଚରେ ଏହିପରି ପାରଫୋରମାନ୍ସ ଦେଖି ଦର୍ଶକ ମାନେ ମୋତୁଆଲା ହେବାରେ ଦେଖାଯାଇଛି | ସୂଚନା ଅନୁଯାୟୀ ଯେତେବେଳ ସୁରେଶ ପଣ୍ଡା ଯାତ୍ରା ମଞ୍ଚରେ ନିଜର ଅଭିନୟ ଦେଖାଇବା ସମୟରେ ଲୋକ ମାନେ କରତାଳି ତାଙ୍କୁ ସ୍ୱାଗତ କରିଥାନ୍ତି | ଯାତ୍ରା ମଝିରେ ତାଙ୍କର ଅଭିନୟ ଚାଲି ଥିବା ସମୟ ରେ ଅଭିନେତ୍ରୀ ଙ୍କ ସହିତ ତାଙ୍କର ସେହି ରୋମାଣ୍ଟିକ ଡ୍ୟାନ୍ସ | ଯେତେବେଳେ ସେ ତାଙ୍କର ଡ୍ୟାନ୍ସ ଆରମ୍ଭ କରିଥିଲେ ସେତେବେଳେ ଷ୍ଟେଜ ଚାରିପାଖରେ ଥିବା ଦର୍ଶକ ମାନେ ନିଜ ନିଜ ମୋବାଇଲ ରେ ଏହି ଡ୍ୟାନ୍ସ ରେକର୍ଡ କରି ସୋସିଆଲ ମିଡିଆରେ ଏହା ଭାଇରାଲ କରିଥିବା ର ଦେଖାଯାଇଛି |
ତେବେ ସୋସିଆଲ ମିଡିଆରେ ରେ ଏହିପରି ଡ୍ୟାନ୍ସ ଦେଖି ମୋବାଇଲ ବ୍ୟବହାର କାରୀ ମାନେ ଖୁସି ହେଇଥିବା ଦେଖା ଯାଇଛି |ଆଉ ଯାହା ଦେଖିବାକୁ ମିଳିଛି କି “ଶ୍ରାବଣ ମାସ ର ଶେଷ ରାତି “, ଗୀତ ରେ ସମସ୍ତଙ୍କ ର ମନକୁ ଛୁଇଁଛି |ଆଉ କଳିଙ୍ଗ ଗଣନାଟ୍ୟ ର ଏହି ରୋମାଣ୍ଟିକ ଗୀତ ସମସ୍ତ ଙ୍କୁ ବେଶ ପସନ୍ଦ ଆସିଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।